‘ରାୟଗଡ଼ାକୁ ଏକ ଉନ୍ନତ ଜିଲାରେ ପରିଣତ କରିବା ସମସ୍ତଙ୍କ ଲକ୍ଷ୍ୟ ହେଉ’

ରାୟଗଡ଼ା ଅଫିସ,୨୬ା୧: ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ରାୟଗଡ଼ା ଜିଲା ସଦରମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେଡରେ ଅଭିବାଦନ ଗ୍ରହଣ କରି ଜିଲାବାସୀଙ୍କ ଉଦ୍ଦେଶ୍ୟରେ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟର ଉଦ୍‌ବୋଧନ ଦେଇଥିଲେ । ରାୟଗଡ଼ା କିପରି ଏକ ଉନ୍ନତ ଜିଲାରେ ପ୍ରତିଷ୍ଠିତ ହୋଇପାରିବ, ଆମର ସମ୍ବିଧାନକୁ କିପରି ସୁରକ୍ଷା ଦେଇପାରିବ ସେଥିପାଇଁ ଆମର ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବା ବୋଲି କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଲାର ୭ ସ୍ବାସ୍ଥ୍ୟକର୍ମୀ, ୭ ଅଙ୍ଗନବାଡ଼ି କର୍ମୀ ଏବଂ ୫ କର୍ମୀଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଛୁରୀକୁ ମାରିଦେଲା କଲରାପତରିଆ ବାଘ

ନୂଆପଡା, ୨୧।୪: ନୂଆପଡା ସଦର ରେଞ୍ଜ ଅଧୀନସ୍ଥ କେନ୍ଦୁବାହାରା ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଏକ ବାଛୁରୀକୁ ମାରି ଖାଇଛି କଲରାପତରିଆ ବାଘ । ପ୍ରାପ୍ତ ସୂଚନା...

ଚାଷରେ ବାଧକ ସାଜିଛି ବର୍ଷାଜଳ

ଡେରାବିଶ,୨୪ା୮(ବେବର୍ତା ଅଜୟ ଦାସ)ବର୍ଷାର ଲୁଚକାଳି ଖେଳ ପରେ ବହୁ ବିଳମ୍ବରେ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀଙ୍କ ମନରେ ଆନନ୍ଦ ଦେଖାଦେଇଛି ା ମାତ୍ର ବିଲରେ...

ଲାଖଚାଷ, ଲାଖ ସାମଗ୍ରୀ ବିକି ଲାଭବାନ୍‌ ହେବାକୁ ପରାମର୍ଶ

ଚନ୍ଦାହାଣ୍ଡି, ୪।୩(ଡି.ଏନ୍‌.ଏ.): ନବରଙ୍ଗପୁର ସିଡିଓ ଅନ୍ୟା ଦାଶ ଚନ୍ଦାହାଣ୍ଡି ବ୍ଲକ ଗସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ସେ ଲାଖ ଚାଷକରି ରୋଜଗାରକ୍ଷମ...

ମ୍ୟୁନିସିପାଲିଟି ପକ୍ଷରୁ ଚଢ଼ାଉ: ଲକ୍ଷାଧିକ ଟଙ୍କାର ପଲିଥିନ ଜବତ

କୋରାପୁଟ,୧୬/୭(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ପଲିଥିନ ଜବତ ହୋଇଛି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର...

‘ୟାସ୍‌’ ପାଇଁ କଟକଣା: ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

ଯାଜପୁର ଅଫିସ,୨୫।୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଏବେ ଉପକୂଳମୁହାଁ। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ପଡ଼ିବ। ଏହି ସମୟରେ ପ୍ରବଳ ବର୍ଷା ହେବା...

ଆସୁନାହାନ୍ତି ଅଙ୍ଗନଓ୍ବାଡି କର୍ମୀ, କେନ୍ଦ୍ରରେ ତାଲା

ନାଉଗାଁ,୧୬।୧୦(ସ୍ବ.ପ୍ର.): ଛୋଟ ଛୋଟ ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନଓ୍ବାଡି କେନ୍ଦ୍ରସବୁ ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକୁ ତଦାରଖ କରିବା ପାଇଁ ସୁପରଭାଇଜର...

ବିଶ୍ୱ ପ୍ରସିଦ୍ଧ ଗହୀରମଥା ମହୋତ୍ସବ ଦାବି ଜୋର ଧରିଲା

ମହାକାଳପଡ଼ା,୧୫ା୩(ଡି.ଏନ.ଏ.):ବିଶ୍ୱପ୍ରସିଦ୍ଧ ଗହୀରମଥାରେ ମହୋତ୍ସବ ପାଳନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦାବି ଜୋର ଧରିଛି। ବିଶେଷକରି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ ବନ...

ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ

ପଟ୍ଟାମୁଣ୍ଡାଇ, ୨୯ା୫ (ସ୍ବ.ପ୍ର.): ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ନିମନ୍ତେ ସରକାର ଅର୍ଥ ବ୍ୟୟ କରି...

Advertisement
Archives

Model This Week