୧୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ: ୨ ଗିରଫ
ଗୁଣପୁର,୨୭ା୫(ଡି.ଏନ୍.ଏ.)-ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଗୁଟ୍ଖା ଏବଂ ପଲିଥିନ କାରବାର ଥମିବା ନାଁ ଧରୁନି ା ଲକ୍ଷଲକ୍ଷ ଟଙ୍କାର ଗୁଟ୍ଖା କାରବାର ହେଉଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସହରର ଦୁଇଟି ସ୍ଥାନରେ ଚଢ଼ାଉକରି ବ୍ୟାପକ ପରିମାଣରେ ଗୁଟ୍ଖା ଜବତ କରିଛି। ଏହାର…
୧୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ: ୨ ଗିରଫ
ଗୁଣପୁର, ୨୭।୫(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁରରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ୧୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ କରାଯାଇଛି l ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବି. ସନ୍ତୋଷ କୁମାର ଏବଂ…
ସରପଞ୍ଚଙ୍କ ନିଷ୍ପତ୍ତିକୁ ମାନିଲାନି ପ୍ରଶାସନ: ଜିଲାପାଳ କ୍ଷମତା ଫେରାଇନେବାକୁ କହିଲେ ସରପଞ୍ଚ
ଟିକିରି,୨୨ା୫:ପ୍ରତ୍ୟେକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଏବଂ ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏହି କ୍ଷମତାର ଉପଯୋଗକରି ଅନେକ ସରପଞ୍ଚ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଛନ୍ତି। ତେବେ ରାୟଗଡ଼ା ଜିଲା…
ସ୍ବତନ୍ତ୍ର ଟ୍ରେନ୍ ଯୋଗେ କେରଳରୁ ରାୟଗଡ଼ାରେ ପହଞ୍ଚିଲେ ୨୧୬ ପ୍ରବାସୀ
ରାୟଗଡ଼ା ଅଫିସ,୨୧ା୫: କେରଳକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲାରୁ ବହୁ ଶ୍ରମିକ ଯାଇଥିଲେ। କରୋନା ଯୋଗୁ ଲକ୍ଡାଉନ୍ ହେବାରୁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ଏକ ସ୍ବତନ୍ତ୍ର…
ରାୟଗଡ଼ାର ୬୬୭ ସ୍ବାବ୍ ନମୁନା ନେଗେଟିଭ୍
ରାୟଗଡ଼ା ଅଫିସ,୨୦ା୫: ରାୟଗଡ଼ା ଜିଲାରୁ ଗତ ୧୫ ତାରିଖରେ ୧୩ତମ ପର୍ଯ୍ୟାୟରେ ୮୬ଜଣଙ୍କର ସ୍ବାବ୍ ନମୁନା ପରୀକ୍ଷା ନିମନ୍ତେ ଆର୍ଏମ୍ଆରସି ଭୁବନେଶ୍ୱର ପଠାଯାଇଥିଲା। ସେଥିରୁ ସମସ୍ତ ନମୁନା ନେଗେଟିଭ୍ ଆସିଛି। ଜିଲାରୁ ବର୍ତ୍ତମାନ ସୁଦ୍ଧା ୬୬୭ଜଣଙ୍କର ସ୍ବାବ୍ ନମୁନା ପରୀକ୍ଷା ପାଇଁ…
ତେଲଙ୍ଗାନାରୁ ଆସିଲେ ୧୬୦ ପ୍ରବାସୀ ଓଡ଼ିଆ
ରାୟଗଡ଼ା ଅଫିସ,୨୦ା୫: ତେଲଙ୍ଗାନା ରାଜ୍ୟକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା,କୋରାପୁଟ, ନବରଙ୍ଗପୁର,କନ୍ଧମାଳ ଓ ମାଲକାନଗିରି ଜିଲାର କିଛି ଲୋକ ଯାଇଥିଲେ। କରୋନା ପାଇଁ ଲକ୍ଡାଉନ ହେବାରୁ ବିଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ସେଠାରୁ ସତନ୍ତ୍ର ଟ୍ରେନ୍ ଯୋଗେ…
ରାୟଗଡ଼ାରେ ହେବ କୋଭିଡ୍ ପରୀକ୍ଷା: ମେ’ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ
ରାୟଗଡ଼ା ଅଫିସ,୧୮ା୫: ଏଣିକି ରାୟଗଡ଼ା ଜିଲାରେ ହେବ କୋଭିଡ୍ ପରୀକ୍ଷା। ଏଠାରେ ସନ୍ଦିଗ୍ଧଙ୍କ ସ୍ବାବ୍ ପରୀକ୍ଷା ଦ୍ୱାରା ରୋଗୀଙ୍କ ଶୀଘ୍ର ଚିକିତ୍ସା ହୋଇପାରିବ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଆର୍ଏମ୍ଆର୍ସି ଟ୍ରାଇବାଲ୍ ୟୁନିଟ ଉପକେନ୍ଦ୍ରରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଆବଶ୍ୟକ…
ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ
ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍ରେ ଶ୍ରମିକମାନେ ଓଡ଼ିଶାରେ ପହଞ୍ଚଥିବାବେଳେ ଶନିବାର ଆଉ ୨ ଟ୍ରେନ୍ରେ ୪୬୧ ଆସି ପହଞ୍ଚିଛନ୍ତି। କୋଏମ୍ବାଟୁରରୁ…
ଜିଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା: ପ୍ରଥମ ଦିନରେ ପଢ଼ିଲେ ୩୦୦୯ ପିଲା
ରାୟଗଡ଼ା ଅଫିସ,୧୬ା୫: ରାୟଗଡ଼ାରେ ଆରମ୍ଭ ହେଲା ଇ-ସୁବିଦ୍ୟା । ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକ ଗାଁକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦାରା ପ୍ରସ୍ତୁତ ଏହି ଅଭିଯାନ ମୁତାବକ ଶୁକ୍ରବାର ଜିଲାର…
ରାୟଗଡ଼ାରୁ ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନେଗେଟିଭ
ରାୟଗଡା ଅଫିସ,୧୬।୫: ରାୟଗଡ଼ା ଜିଲାରୁ ଗତ ୧୨ ତାରିଖରେ ୧୨ଟି ପର୍ଯ୍ୟାୟରେ ୬୧ ସନ୍ଧିଗ୍ଧଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଆରଏମଆରସି, ଭୁବନେଶ୍ୱରକୁ ପଠାଯାଇଥିଲା। ତେବେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଜିଲାରୁ ବର୍ତ୍ତମାନ ସୁଦ୍ଧା ୫୮୧…
କୃଷି, ଏମ୍ଜିଏନ୍ଆର୍ଇଜିଏସ୍ ଉପରେ ଗୁରୁତ୍ୱ
ଭୁବନେଶ୍ୱର/ଛତ୍ରପୁର/ରାୟଗଡ଼ାଅଫିସ/ପାରଳାଖେମୁଣ୍ଡି,୧୬ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲାରେ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ବିଭାଗ ସଚିବ ଭି.କେ. ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗଞ୍ଜାମ, ରାୟଗଡା, ଗଜପତି…
୫ଟି ସଚିବଙ୍କ ରାୟଗଡ଼ା ଗସ୍ତ: କୋଭିଡ୍ ହସ୍ପିଟାଲ ପରିଦର୍ଶନ
ରାୟଗଡ଼ା ଅଫିସ,୧୫ା୫: ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଦିନିକିଆ ଗସ୍ତରେ ଆସି ରାୟଗଡ଼ାର ଜେକେପୁରଠାରେ ଥିବା କୋଭିଡ୍ ହସ୍ପିଟାଲର ଅନୁଧ୍ୟାନ କରିଛନ୍ତି l ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା, ଏସ୍ପି…
Archives


