ଆମ ଜିଲା ଖବର

ଛୁଟିରେ ରହିବେନି ନିୟୋଜିତ କର୍ମଚାରୀ

ଛତ୍ରପୁର,୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବ । ସର୍ଭେ କାର୍ଯ୍ୟ ଯେପରି ସଠିକ ହେବ ସେଥି ନିମନ୍ତେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଓସ୍ବାନ...

୨ସନ୍ତାନ ସହ ମା’ଙ୍କ ମିଳୁନି ପତ୍ତା: ଥାନାରେ ଏତଲା

ଲହୁଣୀପଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ବରସୁଆଁ ବସଷ୍ଟାଣ୍ଡ ନିକଟରେ ରହୁଥିବା ଜଣେ ମହିଳା ୨ ସନ୍ତାନ ସହ ନିଖୋଜ ହୋଇଯାଇଛନ୍ତି। ନିଜ ସ୍ବାମୀକୁ ନ ଜଣାଇ ପୁଅ ଝିଅଙ୍କୁ ସାଙ୍ଗରେ ନେଇ କୁଆଡ଼େ ଚାଲି...

ସଫଳ ମହିଳା ଉଦ୍ୟୋଗୀ ରେଖା

ସୁନ୍ଦରଗଡ,୧ା୫(ଡି.ଏନ.ଏ.): ନିଜର ପ୍ରବଳ ଇଚ୍ଛାଶକ୍ତି, ନିରନ୍ତର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ ଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି ଜଣେ ମହିଳା। ସେ ହେଉଛନ୍ତି ଝୁରିମାଲ ଗ୍ରାମର ରେଖା ନାଏକ। ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକର ଏକ ରାଜସ୍ବ ଗ୍ରାମ ହେଉଛି...

ବ୍ଲାଷ୍ଟିଂ ଅନୁମତି ନାହିଁ, ବଢୁଛି ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୧ା୫: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚାଲାଣ ବଢିବାରେ ଲାଗିଛି। ପ୍ରଶାସନ ପକ୍ଷରୁ କେତେକ ପଥର ଖଣିକୁ ବ୍ଲାଷ୍ଟିଂ ଅନୁମତି ମିଳିନାହିଁ। ଏହାସତ୍ତ୍ୱେ କିପରି ବ୍ଲାଷ୍ଟିଂ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ...

ଜବରଦଖଲରେ ଗୋଚର ଜମି

କଟକ ସଦର,୧ା୫(ଡି.ଏନ୍‌.ଏ.): କିଶନନଗର ତହସିଲ ଅନ୍ତର୍ଗତ କେଶନଗର ମୌଜାରେ ଷ୍ଟାଡିୟମ ନିର୍ମାଣ ପାଇଁ କଟକ ଜିଲାପାଳ ୨୫ ଡିସିମିଲ ଜାଗା ଲିଜ୍‌ ଆକାରରେ ପ୍ରଦାନ କରିଛନ୍ତି। ମାତ୍ର ଏହି ଜାଗା ପାର୍ଶ୍ୱରେ ଥିବା ୨ ଏକରରୁ ଊର୍ଦ୍ଧ୍ୱ ଜମିକୁ ଖେଳିବା...

ବ୍ୟାସନଗର ତହସିଲରେ ପୌର ପରିଷଦର ଗାଡ଼ି ପାର୍କିଂ

ଯାଜପୁର ରୋଡ୍‌,୧ା୫(ଡି.ଏନ.ଏ.): ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସର ପାଲଟିଛି ପୌର ପରିଷଦର ଗାଡ଼ି ପାର୍କିଂ ସ୍ଥଳ। ଦୀର୍ଘଦିନ ଧରି ବେଆଇନ ଭାବେ ପୌର ପରିଷଦର ବିଭିନ୍ନ ଯାନବାହନ ତହସିଲ କାର୍ଯ୍ୟାଳୟ ପରିସରରେ ପାର୍କିଂ କରାଯାଉଛି। ଫଳରେ ତହସିଲ କାର୍ଯ୍ୟାଳୟକୁ ଆସୁଥିବା...

ଅନିଶ୍ଚିତତା ମଧ୍ୟରେ ଅଣସଂଗଠିତ ଶ୍ରମିକଙ୍କ ଭାଗ୍ୟ

ପାରାଦୀପ,୧।୫(ସ୍ବ.ପ୍ର.): ଭାରତ ସମେତ ସମଗ୍ର ବିଶ୍ୱରେ ସୋମବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହେବ। ଏହିକ୍ରମରେ ଓଡ଼ିଶାର ପ୍ରମୁଖ ବନ୍ଦରଭିତ୍ତିକ ପାରାଦୀପ ଶିଳ୍ପାଞ୍ଚଳରେ ମଧ୍ୟ ଏକାଧିକ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଚାଲିଛି।...

ମେଡିକାଲରେ ମୃତ ଘୋଷିତ ଶିଶୁ ଘରେ ଜିଇଉଠିଲା

ଢେଙ୍କାନାଳ ଅଫିସ,୧।୫: ଡାକ୍ତରଖାନାରେ ମୃତ ଘୋଷିତ ନବଜାତକ ଘରେ ଜିଇଉଠିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପୌରାଞ୍ଚଳରେ। ବଞ୍ଚତ୍ଥିବା ଶିଶୁକୁ ମୃତ ଘୋଷଣା କରିବା ଡାକ୍ତରଙ୍କ ଚରମ ଅବହେଳା ବୋଲି ପରିବାର ଲୋକେ କହୁଥିବା ବେଳେ ଅଭିଯୋଗକୁ...

ରବିଧାନ ସଂଗ୍ରହ ଠିକ୍‌ ଭାବେ କର

ବରଗଡ଼ ଅଫିସ୍‌,୧।୫: ବରଗଡ଼ ଜିଲାରେ ଆସନ୍ତା ମେ’ ୬ରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ମଣ୍ଡିଗୁଡ଼ିକରୁ ପ୍ରଥମେ ଏହା ଚାଲିବ। ତେବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା...

ଚିକିତ୍ସାରେ ଅବହେଳାରୁ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୟାଗଡ଼ ବ୍ଳକ ଜୟପୁର ଗାଁର ମଞ୍ଜୁ ମହାରଣା(୬୦) ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ରବିବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁ ଏପରି ଘଟିଲା...

ବିକାଶ ପ୍ରକଳ୍ପରେ ମଣିଖମ୍ବ, ଶୌଚାଳୟ ନିର୍ମାଣ ଦାବି

ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଇତିମଧ୍ୟରେ ଠାକୁରଙ୍କ ଚନ୍ଦନ ପୋଖରୀର ପୁନରୁଦ୍ଧାର ଚାଲିଛି। ତେବେ ପୁଷ୍କରିଣୀର ମଧ୍ୟ ଭାଗରେ ଥିବା ଏକ ଅନ୍ନ ଖମ୍ବ(ମଣିଖମ୍ବ) ଦୀର୍ଘବର୍ଷ...

୫ଶହ ବର୍ଷର ପରମ୍ପରା ମୁଣ୍ଡ ରାମଲୀଳା

ଶରଣକୁଳ,୧ା୫(ଡି.ଏନ.ଏ.): ନୟାଗଡ଼ ଜିଲା ତା’ର ଅନନ୍ୟ ଲୋକକଳା ପାଇଁ ବିଖ୍ୟାତ। ନୟାଗଡ଼ର ଢ଼େଣୁକୋଇଲା, ବାଉଁଶରାଣୀ ଖେଳ, ଢ଼ୁମ୍ପା, ଦଣ୍ଡନୃତ୍ୟ, ମୁଣ୍ଡପୋତା କେଳା ଅଭିନୟ, ଯୋଗୀ କେନ୍ଦେରା ଗୀତ, କଣ୍ଢେଇ ନାଚ, ଏକକ ନୃତ୍ୟାଭିନୟ, ଦାସକାଠିଆ ଓ ଘୁଡ଼ୁକୀ ନୃତ୍ୟ ସାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri