ଆମ ଜିଲା ଖବର

ସ୍ବାଧୀନତାର ୭୬ବର୍ଷ ପରେ ଗୁହାରି ଶୁଣିଲେ ସରକାର,ଖଡ଼ଗ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଦାରିଙ୍ଗବାଡି,୧୨।୫(ଡି.ଏନ.ଏ): ଦିଲୋରୀ ଓ ବୁଡାଗୁଡା ପଞ୍ଚାୟତର ଖଡଗ ନଦୀରେ ପୋଲ ନିର୍ମାଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି। ଏଥିପାଇଁ ବିଜୁ ସେତୁ ଯୋଜନାରେ ୫କୋଟି ୪୮ ଟଙ୍କା ଅନୁଦାନ ଆସିଛି। ଏହି ପୋଲ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ...

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ

ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସ୍ବାତି ସୁଚରିତା ପାତ୍ର ଘରବାରି ପଟ୍ଟା କରିଦେବା ଲାଗି ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଉକ୍ତ ଲାଞ୍ଚ ଟଙ୍କା ସହ ବିଭିନ୍ନ କାଗଜ...

୪୮ ହଜାର ଟଙ୍କା ଲାଞ୍ଚ ନେଇ ଜୁନିଅର ଷ୍ଟେନୋ ଗିରଫ

ନୟାଗଡ଼ ଅଫିସ, ୧୨।୫: ଭିଜିଲାନ୍ସ ଜାଲରେ ନୟାଗଡ଼ ଟ୍ରେଜେରୀ ଅଫିସର ଜୁନିଅର ଷ୍ଟେନୋ ଦୁର୍ଗା ପ୍ରସାଦ ମହାପାତ୍ର। ଜାତୀୟ ପେନସନ ସ୍କିମର ପ୍ରାନ ଆଇଡି ଖୋଲିବା ପାଇଁ ରଣପୁର ବ୍ଲକ ପି. ମାନପୁର ହାଇସ୍କୁଲ ଶିକ୍ଷକଙ୍କଠାରୁ ୪୮ ହଜାର ଟଙ୍କା...

ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ ୩ ବର୍ଷ ଜେଲ

ଅନୁଗୋଳ,୧୨।୫: ଅନୁଗୋଳ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଜିଲାପାଳ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପଙ୍କଜିନୀ ବିଶ୍ୱାଳ । ପଙ୍କଜିନୀ ୨୦୧୭ରେ ଅନୁଗୋଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେଶନ କରିବା ପାଇଁ ଟଙ୍କା ଲାଞ୍ଚ ନେବା...

ବିଦ୍ୟୁତ୍‌ କରେଣ୍ଟ ଲାଗି ଚାଲିଗଲା ଭଉଣୀ ଭାଇଙ୍କ ଜୀବନ

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.):୧୨।୫: ବିଦ୍ୟୁତ୍‌ କରେଣ୍ଟ ଲାଗି ଶୁକ୍ରବାର ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଧାନ ଶିକ୍ଷୟିତ୍ରୀ ନିତୁ ମାରାଣ୍ଡି(୩୨) ଏବଂ ସମ୍ପର୍କୀୟ ଭାଇ ରେଲଓ୍ବେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟରତ ଶ୍ୟାମସୁନ୍ଦର ମାରାଣ୍ଡି।...

‘ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ’

ପୁରୀ ଅଫିସ, ୧୨ା୫: ସନାତନ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅନ୍ୟତମ ତଥା ପ୍ରମୁଖ ଧାମ ଭାବେ ବିବେଚନା କରାଯାଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କୁ ଦର୍ଶନ କରିବା ନିମନ୍ତେ ଦେଶ ବିଦେଶରୁ ବହୁ ଭକ୍ତ ପୁରୀକୁ ଆସିଥାନ୍ତି। ଶ୍ରୀମନ୍ଦିରରେ...

ଏନ୍‌ଓସି ବିନା ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା ଅଫିସ,୧୨।୫: ରାଉରକେଲା ଶିକ୍ଷା ଜିଲାରେ ବେସରକାରୀ ସ୍କୁଲ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଉକ୍ତ ସ୍କୁଲ ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଧାରିତ ୫୧ଟି ମାନଦଣ୍ଡ ରହିଛି। ତେବେ ଏହି ମାନଦଣ୍ଡ ଅଭାବରୁ ଅନେକ ସ୍କୁଲକୁ ଗତ ଦୁଇବର୍ଷ...

୫ ବର୍ଷ ହେଲା ଶେଷ ହେଉନି ପୋଲ କାମ

କେସିଙ୍ଗା, ୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ ମଶାଣିବନ୍ଧ ଓ ଭମରମାଲ ସଂଯୋଗ କରୁଥିବା ଦେହେରେନ୍‌ ଯୋର ଆଜକୁ ୫ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଏ ନେଇ ଅଞ୍ଚଳବାସୀ ବହୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

ସହାୟତା ଅପେକ୍ଷାରେ ରିୟାନ୍‌ସି

ଖଡ଼ିଆଳ, ୧୨।୫(ଡି.ଏନ୍‌.ଏ.): କଡ୍‌ନୀ ରୋଗରେ ପୀଡ଼ିତ ହୋଇ ୨୦୨୦ରେ ସ୍ବାମୀ ଜିତେନ୍ଦ୍ର ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ବିୟୋଗକୁ ଭୁଲିବାକୁ ଚେଷ୍ଟା କରୁଥିବା ବେଳେ ଝିଅ ରିୟାନଂସି ଏବେ ସିକଲିନ ରୋଗରେ ପୀଡ଼ିତ। ଆୟର କୌଣସି ପନ୍ଥା ନାହିଁ। ଯାହା ଥିଲା...

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳିକା

ଚିତ୍ରକୋଣ୍ଡା,୧୨।୫: ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୋଣ୍ଡା ଅପରେଟର କଲୋନୀର ପଦ୍ମିନୀ କାନ୍ଦୁଲିଆ(୧୫)। ମିଳିଥିବା ସୂଚନା ମୁତାବକ, ପରିବାର ଲୋକଙ୍କ ସହ ପଦ୍ମିନୀ ଆଈ ଘର ଚିତ୍ରକୋଣ୍ଡାସ୍ଥିତ ଦୋରାଘାଟକୁ...

କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୧୨ା୫(ସ୍ବ.ପ୍ର.): ଡ୍ୟୁଟି କରିବାକୁ ଆସି ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲା ନିଶ୍ଚିନ୍ତକୋଇଲିର ଜିଗ୍ନିପୁର ଠାରେ। କଟକ ପୋଲିସ ହେଡ କ୍ବାର୍ଟର୍ସରେ କନଷ୍ଟେବଳ ଭାବେ ଶ୍ରୀନିବାସ...

ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ପାଟବସ୍ତ୍ର ପ୍ରସ୍ତୁତି

ଖୋର୍ଦ୍ଧା ଅଫିସ,୧୨ା୫: ଜୁନ୍‌ ୨୦ରେ ଘୋଷଯାତ୍ରା। ଏଥିଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ଚାଲିଛି ରଥ ନିର୍ମାଣ। ଏପଟେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାର ବୁଣାକାର ପରିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ପାଟବସ୍ତ୍ର ଓ ସୂତାଲୁଗା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri