ରାୟଗଡା

ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ଟିକିରି ୧୫।୭ (ପ୍ରଫୁଲ କୁମାର ବେହେରା): କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଠିକାଦାର ଶୌଚାଳୟ ନିର୍ମାଣ କରିଥିଲେ। ନିର୍ମାଣ କାର୍ଯ୍ୟ ସରିବାର ପ୍ରାୟ ୮ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ…

ଅଡ଼ୁଆ କରିପାରନ୍ତି ଅସନ୍ତୁଷ୍ଟ

ଗୁଣପୁର,୧୫।୭ (ପ୍ରଦୀପ କୁମାର ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାୟଗଡ଼ା ଜିଲାର ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। କେଉଁ ଦଳ ଏଥର ବାଜିମାତ୍‌ କରିବ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଗାମୀ ସାଧାରଣ…

କଳାବ୍ୟାଜ ପିନ୍ଧି କୃଷି କର୍ମଚାରୀଙ୍କ ପ୍ରତିବାଦ

ଗୁଣପୁର,୧୪।୭(ପ୍ରଦୀପ କୁମାର ପାଢ଼ୀ): ରାୟଗଡା ଜିଲା ଗୁଣପୁର କୃଷି କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀମାନେ ଶୁକ୍ରବାର କଳାବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି। ସେମାନଙ୍କ ବିଭିନ୍ନ ଦାବି ନେଇ ଆସନ୍ତା…

୪ ମାଓବାଦୀ ଗିରଫ

ରାୟଗଡ଼ା,୧୨।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ମଙ୍ଗଳବାର ୪ ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମାଓବାଦୀମାନେ ହେଲେ ମୁନିୁଗଡ଼ା ବ୍ଲକ କାଡ୍ରାପାଙ୍ଗା ଗ୍ରାମର ନୂଆମାଝି କାଡ୍ରାକା, ପାଟରାଣୀ ଗ୍ରାମର ରାଗିଡ଼ି ଗାଗରାଙ୍ଗା, ବଡ଼ଡେଙ୍ଗୁଣି ଗ୍ରାମର ବଇ କରକରିଆ…

ସ୍ବାମୀ, ମହିଳା ଅଧିକାରୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ

ରାୟଗଡ଼ା,୧୧।୭ (ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତିକୁ ନେଇ ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ପତ୍ନୀ ଜଣକ ଶିକ୍ଷକ ସ୍ବାମୀ, ଶାଶୁ ଓ ଜଣେ ମହିଳା ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେବା…

ଭୁରୁଷିଖମାର ଛକରେ ମାଓବାଦୀ ପୋଷ୍ଟର

ମୁନିଗୁଡ଼ା,୯।୭: ରାୟଗଡା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଲାଗିଥିବା ଦେଖିବାକୁ ମିଳିଛି। ଶେରକାପାଡିରୁ ନିୟମଗିରିକୁ ଯାଉଥିବା ରାସ୍ତା କାମ ବନ୍ଦ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ସରକାର ଆଦିବାସୀଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି, ତେଣୁ…

ମ୍ୟାଲେରିଆ ଆକ୍ରାନ୍ତ: ଦେଶରେ ମାଲକାନଗିରି ୨ୟ, ରାୟଗଡ଼ା ୪ର୍ଥ ସ୍ଥାନରେ

ରାୟଗଡ଼ା,୬।୭(ଆଶିଷ ରଞ୍ଜନ ପଣ୍ଡା)ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଯେତେ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରୁନାହିଁ। ବରଂ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ରାୟଗଡ଼ା ଜିଲାରେ ସର୍ବାଧିକ ମ୍ୟାଲେରିଆ…

ଗୌରୀଙ୍କୁ ହତ୍ୟା ଲାଗି ୩୦ ଲକ୍ଷର ଡିଲ୍‌

ରାୟଗଡ଼ା,୨।୭ (ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲା ଗୁଣପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ ା ଏହି ଘଟଣା ସହିତ ଜଡ଼ିତ ରାଜେଶଙ୍କ ହତ୍ୟା ଘଟଣା ଉପରୁ ମଧ୍ୟ ହଟିଛି ପରଦା ା ଉଭୟ…

ମାଓବାଦୀଙ୍କ ତାଣ୍ଡବ ଜାଳିଦେଲେ ୯ ମେଶିନ

ମୁନିଗୁଡା,୧।୭(ରାଧେଶ୍ୟାମ ଅଗ୍ରୱାଲ): ରାୟଗଡ଼ା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା ଏକ କ୍ରସରରେ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଉକ୍ତ କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ, ୫ଟି ହାଇଓ୍ବା ଓ ୨ଟି ଲୋଡର…

ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର

ରାୟଗଡ଼ା,୩୦।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଜନବସତି ଅଞ୍ଚଳରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ କରାବାର ଚାଲିଥିବା ଅଭିଯୋଗ ହୋଇଛି। ସାଇପ୍ରିୟା ନଗର ଏକ ଭଡ଼ା ଘରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ରଖାଯାଇ ବିଭିନ୍ନ ପଥର କୁଆରୀକୁ ଚାଲାଣ କରାଯାଉଥିଲେ…

ବାଣିଜ୍ୟ ପ୍ରତିଷ୍ଠାନରେ ଲାଗୁନି ଓଡ଼ିଆ ନାମଫଳକ

ରାୟଗଡ଼ା,୨୯।୬(ଆଶିଷ ରଞ୍ଜନ ପଣ୍ଡା)ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଶ୍ରମ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଜିଲାର ୨ ପୌର ପରିଷଦ ରାୟଗଡ଼ା, ଗୁଣପୁର ଓ ଗୁଡ଼ାରି ଏନ୍‌ଏସିରେ ବହୁ ପ୍ରତିଷ୍ଠାନରେ ଓଡ଼ିଆରେ…

ବେଆଇନ ଭାବେ ସରକାରୀ ଅଫିସରେ ଲାଗୁଛି ପ୍ରାଇଭେଟ ଗାଡ଼ି

ରାୟଗଡ଼ା,୨୭।୬(ଆଶିଷ ରଞ୍ଜନ ପଣ୍ଡା): ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟକ୍ତିଗତ ବ୍ୟବହୃତ ପାଇଁ ପଞ୍ଜୀକୃତ ଗାଡ଼ିଗୁଡ଼ିକ ମାସିକ ଭଡ଼ା ସୂତ୍ରରେ ଲଗାଯାଇ ପରିବହନ ନିୟମର ଖୋଲା ଉଲଂଘନ ଚାଲିଥିବା ଅଭିଯୋଗ ହୋଇଛି। କମର୍ସିଆଲ ଓ ଟ୍ୟାକ୍ସି ପରିମିଟ ଥିବା ଗାଡ଼ି ହିଁ ସରକାରୀ କାର୍ଯ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?