କୋଇଲା ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ, ତା ପରେ..
ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ା ବ୍ଲକ୍ ଲାଡା ଗ୍ରାମ ନିକଟରେ ବୁଧବାର ସକାଳେ ଶର୍ଟ ସର୍କିଟ ଯୋଗୁ ଏକ କୋଇଲା ବୋଝେଇ ଟ୍ରକ୍ରେ ନିଅଁା ଲାଗିଯାଇଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣା ଏଡ଼ାଇ ଯାଇପାରିଛି।...
କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ
ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ା ବ୍ଲକ ଲାଡ଼ା ଗ୍ରାମ ନିକଟରେ ସର୍ଟସର୍କିଟ ଘଟି ଏକ କୋଇଲା ବୋଝେଇ ଟ୍ରକରେ ବୁଧବାର ସକାଳେ ନିଆଁ ଲାଗି ଯାଇଛି। ଗାଡ଼ି ନମ୍ବର ସିଜି ୦୪ ଏମ୍ଏମ୍ ୪୩୦୮ଇିନ ଓ୍ବାଇରେ ସର୍ଟସର୍କିଟ ହେବାରୁ ଏହାର କ୍ୟାବିନରେ...
ରାୟଗଡ଼ାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଭାଜପାର ବିରୋଧ: କର୍ମୀଙ୍କୁ ଉଠାଇ ନେଲା ପୋଲିସ
ରାୟଗଡ଼ା ଅଫିସ,୨୬ା୧: ମନ୍ତ୍ରୀ ଅରୁଣ ସାହୁଙ୍କ ରାୟଗଡ଼ା ଜିଲା ଗସ୍ତକୁ ନେଇ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ସାଧାରଣତନ୍ତ୍ର ଦିବସରେ ତାଙ୍କୁ ମୁଖ୍ୟ ଅତିଥି କରାଯାଇଥିବାରୁ ଦଳ ପକ୍ଷରୁ ପରୀ ପ୍ରସଙ୍ଗ ଉଠାଇ ପ୍ରତିବାଦ କରାଯାଇଥିଲା। ତେଣୁ ସାଧାରଣତନ୍ତ୍ର ଦିବସରେ...
ରାୟଗଡ଼ାରେ ପତାକା ଉତ୍ତୋଳନ କଲେ କୃଷି ମନ୍ତ୍ରୀ
ରାୟଗଡ଼ା ଅଫିସ,୨୬ା୧: ରାୟଗଡ଼ା ସଦରସ୍ଥିତ ଜିସିଡି ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ...
ପିକ୍ନିକ୍ ସ୍ପଟ୍: ଓ୍ବାଇଲ୍ଡଲାଇଫ୍ ୱାଚ୍ ଟାୱାର
ରାୟଗଡ଼ା ଜିଲାର ଅନେକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ବର୍ଷ ତମାମ ଭିଡ଼ ଜମିଥାଏ। ହେଲେ ଜିଲାର ଚନ୍ଦ୍ରପୁର ବ୍ଲକ୍ର ଅନ୍ୟତମ ଆକର୍ଷଣ ‘ଓ୍ବାଇଲ୍ଡଲାଇଫ୍ ଓ୍ବାଚ୍ ଟାଓ୍ବାର’ ଅନେକଙ୍କ ପାଇଁ ଏବେ ବି ଅଜଣା। ଡାଙ୍ଗସୋରଡ଼ା ପଞ୍ଚାୟତଠାରୁ ୫...
ଗଦ୍ଗଦା ଜଳପ୍ରପାତ
ପାହାଡ଼ ପର୍ବତ ଘେରା ରାୟଗଡ଼ା ଜିଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଝରଣା ଓ ଜଳପ୍ରପାତର ଅଭାବ ନାହିଁ। ହେଲେ ଏଥିମଧ୍ୟରୁ କେତୋଟି ଜିଲା ତଥା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବାବେଳେ ଆଉ କେତେକ ଦୃଷ୍ଟି ଆଢ଼ୁଆଳରେ ରହିଛି। ଜିଲାର...
ପିକ୍ନିକ୍ ସ୍ପଟ୍: ଦୁର୍ଗାପାଡ଼ୁ ଜଳପ୍ରପାତ
ପ୍ରକୃତିର କୋଳରେ ରହିଛି ରାୟଗଡ଼ା ଜିଲା। ନିଆରା କଳା, ସଂସ୍କୃତି, ଆଦିବାସୀ ପରମ୍ପରା ସହ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ପିକ୍ନିକ୍ ସ୍ପଟ୍। ଏହା ମଧ୍ୟରେ ଅନ୍ୟତମ ଦୁର୍ଗାପାଡ଼ୁ ଜଳପ୍ରପାତ। ରାୟଗଡ଼ା ଜିଲା ସଦରଠାରୁ ମାତ୍ର ୩୭...
କୋଟିପତି ଉପନିର୍ବାହୀ ଯନ୍ତ୍ରୀ ନିଲମ୍ବିତ
ଗୁଣପୁର,୧୨।୧(ଡି.ଏନ୍.ଏ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀ ଗତ ୨୫ରେ ଗିରଫ ହୋଇଥିଲେ। ମଙ୍ଗଳବାର ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ତାଙ୍କୁ ନିଲମ୍ବିତ...
ଘୋଷଣାରେ ରହିଛି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ
ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ଚିକିତ୍ସା ସୁବିଧା ନାହିଁ। ଆଇସିୟୁ, ଭେଣ୍ଟିଲେଟର ନ ଥିବା ଯୋଗୁ ଗୁରୁତର ରୋଗୀ ପଡ଼ୋଶୀ ଜିଲା ଏବଂ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି। ବିଭିନ୍ନ ରୋଗର ପରୀକ୍ଷା ପାଇଁ ମେଶିନ ରହିଥିଲେ ମଧ୍ୟ...
ପୋଲିସ ଲାଠିମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା
ରାୟଗଡ଼ା ଅଫିସ,୨୬ା୧୨: ହେଲ୍ମେଟ ନ ପିନ୍ଧି ଗାଡ଼ି ଚଳାଇଥିବା ଜଣେ ଯୁବକ ପୋଲିସ ଲାଠିମାଡ଼ରେ ଆହତ ହୋଇଛନ୍ତି। ସେ ହେଲେ ରାୟଗଡ଼ା ଥାନା ଅଧୀନ ତଳ ସାଙ୍କେସ ଗ୍ରାମର ପୀତାମ୍ବର ହିମିରିକାଙ୍କ ପୁଅ ରାହୁଲ ହିମିରିକା(୧୮)। ରାହୁଲ ଏବଂ ଭାଇ...
କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଗୁଣପୁର,୨୪।୧୨(ଡି.ଏନ୍.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଗୁରୁବାର ତାଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ନିଜ ଘରେ ଭିଲିଲାନ୍ସ...
ଆସିଛି ୫ଶହ, କିଣା ହୋଇଛି ୧୧ଶହ କୁଇଣ୍ଟାଲ ଧାନ
ବିଷମକଟକ, ୧୯।୧୨: ରାୟଗଡ଼ା ଜିଲା ବିଷମକଟକ ବ୍ଲକ ହାଟମୁନିଗୁଡ଼ା ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି। ଶୁକ୍ରବାର ମଣ୍ଡିକୁ ମାତ୍ର ୫ଶହ କୁଇଣ୍ଟାଲ ଧାନ ଆସିଥିବାବେଳେ ୧୧ଶହ କୁଇଣ୍ଟାଲ ଧାନ କିଣାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାଛଡ଼ା ଧାନ ବିକିବାକୁ ଆସୁଥିବା ଚାଷୀଙ୍କ...
Archives


