ରାଷ୍ଟ୍ରପତିଙ୍କୁ ଜଏରାଟ ବୁଣାକାରଙ୍କ ଗାମୁଛା ଉପହାର
ବଇଣ୍ଡା,୧୭ା୩(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜଏରାଟ ଗ୍ରାମର ବୁଣାକାର ପ୍ରମୋଦ ମେହେର ବୁଣିଥିବା ଏକ ଗାମୁଛାକୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଉପହାର ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତିଙ୍କୁ ଭେଟି ଏହି ଉପହାର ପ୍ରଦାନ କରିଛନ୍ତି।…
ନାବାଳିକା ବଳାତ୍କାର ମାମଲାରେ ମହିଳା ଗିରଫ
ସମ୍ବଲପୁର,୧୪ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ପୂର୍ବରୁ ସାହାସପୁର ପଞ୍ଚାୟତର ନାଏବ ସରପଞ୍ଚ ଆଲୋକ ବେହେରା, ଟାଉନ ଥାନା ଅନ୍ତର୍ଗତ ବୁଟିକ ମାଲିକ କିଶୋର ଶତପଥୀଙ୍କୁ…
ଭିମ୍ସାରରୁ ଆସିଲା ପୁଣି ରାଗିଙ୍ଗ ଅଭିଯୋଗ
ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍ସାରରେ ପୁଣି ରାଗିଙ୍ଗ ଓ ମାର୍ପିଟ କରାଯାଇଥିବା ନେଇ କିଛି ଛାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଆଣ୍ଟି ରାଗିଙ୍ଗ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସମ୍ପର୍କରେ ଡିନ୍ ଡ. ଜୟଶ୍ରୀ…
କୋଭିଡ କଟକଣା ସତ୍ତ୍ୱେ ବିଶ୍ୱେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ
ସରଣ୍ଡା,୧୧।୩(ଡି.ଏନ.ଏ.):ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବପୀଠରେ କୋଭିଡ କଟକଣା ସତ୍ତ୍ୱେ ଭକ୍ତଙ୍କ ସମାଗମ ହୋଇଛି। ଅଭିଭକ୍ତ ସମ୍ବଲପୁର ଜିଲାର ହୁମାର ବକ୍ର ମନ୍ଦିର ନିର୍ମାଣ ପରେ ପରେ ୧୬୯୫ରୁ ୧୭୬୬ ଖ୍ରୀ:ଅ:…
ବନ୍ଦ ହେବ ସମ୍ବଲପୁର ରୋଡ୍ ଷ୍ଟେଶନ
ସମ୍ବଲପୁର,୧୧ା୩ (ବ୍ୟୁରୋ):ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍ ୧୮୯୦ ମସିହାରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ ଚିଫ୍ ଅପରେଶନ ମ୍ୟାନେଜରଙ୍କ ପକ୍ଷରୁ ନୋଟିସ୍ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳକୁ ମଧ୍ୟ…
ବନ୍ଦ ହେବାକୁ ଯାଉଛି ୧୮୯୦ରୁ ସେବା ଯୋଗାଉଥିବା ସମ୍ବଲପୁର ରୋଡ୍ ଷ୍ଟେଶନ
ସମ୍ବଲପୁର,୧୦ା୩(ବ୍ୟୁରୋ): ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍ ୧୮୯୦ରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ ଚିଫ୍ ଅପରେଶନ ମ୍ୟାନେଜରଙ୍କ ପକ୍ଷରୁ ନୋଟିସ୍ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳକୁ ମଧ୍ୟ ଏ…
ଚାଷ ଜମିରୁ ବ୍ୟାପିଛି ନିଆଁ
ସମ୍ବଲପୁର,୯ା୩(ବ୍ୟୁରୋ): ସମଗ୍ର ରାଜ୍ୟରେ ଜଙ୍ଗଲ ଅସୁରକ୍ଷିତ। ନିଆଁ ଆଁରେ ପୋଡ଼ି ପାଉଁଶ ହେଉଛି ମୂଲ୍ୟବାନ ବୃକ୍ଷଲତା। ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ସମ୍ବଲପୁର ବନଖଣ୍ଡ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ସୋମବାର ମିଳିଥିବା ରିପୋର୍ଟ ଅନୁସାରେ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲର ମୋଟ…
ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ
ସମ୍ବଲପୁର, ୮।୩(ବ୍ୟୁରୋ): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ । ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ସଞ୍ଜୀତ କୁମାର ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି । ଜଙ୍ଗଲରେ ନିଆଁ ଲଗାଇଲେ ତୁରନ୍ତ ଗିରଫ କରାଯିବ ବୋଲି ସେ ଚେତାବନୀ…
ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେଲେ
ସମ୍ବଲପୁର, ୬ା୩ (ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଅଧୀନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ମୁଖ୍ୟ ଗେଟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅଟୋରେ ଆଣି ଚାଳକ ଅଚେତ ଅବସ୍ଥାରେ ଫିଙ୍ଗିଦେଇ ଫେରାର ହୋଇଯାଇଛନ୍ତି।…
କେନ୍ଦୁପତ୍ର ଗୋଛା କାଟିବା ବେଳେ ମାଡ଼ି ଆସିିଲା ମୃତ୍ୟୁ
ନାକଟିଦେଉଳ, ୬ା୩: ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନର ବସାଲୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ବାଦୀ (୫୮)। ସୂଚନା ଅନୁସାରେ ବିରଞ୍ଚତ୍ ଶୁକ୍ରବାର ଘରଠାରୁ ପ୍ରାୟ ୧ କି.ମି.…
୧୨ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ସମ୍ବଲପୁର,୩ା୩: ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଡୁମେରଚୁଆଁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଯୁଯୁମୁରା ଥାନା ଭବାନିପାଲି ଗ୍ରାମ ମିର୍ଦ୍ଧାପଡାର ଦ୍ରୋଣ ମିର୍ଦ୍ଦା(୨୮) ବୋଲି ଜଣାପଡିଛି। ନିକଟ ଗ୍ରାମବାସୀଙ୍କଠାରୁ ଖବରପାଇ ପୋଲିସ, ସାଇଣ୍ଟିଫିକ୍ ଟିମ୍…
ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ନିଲମ୍ବିତ
ସମ୍ବଲପୁର, ୩।୩(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜର ଗୌରୀ ଶଙ୍କରଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁ ନିଳମ୍ବନ କରାଯାଇଛି । ସଦର ରେଞ୍ଜ ଅଧିନରେ ପ୍ରାୟ ୫ ମାସ ଭିତରେ ୬ଟି ହାତୀର ମୃତ୍ୟୁ ଘଟିଛି। ଏହାକୁ ନେଇ ବିଭାଗ ପକ୍ଷରୁ ରିପୋର୍ଟ…
Archives


