ଆମ ଜିଲା ଖବର

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ,ଧରିଲା ପୋଲିସ

ବାଲିଗୁଡ଼ା: ୧୭/୪:(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡା ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୪୧ କେଜି ୧୦୦ ଗ୍ରାମ ଓଜନର ବେଆଇନ ଗଞ୍ଜେଇ ସହ ଗୋଟିଏ...

ଗଞ୍ଜାମ ଜିଲାପରିଷଦ, ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଛତ୍ରପୁର,୧୭।୪(ଡି.ଏନ୍‌.ଏ.): ଦେଶରେ ଶ୍ରେଷ୍ଠ ଜିଲାପରିଷଦ ଭାବେ ଗଞ୍ଜାମ ଜିଲାପରିଷଦ ଏବଂ ଶ୍ରେଷ୍ଠ ବ୍ଲକ ଭାବେ ହିଞ୍ଜିଳ ବ୍ଲକକୁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ସମ୍ମାନ ମିଳିଛି। ସୋମବାର ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ...

କେନ୍ଦୁପତ୍ର କ୍ରୟ ମାମଲା: ଏକାଠି ହେଲେ ତୋଳାଳି, କର୍ମଚାରୀ

କୋକସରା,୧୭।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ବନାଞ୍ଚଳ ବିଜମରା କେନ୍ଦୁପତ୍ର ଫରେଷ୍ଟ ସେକ୍ସନରେ ରହିଥିବା ୧୪ଟି କେନ୍ଦୁପତ୍ର ଫଡ଼ି ବିରିମୁହାଣ, ଆମପାଣି, ରଏନଗୁଡା ବିଜମରା, ଧୋବେନଚଞ୍ଚରା, ଘଣ୍ଟିଗୁଡା, କୁଳେରଗୁଡା, ଗୋତୋମୁଣ୍ଡା, ପିପଲଝାପର, ଭାଲୁଚୁଆଁ, କନକପୁର,ପାଇକପଡା, ଜୟନ୍ତପୁର ଓ କନ୍ଦାଗଡ...

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବସ୍‌

କଟକ ଅଫିସ,୧୭।୪: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଲିଙ୍କରୋଡ଼ ଠାରେ। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଛନ୍ତି। ଏଥିରେ କେହି ମୃତାହତ ହୋଇ ନ...

ବିଜୁବାବୁଙ୍କ ତିରୋଧାନ ଦିବସ

ସୋରଡ଼ା,୧୭ା୪(ଡି.ଏନ୍‌.ଏ.): ବିଜୁବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ବିଜୁ ଜନତା ଦଳ ତରଫରୁ ପାଳିତ ହୋଇଯାଇଛି। ସକାଳୁ ବିଜୁ ପ୍ରେମୀମାନେ ଦଳୀୟ କାର୍ଯ୍ୟାଳୟରେ ଏକ ସଭା କରିଥିଲେ।ସେଠାରୁ ଶୋଭାଯାତ୍ରାରେ ବାହାରି ଗଣିଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସରକାରୀ ମେଡିକାଲରେ...

ଫ୍ଲାଏଓଭର ବ୍ରିଜ୍‌ କାମ ନିମ୍ନମାନର

ବଇଣ୍ଡା,୧୭।୪(ଡି.ଏନ.ଏ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ନିର୍ମାଣାଧୀନ ୫୫ନଂ. ଜାତୀୟ ରାଜପଥ ଫ୍ଲାଏଓଭର କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ସଞ୍ଜୀବ କୁମାର ପ୍ରଧାନ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିଯୋଗପତ୍ରରେ...

ଚାଉଳକୁ ନେଇ ଦ୍ୱନ୍ଦ୍ୱରେ ହିତାଧିକାରୀ

ଢେଙ୍କାନାଳ ଅଫିସ୍‌, ୧୭।୪: ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ଚାଉଳକୁ ନେଇ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ହିତାଧିକାରୀଙ୍କୁ ଯୋଗାଣ ହେଉଥିବା ଚାଉଳରେ ଧଳା ଧଳା ଦାନା ମିଶିଛି। ତେଣୁ ଅନେକେ ଭୟରେ ଏହାକୁ...

ଗାଉଛନ୍ତି ୮ ଭାଷାରେ ଗୀତ

ଢେଙ୍କାନାଳ ଅଫିସ, ୧୭।୪: ନିଜର ଅସାଧାରଣ ପ୍ରତିଭା ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଢେଙ୍କାନାଳର ସାଇସମ୍ପନ୍ନା। ସ୍ଥାନୀୟ ମଣ୍ଟଫର୍ଟ ସ୍କୁଲ ଏଲ୍‌କେଜିରେ ପଢୁଥିବା ଏହି କୁନିଝିଅ ନିଜର ବିଚକ୍ଷଣ ବୁଦ୍ଧି, ସଙ୍ଗୀତ ଗାନ କୌଶଳ ପାଇଁ ଚର୍ଚ୍ଚା ସାଉଁଟୁଛନ୍ତି। ବୟସ...

୧୬ ମାସରେ ସରିବ ପୁରୀ ରେଳଷ୍ଟେଶନ କାମ

ପୁରୀ ଅଫିସ, ୧୭ା୪: କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଶ ରବିବାର ପୁରୀ ଗସ୍ତରେ ଆସି ରେଳଷ୍ଟେଶନ ନିରୀକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀ ରେଳଷ୍ଟେଶନରେ ଶ୍ରୀମନ୍ଦିର ଛାପ ରହିବ ବୋଲି...

ରେଲ୍‌ଓ୍ବେ ପକ୍ଷରୁ ଓଭରବ୍ରିଜ କାମ ଶେଷ ପର୍ଯ୍ୟାୟରେ

ଜଟଣୀ,୧୭ା୪(ଡି.ଏନ୍‌.ଏ.): ଜଟଣୀ ସୀତାରାମ ଛକସ୍ଥିତ ଆନ୍ଧ୍ର ବ୍ୟାଙ୍କଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ଓଭରବ୍ରିଜ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ବେଳେ ରେଳ ପ୍ରଶାସନ ପକ୍ଷରୁ ରେଲ୍‌ଓ୍ବେ ଅଂଶର ଓଭରବ୍ରିଜ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ରେଲ୍‌ଓ୍ବେ ପ୍ରଶାସନ ଯୁଦ୍ଧକାଳୀନ...

୫ବର୍ଷ ହେଲା ଚୁଆ ପାଣି ଉପରେ ଭରସା

ଖୋର୍ଦ୍ଧା ଅଫିସ,୧୭ା୪: ଗ୍ରାମାଞ୍ଚଳରେ ଟ୍ୟାପ୍‌ ଖୋଲିଲେ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟଜଳ। ଏଥିଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ତେବେ ସରକାରଙ୍କ ଏହି ନାରା ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକରେ ପ୍ରହସନ...

ଖରାରେ ବାଦୁଡ଼ି ଛଟପଟ

ବାଙ୍କୀ,୧୭ା୪(ସ୍ବ.ପ୍ର.): ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱରସ୍ଥିତ ପ୍ରଭୁ ସିଂହନାଥ ଦେବଙ୍କ ପୀଠ ପରିସରରେ ଥିବା ବିଭିନ୍ନ ଗଛ ଯଥା ଦେବଦାରୁ, ଜାମୁ ଓ ଅନ୍ୟାନ୍ୟ ଗଛରେ ବହୁ ପରିମାଣରେ ବାଦୁଡି ଦୀର୍ଘଦିନ ହେବ ରହିଆସୁଛନ୍ତି । ଚଳିତ ବର୍ଷ ପ୍ରଚଣ୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri