ରାୟଗଡା

କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ

ରାୟଗଡ଼ା,୧।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଉପରସାଜା ଗ୍ରାମରେ ସୋମବାର କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ପ୍ରଶାସନ…

କଲଭର୍ଟ ଭୁଶୁଡ଼ିବା ଘଟଣା: ପହଞ୍ଚିଲେ ମନ୍ତ୍ରୀ, ବିଧାୟକ

ରାୟଗଡ଼ା,୩୧ା୭(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲା କଲ୍ୟାଣସିଂପୁରଠାରେ ସୋମବାର ନିର୍ମାଣାଧୀନ କଲଭର୍ଟ ଭୁଶଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି। କଲ୍ୟାଣସିଂପୁର ଉପର ସଜା ଗାଁ ନିକଟରେ ଏହି ଅଘଟଣ ହୋଇଛି l ନଦୀରେ ଗାଧୋଇବା…

ମିଳୁନି ଶଯ୍ୟା, ଦୁର୍ଦ୍ଦଶାରେ ରୋଗୀ

ରାୟଗଡ଼ା,୩୧।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଶଯ୍ୟା ଅଭାବରୁ ନାହିଁ…

ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ ମୃତ

ରାୟଗଡା,୩୧।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୪ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କଲ୍ୟାଣସିଂହପୁର ବ୍ଲକର ତଳସାଜା ଏବଂ ଉପରସାଜା ମଧ୍ୟ ଦେଇ…

ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ର ଗୁରୁତର

ରାୟଗଡ଼ା,୨୮।୭(ଭାଗ୍ୟଶ୍ରୀ ମିଶ୍ର): ଗୁଣାମତ୍କ ଶିକ୍ଷା ବୃଦ୍ଧି ଲାଗି ସରକାର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ମାଗଣା ଖାଇବା, ରହିବା ବ୍ୟବସ୍ଥା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ବିଭିନ୍ନ ଆବାସିକ ସ୍କୁଲରେ ପିଲାଙ୍କୁ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ…

ଆଦିବାସୀଙ୍କ ଧରତୀ ପୂଜା, ଆମ୍ବ ଟାକୁଆ ପର୍ବ

ଟିକିରି,୨୭ା୭(ପ୍ରଫୁଲ କୁମାର ବେହେରା): ଆଦିବାସୀ ମାନେ ମୁଖ୍ୟତଃ ବାର ମାସରେ ତେର ପର୍ବ ପାଳନ କରନ୍ତି। ସେଥିମଧ୍ୟରୁ ଧରତୀ ପୂଜା ଏବଂ ଆମ୍ବ ଟାକୁଆ ପର୍ବ ଅନ୍ୟତମ। ରାୟଗଡା ଜିଲା କାଶୀପୁର ବ୍ଲକରେ ବସବାସ କରୁଥିବା ପରଜା ବା ଝୋ ସମ୍ପ୍ରଦାୟର…

ମୋହନ ନାୟକ ଜିଲା ଯୁବକଂଗ୍ରେସ ସଭାପତି

ରାୟଗଡ଼ା,୨୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଯୁବ କଂଗ୍ରେସ ଫଳାଫଳ ଘୋଷଣା ହୋଇଛି । ମୋହନ ନାୟକ ରାୟଗଡ଼ା ଜିଲା ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଯୋସେଫ…

ଗ୍ରୀଷ୍ମଛୁଟିର ଫାଇଦା ନେଲେ ଶିକ୍ଷୟିତ୍ରୀ, ଶିକ୍ଷକ: ମଧ୍ୟାହ୍ନଭୋଜନ ଟଙ୍କା, ଚାଉଳ ହଡ଼ପ ଅଭିଯୋଗ

ରାୟଗଡ଼ା,୨୭।୭ (ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହାୟକ ପାଇଁ ରାଜ୍ୟ ସରକାର ସ୍କୁଲରେ ମଧ୍ୟାହ୍ନଭୋଜନ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇଥାନ୍ତି । ହେଲେ ଛୁଟି ସମୟରେ ସ୍କୁଲରେ କେହି ନ…

ମାଓବାଦୀ ନେତା ସବ୍ୟସାଚୀଙ୍କୁ ଜାମିନ

ଗୁଣପୁର,୨୫।୭ (ପ୍ରଦୀପ କୁମାର ପାଢ଼ୀ): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। ରାୟଗଡା ଜିଲା ଗୁଣପୁର ସବ୍‌ଜଜ୍‌ଙ୍କ କୋର୍ଟରେ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ଗୁଣପୁରଠାରେ ଚାଲିଥିବା ଏହି ମାମଲାରେ ଜାମିନ…

ଗୁଣପୁର-ପୁରୀ ଟ୍ରେନ୍‌କୁ ଗଜପତି ଏକ୍ସପ୍ରେସ୍‌ ନାମରେ ନାମିତ କରାଯାଉ

ଗୁଣପୁର,୨୪।୭ (ପ୍ରଦୀପ କୁମାର ପାଢ଼ୀ): ପୁରୀ-ଗୁଣପୁର ଟ୍ରେନ୍‌କୁ ଗଜପତି ଏକ୍ସପ୍ରେସ୍‌ ନାମରେ ନାମିତ କରିବାକୁ ଦାବି ହୋଇଛି। ଏଥିସହ ବିଶାଖାପାଟଣା -ଗୁଣପୁର ଟ୍ରେନକୁ ବଂଶଧାରା ଏକ୍ସପ୍ରେସ୍‌ ନାମରେ ନାମିତ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ଦୁଇଟି ଟ୍ରେନକୁ ଗଜପତି ଏବଂ…

ଶ୍ରେଣୀଗୃହରୁ ବର୍ଷା ପାଣି ବାହାର କରିବା ପରେ ପାଠପଢ଼ା

ବିଷମ କଟକ,୨୩ା୭(ବିଭୂତି ଭୂଷର ନାୟକ )ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଶ୍ରେଣୀଗୃହ ଓ ପରିବେଶକୁ ନୂଆ ରୂପ ଦେଉଛନ୍ତି। ମାତ୍ର ରାୟଗଡା ଜିଲା ବିଷମ କଟକ ବ୍ଲକରେ ଏପରି ଏକ…

କୂଳ ଖାଉଛି ନାଗାବଳୀ

ରାୟଗଡ଼ା,୧୬।୭(ଭାଗ୍ୟଶ୍ରୀ ମିଶ୍ର)ଆସିଲା ବର୍ଷାଦିନ। ନଦୀକୂଳିଆ ବା ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘାରିଛି ଚିନ୍ତା। ନାଗୀବଳୀରେ ବର୍ଷା ଯୋଗୁ ପାଣି ବଢ଼ିଲେ ଘର ବୁଡ଼ିଯିବା ଆଶଙ୍କା ରହିଛି। ରାୟଗଡ଼ା ସହରର ୧୧ ନମ୍ବର ୱାର୍ଡ ଅନଟାରିଗୁଡ଼ାରେ କୂଳ ଖାଉଛି ନାଗାବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?