ରାୟଗଡା

ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିଲେ ପିସିସି ସଭାପତି

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୨୮ା୧: ରାୟଗଡ଼ା ସଦର ମହକୁମା ଓ ରାମନାଗୁଡ଼ା ଠାରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଭାରତ ଯୋଡ଼ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟନାୟକଙ୍କ ସମେତ ପ୍ରଦେଶ କମିଟିର ଏସ୍‌ସି ସେଲ…

ରାୟଗଡ଼ାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ରାୟଗଡ଼ା,୨୬ା୧(ସ୍ବ.ପ୍ର.): ରାୟଗଡ଼ା ସଦର ମହକୁମା ଜିସିଡି ପଡ଼ିଆଠାରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ସଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେଡରେ ଅଭିବାଦନ…

ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ

ରାୟଗଡ଼ା,୨୬।୧(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବିଜେଡି ଏବେ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି। ଦଳର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ବିବାଦ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଆଲୋଚନା ହେଉଛି। ଜିଲାରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓଙ୍କ ପତିଆରା…

ନିୟମଗିରିରେ ମାଓବାଦୀ ପୋଷ୍ଟର

ରାୟଗଡ଼ା,୨୬।୧: (ସ୍ବ.ପ୍ର.): ଗୋଟିଏ ପଟେ ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସାଧାରଣତନ୍ତ୍ର ଦିବସ ବିରୋଧରେ ବାଘୁନା କମିଟି ପକ୍ଷରୁ ଏହି ମାଓବାଦୀ ପୋଷ୍ଟର ଲାଗିଛି। ସୂଚନା…

କପା ମିଲର୍ସଙ୍କୁ ବଜାର ଫି ଛାଡ଼ ନିର୍ଦ୍ଦେଶ

ରାୟଗଡ଼ା,୨୪ା୧(ସ୍ବ.ପ୍ର.):ରାୟଗଡ଼ା ଜିଲାରେ କପା ମିଲର୍ସଙ୍କୁ ବଜାର ଫି ଛାଡ଼ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପକ୍ଷରୁ ଜିଲାର ଦୁଇ ଆର୍‌ଏମ୍‌ସି ରାୟଗଡ଼ା ଓ ଗୁଣପୁରକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଯୋଗ୍ୟ, ଧାନ…

ଅବକାରୀ ବିଭାଗର ନାକ ତଳେ ବେଆଇନ ମଦ କାରବାର

ବିଷମକଟକ,୨୪ା୧(ଡି.ଏନ୍‌.ଏ.):ବିଷମକଟକ ବ୍ଲକ ଆଖପାଖ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧିପାଉଛି। ଅବକାରୀ ବିଭାଗ ଓ ପୋଲିସର ନୀରବତା ଯୋଗୁ ନିର୍ଭୟରେ କାରବାର ଚାଲିଥିବା ଅଭିଯୋଗ ହେଉଛି। ବିଷମକଟକ ବ୍ଲକର ୨୧ ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଭିନ୍ନ ଢାବା, ପାନଦୋକାନ,…

ପ୍ରମିଳା-ଭାସ୍କର ସାକ୍ଷାତ୍‌ ଆଲୋଚନା, ଚିନ୍ତାରେ ବିରୋଧୀ

ରାୟଗଡ଼ା,୨୩ା୧(ସ୍ବ.ପ୍ର.):ମନ୍ତ୍ରୀ ପ୍ରମିଳା ମଲିକ ପୂର୍ବତନ ଏମ୍‌ପି ଏନ. ଭାସ୍କର ରାଓଙ୍କ ଘରକୁ ଯିବା ବିଜେଡ଼ିର ଭାସ୍କର ବିରୋଧୀ ଗୋଷ୍ଠୀଙ୍କୁ ଚିନ୍ତାରେ ପକାଇଛି। ପ୍ରମିଳା ସେଠାକୁ କାହିଁକି ଗଲେ ଏବଂ ଭାସ୍କରଙ୍କ ସହିତ କଣ ଆଲୋଚନା କଲେ ସେନେଇ ବିରୋଧୀ ଖୋଳତାଡ ଆରମ୍ଭ…

ଚଇତି ମହୋତ୍ସବ ଶେଷଦିନରେ ଅଗ୍ନିକାଣ୍ଡ

ରାୟଗଡ଼ା,୨୨ା୧(ସ୍ବ.ପ୍ର.): ରାୟଗଡ଼ା ଜିଲା ଲୋକ ମହୋତ୍ସବ ଚଇତି ମଣ୍ଡପ ନିକଟରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଉଦ୍‌ଯାପନୀ ସାରେ ଆତସବାଜି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଫଳରେ ଅଗ୍ନିକାଣ୍ଡରୁ ଅଳ୍ପକେ…

ବହୁ ପ୍ରତୀକ୍ଷା ପରେ ୫୦୬ ଏକର ସିଲିଂ ଜମିକୁ ନିଜ ଦଖଲକୁ ନେଲେ ଜିଲା ପ୍ରଶାସନ

ରାୟଗଡ଼ା,୨୧/୧(ସ୍ୱ.ପ୍ର.)- ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରହିଥିବା ୫୦୬ ଏକର ସିଲିଂ ଜମି ନିଜ କବଜାକୁ ନେଲା ପ୍ରଶାସନ। ବନ୍ଦ ପଡ଼ିଥିବା ଜେଏସକୋ କାରଖାନା ଅଧିନରେ ରହିଥିବା ଏହି ଜମି ଆଜି ନିଜ ଅଧିନକୁ ଆଣିଛି ପ୍ରଶାସନ। ଏଥିସହ ରାଜସ୍ୱ ବିଭାଗର…

ବନ୍ଦ ପାଠାଗାରର ପୁନରୁଦ୍ଧାର ନେଇ ଭଙ୍ଗାଗଲା ତାଲା

ଗୁଡ଼ାରୀ, ୨୧।୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ସହରର ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବିଜୁ ପାଠାଗାରର ପୁନରୁଦ୍ଧାର ନିମନ୍ତେ ଶୁକ୍ରବାର ସେଥିରେ ପଡ଼ିଥିବା ତାଲାକୁ ଭଙ୍ଗାଯାଇଛି। ତାଲା ଭଙ୍ଗାଯିବାବେଳେ ଗୁଡ଼ାରି ବିଡିଓ ନୃସିଂହ ଚରଣ ସେଠୀ ମାଜିଷ୍ଟ୍ରେଟଭାବେ ଉପସ୍ଥିତ ଥିଲେ। ଏନ୍‌ଏସି…

ମନମୋହିଲା ଆଦିବାସୀ, ଓଡ଼ିଶୀ ନୃତ୍ୟ

ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର.), ୨୧।୧: ରାୟଗଡ଼ା ଜିଲା ଲୋକ ମହୋତ୍ସବ ଚଇତି ତୃତୀୟ ସା ଥିଲା ଅତ୍ୟନ୍ତ ରୋଚକ। ଶୁକ୍ରବାର ରାୟଗଡ଼ା ବଜାର ଛୁଟି ଥିବାରୁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଜିଲାପାଳ ସ୍ବଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତୃତୀୟ…

ଥଣ୍ଡା କାକରରେ ରାସ୍ତାପାର୍ଶ୍ୱରେ କଟୁଛି ବୃଦ୍ଧଙ୍କ ଜୀବନ

ଗୁଣପୁର,୨୦ା୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଗୁଣପୁର ଷ୍ଟେଶନ ରୋଡ୍‌ ଛକ ରାସ୍ତାପାର୍ଶ୍ୱରେ ଜଣେ ବୃଦ୍ଧ ଦୀର୍ଘଦିନ ଧରି ଶୀତରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ହେଲେ ତାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ ପାଇଁ କାହାର ନଜର ପଡ଼ୁନାହିଁ। ଏ ନେଇ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?