ପୁରୀ

ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା: ୧୪୪ ଧାରା ଜାରି

ପୁରୀ ଅଫିସ,୨୭।୧୦: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇଛନ୍ତି ଗୋଷାଣୀ। ଏହା ଦେବୀସଭା ଭାବେ ପରିଚିତ। ତେବେ କରୋନା ପାଇଁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ମରିଚିକୋଟ ଛକ ପର୍ଯ୍ୟନ୍ତ ୧୪୪ ଧାରା…

ଶ୍ରୀମନ୍ଦିର ବାଇଶିପାହଚ ହେବ ମରାମତି

ପୁରୀ ଅଫିସ, ୨୭।୧୦: ମରାମତି ହେବ ଶ୍ରୀମନ୍ଦିର ବାଇଶିପାହଚ। ଏଥିପାଇଁ ଏଏସ୍‌ଆଇର ଏକ ୪ ଜଣିଆ ଟିମ୍‌ ବୁଧବାର ଶ୍ରୀମନ୍ଦିରରେ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚ ମାପଚୁପ କରିବା ସହ ଦୁର୍ବଳ ପଥର ଚିହ୍ନଟ ହୋଇଛି। ଆବଶ୍ୟକ ପଡିଲେ ଦୁର୍ବଳ ପଥର…

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୧୭।୧୦: ଆଶ୍ୱିନ ଶୁକ୍ଲପକ୍ଷ ଏକାଦଶୀ ତିଥି ଅର୍ଥାତ୍‌ ମଙ୍ଗଳବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରତ୍ନ ସିଂହାସନରେ ରାଧାଦାମୋଦର ବେଶରେ ସଜେଇ ହୋଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ…

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ: ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଦାରୁଦିଅଁ

ପୁରୀଅଫିସ,୨୬।୧୦:ଶ୍ରୀମନ୍ଦିରରେ ସୋମବାର ପବିତ୍ର ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଦାରୁଦିଅଁ। ଏହି ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ…

ଦୁର୍ଗା ପୂଜାରେ ନାଗା ଉପାସନା

ଭାରତବର୍ଷରେ ଶାରଦୀୟ ଦୁର୍ଗାପୂଜା ସମୟରେ ପୁରୀରେ ଏକ ସ୍ବତନ୍ତ୍ର ପରମ୍ପରା ପାଳିତ ହୋଇଆସୁଅଛି। ଏହି ପରମ୍ପରାରେ ଦେବୀମାନଙ୍କୁ ଉପାସନା କରାଯିବା ସହିତ ନାଗାମାନଙ୍କୁ ମଧ୍ୟ ଉପାସନା କରାଯାଏ। ବିଭିନ୍ନ ସାହି ଆଖଡ଼ା ପକ୍ଷରୁ ସ୍ବତନ୍ତ୍ର ଭାବେ ନାଗାଙ୍କ ପୂଜା କରାଯାଇଥାଏ। ସବୁଠୁ…

ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀମନ୍ଦିରର ନୀତିକାନ୍ତି ଚୂଡ଼ାନ୍ତ, ଏଥର ୬ଦିନ ପଞ୍ଚକ

ପୁରୀ ଅଫିସ,୨୫।୧୦: ଶ୍ରୀମନ୍ଦିରରେ ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡାନ୍ତ କରାଯାଇଛି। ଶନିବାର ନୀତି ସବ କମିଟି ବୈଠକ ବସି କାର୍ତ୍ତିକ ମାସ ନୀତି ଚୂଡାନ୍ତ…

ଶ୍ରୀକ୍ଷେତ୍ରରେ ପ୍ରକଳ୍ପ ଅନୁଧ୍ୟାନ କଲେ ୫-ଟି ସଚିବ

ପୁରୀ ଅଫିସ,୨୫।୧୦: ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ସୁବିଧା। ରାଜ୍ୟ ସରକାରଙ୍କ ସ୍ବପ୍ନର ପୁରୀକୁ ବାସ୍ତବତାର ରୂପ ଦେବା ଲାଗି ପ୍ରସ୍ତୁତ ହୋଇଛି ଦୀର୍ଘମିଆଦି ରୋଡ୍‌ ମ୍ୟାପ। ଏହି କ୍ରମରେ ଶନିବାର…

ଶ୍ରୀମନ୍ଦିର ସମ୍ମୁଖରେ ହେବନି ବଡ଼ବଡ଼ୁଆ ଡାକ

ପୁରୀ ଅଫିସ,୨୫।୧୦: ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ୁଆ ଡାକିଥାନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଆସିଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସିଂହଦ୍ୱାର ସମ୍ମୁଖରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ। ହେଲେ ଏଥର…

‘ସାମ୍ୟବାଦ୍‌ ଆନ୍ଦୋଳନର ଜନକ ଥିଲେ ଭଗବତୀ’

କଟକ ଅଫିସ, ୨୪ା୧୦: ମାକର୍‌ସବାଦୀ ଚିନ୍ତାଧାରାର ଆଦ୍ୟ ପ୍ରବର୍ତ୍ତକ ତଥା ମୁକ୍ତି ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୭ତମ ସ୍ମୃତି ସମାରୋହ କଟକ ବାଲୁବଜାରସ୍ଥିତ ଓଷ୍ଟା ସମ୍ମିଳନୀ କକ୍ଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଟକ ନଗର କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।…

ଦିଆସିଲ କାଠିରେ କଳାଠାକୁର

ପୁରୀ ଅଫିସ,୨୪ା୧୦: ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। କାରଣ ଆଗ୍ରହ ହିଁ ସଫଳତାର ନିକଟତର କରାଏ। ଜଣେ ଯୁବଶିଳ୍ପୀ ଏଭଳି ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଦିଆସିଲ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସା ସାଉଣ୍ଟିଛନ୍ତି। ସେ ହେଲେ…

ପୁରୀ ହେବ ସ୍ବଚ୍ଛ ଐତିହ୍ୟ ଧାମ

ପୁରୀ ଅଫିସ,୨୩ା୧୦: ଚାରିଧାମ ମଧ୍ୟରୁ ଅନ୍ୟତମ ହେଉଛି ପୁରୀ। ତେଣୁ ପୁରୀକୁ ସ୍ବଚ୍ଛ ଐତିହ୍ୟ ଧାମ ଭାବେ ଗଢି ତୋଳିବାକୁ ଜିଲା ପ୍ରଶାସନ ପକ୍ଷରୁ ‘ମୋ ଧାମ, ମୋ ଗର୍ବ ଅଭିଯାନ’ ଆରମ୍ଭ ହୋଇଛି। ଏହାର ରୂପରେଖ କ’ଣ ରହିବ ଓ…

ଶ୍ରୀମନ୍ଦିରର ୮ ଦ୍ୱାର ହେବ ରୁପା ଛାଉଣି

ପୁରୀ ଅଫିସ,୨୩ା୧୦: ଶ୍ରୀମନ୍ଦିରର ୩ଟି ଦ୍ୱାର (ଜୟ ବିଜୟ, କଳାହାଟ ଓ ବେହେରଣ) ରୁପା ଛାଉଣି ହେବ। ଜଣେ ଭକ୍ତ ଏଥିପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଏ ନେଇ ଶ୍ରୀମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?