ଆମ ଜିଲା ଖବର

ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୧୮ା୪: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ନେଇ ଆଗତ ମାମଲାକୁ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ୩ଟି ଧାର୍ଯ୍ୟ ତାରିଖରେ ମାମଲାର ଶୁଣାଣିବେଳେ ଆବେଦନକାରୀ ଅନୁପସ୍ଥିତ ଥିବାରୁ ବିଚାରପତି ଦେବବ୍ରତ ଦାଶଙ୍କ ଖଣ୍ଡପୀଠ...

ଋଷିକୁଲ୍ୟା ମୁହାଣରେ ଛୁଆ ଅଲିଭ୍‌ ରିଡ୍‌ଲେଙ୍କ ଆଗମନ

ନୂଆ ଠିକଣା ପାଇଲେ ଲକ୍ଷାଧିକ କଇଁଛ ଗଞ୍ଜାମ,୧୮।୪(ଡି.ଏନ.ଏ.) ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ସମ୍ପ୍ରତି ଲକ୍ଷ ଲକ୍ଷ ସଂଖ୍ୟାରେ ବେବି ଅଲିଭ ରିଡଲେ ନୂଆଁ ଠିକଣା ପାଇବା ଲକ୍ଷ୍ୟ କରାଯାଇଛି। ଗତ ୧୫ ତାରିଖରୁ ଉକ୍ତ ପ୍ରକ୍ରିୟା ଜାରି ରହିଛି।...

ଫିରିଙ୍ଗିଆ ପୋଲିସ ନାଁରେ ଅତ୍ୟାଚାର ଅଭିଯୋଗ

ଫୁଲବାଣୀ ଅଫିସ,୧୮।୪: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ ହୋଇଛି ା ପାଙ୍ଗାଉପରସାହି ପଞ୍ଚାୟତବାସୀ ସୋମବାର ଏସ୍‌ପିଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି ା ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଲୋକେ ଏକତ୍ରିତ...

ସ୍କୁଲରେ ତାଲା ପକାଇ ଧାରଣାରେ ଛାତ୍ରୀଛାତ୍ର

ତିହିଡି,୧୮।୪ (ଡି.ଏନ.ଏ.) ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର ଜଳେଶ୍ୱର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ହେଉ ନ ଥିବାରୁ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ତାଲା ପକାଇ ଧାରଣା ଦେଇଥିଲେ। ସେମାନେ...

୨୯ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି

ଯୋଡା,୧୮।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ଡ୍ୟାମ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବନ୍ଧରେ ଜଳ ସଂରକ୍ଷଣ ପାଇଁ ବୈତରଣୀ ନଦୀର ଜଳ ପ୍ରବାହକୁ ବନ୍ଧ ବାନ୍ଧି ଦିଆଯାଇଛି। ପ୍ରକଳ୍ପ...

ଜଳଲାଗି କଲେ ୫ଶହ ଗୋପାଳ

ବୈଶାଖର ପ୍ରଥମ ସୋମବାର ଆରଡି,୧୮।୪ (ଡି.ଏନ.ଏ.) ବୈଶାଖ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ୫ଶହରୁ ଅଧିକ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରେ ବିଧି...

ଜଙ୍ଗଲରେ ଜଳ ସଙ୍କଟ, ବିପଦରେ ବନ୍ୟପ୍ରାଣୀ

ସରୁନି ଜଳାଶୟ କାମ କେନ୍ଦୁଝର,୧୮।୪(ସ୍ବ.ପ୍ର.) ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା ପାଇଁ ବନ ବିଭାଗ ପକ୍ଷରୁ ଜଳାଶୟ ଖନନ କରାଯାଉଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ଠିକ୍‌ ସମୟରେ ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ...

ସାଇକେଲରେ ବୁହା ହେଉଛି ଅଳିଆ

କେନ୍ଦୁଝର ପୌରପାଳିକା କେନ୍ଦୁଝର,୧୮।୪(ସ୍ବ.ପ୍ର.)କେନ୍ଦୁଝର ଜିଲା ମୁଖ୍ୟାଳୟ ତଥା ପୌରପାଳିକାରେ ସାଇକେଲରେ ବୁହା ହେଉଛି ଅଳିଆ। ମଇଳା ଆବର୍ଜନା ସଫେଇ ପାଇଁ ଠିକ ସଂସ୍ଥା ଜରିଆରେ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସଫେଇ କର୍ମଚାରୀମାନଙ୍କୁ ଟ୍ରଲି ଗାଡ଼ି ଦିଆଯାଉନାହିଁ।...

ନଗଦ ଟଙ୍କା ଅଭାବ, ଲୋକେ ହଇରାଣ

ସମ୍ବଲପୁର,୧୮ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଘଟଣାକୁ ନେଇ ଜିଲାରେ ୫ଦିନ ହେଲା ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଏହାସହ କର୍ଫ୍ୟୁ ମଧ୍ୟ ଲଗାଯାଇଛି। ଏଥିଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିିଛି। ବିଶେଷ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ରାଇରଙ୍ଗପୁର,୧୭ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ କଇଁପୁର ଗ୍ରାମର ଜଣେ ମହିଳାଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସାଉନା ମୁର୍ମୁଙ୍କ ସ୍ତ୍ରୀ ଥୁଲି(୩୦)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ ଥାନାରେ ଏକ...

କଳା ପଲସର୍‌ ଆତଙ୍କ : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

ରୂପ୍‌ସା,୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ କଳା ପଲସର୍‌ ଆତଙ୍କ ଦେଖିବାକୁ ମିଳିଛି। ଥାନା ପାଖ ବସ୍‌ଷ୍ଟାଣ୍ଡ ନିକଟରୁ ଜଣେ ମହିଳାଙ୍କ ବେକରୁ ଏକ ସୁନା ହାର ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ହାରର ମୂଲ୍ୟ...

ଅସନବଣି ସଂରକ୍ଷିତ ଜଙ୍ଗଲରୁ ଗଳିତ ହାତୀଛୁଆ ମୃତଦେହ ଜବତକଲା ବନ ବିଭାଗ

ମୋରଡ଼ା/ବେତନଟୀ,୧୭ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳର ଅସନବଣି ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଗଳିତ ମୃତଦେହ ବନ ବିଭାଗ ଜବତ କରିଛି। ଉକ୍ତ ହାତୀର ବୟସ ୧ ବର୍ଷ ହେବ। ସପ୍ତାହେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri