ଆମ ଜିଲା ଖବର

ରାସ୍ତାରେ ଓଲଟି ପଡ଼ିଲା ଟ୍ୟାଙ୍କର, ଗାଡ଼ି ଭିତରୁ…

ଆନନ୍ଦପୁର,୨୩ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ୨୦ ନମ୍ବର ରାଜପଥ କୋଳିମାଟି ନିକଟରେ ଶୁକ୍ରବାର ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କେନ୍ଦୁଝରରୁ ବାଲେଶ୍ୱର ଯାଉଥିବା ଏହି ଟ୍ୟାଙ୍କରଟି କୋଳିମାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାବେଳେ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ…

ଘାଟି ଜଙ୍ଗଲରେ ଧରାପଡିଲେ ଗଞ୍ଜେଇ ମାଫିଆ: ଶହେ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୨୩।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ପାଟ୍ରୋଲିଂ ସମୟରେ ମିଳିଛି ବଡ଼ ସଫଳତା। ଗୋଟିଏ କୁଇଣ୍ଟାଲ ଗଞ୍ଜେଇ ଭର୍ତ୍ତି ବସ୍ତା ସହ ଅଟୋକୁ ଜବତ କରିଛି ଦାରିଙ୍ଗବାଡି ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣକୁ ପୋଲିସ ଗିରଫ କରିଛି।…

ଏହି କାରଣ ପାଇଁ ଦଳରୁ ବିଦା ହେଲେ ଏନ୍‌ଏସି ଉପାଧ୍ୟକ୍ଷ

ପାଟଣାଗଡ଼,୨୩ା୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ପତ୍ରସଂଖ୍ୟା ୩୦/୧/ଏସ୍‌ବି/ବିଜେଡି/୨୦୨୬ରେ ତାଙ୍କୁ ଦଳର ଉପସଭାପତି ପ୍ରତାପ ଜେନା ବହିଷ୍କୃତ କରିଛନ୍ତି। ପ୍ରକାଶ ଯେ,…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ ଜାଲରେ ଛନ୍ଦି ହୋଇଗଲା ହାତୀ ଛୁଆ । ପାଣିରେ ଫସି ରହିଥିବା ବେଳେ…

ସ୍ବାମୀଙ୍କୁ ଫେରାଇ ଆଣିବାକୁ ଜିଲାପାଳ, ଏସ୍‌ପିଙ୍କୁ ଗୁହାରି କଲେ ସ୍ତ୍ରୀ

ନିରାକାରପୁର,୨୩ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ତିନିମାସ ବିତିଲା ହେଲେ ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି। ହେଲେ ସ୍ବାମୀ ଅଦ୍ୟାବଧି ଘରକୁ ଫେରି ନାହାନ୍ତି। ତେଣୁ ନିରୁପାୟ ହୋଇ ସ୍ତ୍ରୀ ଖୋର୍ଦ୍ଧା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି…

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ମାଲ ଅନଲୋଡ କରାଯାଉଥିବା ଅଘଟଣ

ବାଲିଆପାଳ,୨୩।୧(ଅମୁଲ୍ୟ ଦାସ): ମାଲବାହୀ ଟ୍ରେନ ଲାଇନଚ୍ୟୁତ। ବାଲେଶ୍ବର ଜିଲା ଦକ୍ଷିଣ ପୂର୍ବ ରେଳପଥର ରୁପସା ରେଳ ଷ୍ଟେଶନର ଚତୁର୍ଥ ଲାଇନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ। ଷ୍ଟେଶନରେ ମାଲ ଅନଲୋଡ କରାଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଖବରପାଇ ଘଟଣାସ୍ଥଳରେ ରେଳ…

କାନ୍ଥ ଭାଙ୍ଗି ନିୟମିତ ଏହି କାର୍ଯ୍ୟ କରିବାକୁ ଛାତ୍ରାବାସରୁ ଚାଲି ଯାଉଥିଲେ ଛାତ୍ର, ପ୍ରଧାନଶିକ୍ଷକ ନେଲେ ଏମିତି କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ସବୁ ମା-ବାପା ଚାହାନ୍ତି ତାଙ୍କ ପିଲାମାନେ ଉଚ୍ଚ ଶିକ୍ଷିତ ହୁଅନ୍ତୁ, ଭଲ ପାଠ ପଢନ୍ତୁ। ଏଥିପାଇଁ ଯେତେ ବାଧାବିଘ୍ନ ଆସିଲେ ବି ମା’ ବାପା ପିଲାଙ୍କ ପାଇଁ ସବୁକିଛି କରନ୍ତି। ଆଉ ପିଲାଙ୍କ ଉଚ୍ଚଶିକ୍ଷା ନେଇ ଅନେକ ସ୍ବପ୍ନ…

ବାଘଛାଲ ବିକ୍ରି କରୁଥିବା ବେଳେ ରେଡ୍‌ କଲା ବନବିଭାଗ, ୩…

ନବରଙ୍ଗପୁର,୨୩।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ କଲରାପତରିଆ ବାଘ ଛାଲର ଡିଲ ଚାଲିଥିଲା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । କଲରାପତରିଆ ବାଘ ଛାଲ…

ମା’ ଦୁଆରଶୁଣୀ ପାଣିପଞ୍ଚାୟତକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡି,୨୩ା୧(ଅଶେଷ ନାଥ ମିଶ୍ର): ରାଜ୍ୟସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ୨୦୨୬ ଅବସରରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳସେଚନ ବିଭାଗର ୨୧ ନଂ. ପାଣି ପଞ୍ଚାୟତ ମା’…

ସିଙ୍ଗାରି ଘାଟି ରାସ୍ତା ମରଣଯନ୍ତା: ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ

ଥୁଆମୂଳ ରାମପୁର,୨୩ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଜୀବନରେଖା କୁହାଯାଉଥିବା ସିଙ୍ଗାରି ଘାଟି ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କଲମପୁର ଛକଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ମରଣଯନ୍ତା ପାଲଟିଥିବାରୁ…

ସର୍ତ୍ତାବଳୀ ସହ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ସରକାର ଆମକୁ ଭୁଆଁ…

ଗୁଣପୁର, ୨୩ା୧(ସଂକେତ ପାତ୍ର ) : ଗତବର୍ଷ ଜାନୁଆରୀ ମାସ ୧୫ତାରିଖରେ ନିର୍ବାଚନ ପ୍ରଶାର ଓ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି ମଧୁବାବୁ ଭତ୍ତା ଟଙ୍କା ୧୦୦୦ ରୁ ୩୫୦୦ ଟଙ୍କାକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ନିର୍ବାଚନ…

ରେଙ୍ଗାଲି ନଦୀବନ୍ଧ ବାସଚ୍ୟୁତ ପରିବାରଙ୍କ ସମସ୍ୟା ସମାଧାନ ନେଇ ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା

ଦେବଗଡ଼,୨୩ା୧(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ବନ୍ଧ ସୁରକ୍ଷା ସମିତି ଦେବଗଡ଼ ପାଲଲହଡ଼ା କମିଟିର ଦେବଗଡ଼ ଜୋନ୍‌ ପାଇଁ ନୂତନ କାର୍ଯ୍ୟକାରୀ ସଭାପତି ଦେବଗଡ଼ ସହରର ଯୁବନେତା ଦୟାଶଙ୍କର ଦ୍ୱିବେଦୀ ଓ କମିଟିର ସମ୍ପାଦକ ତଥା ଆଇନଜୀବୀ ଚୌଧୁରୀ ବେହେରା ଦେବଗଡ଼ ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?