ଫନୀ କ୍ଷୟକ୍ଷତି, ପକ୍କାଘର ଦାବିରେ ଧାରଣା: ପଦକ୍ଷେପ ନ ହେଲେ ଆତ୍ମହତ୍ୟା ଧମକ
କୃଷ୍ଣପ୍ରସାଦ,୨୨ା୫ (ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଫନୀଜନିତ ବାତ୍ୟା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ତେବେ ଗୃହ ହରାଇଥିବା ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପକ୍କା ଛାତଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ବହୁ ବିପନ୍ନଙ୍କ ମନରେ…
ଓଲଟିଲା ମାଛ ବୋଝେଇ ଟ୍ରକ୍
ଟାଙ୍ଗୀ(ଖୋର୍ଦ୍ଧା),୨୨ା୫(ଡି.ଏନ.ଏ.)-୧୬ ନଂ ଜାତୀୟ ରାଜପଥ ଚମ୍ପାଗଡ଼ଠାରେ ମଙ୍ଗଳବାର ଏକ ମାଛ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ବିପରିତ ଦିଗରୁ ଆସୁ ଥିବା ଭ୍ୟାନ୍ ସହ ଟ୍ରକ୍ର ଧକ୍କା…
ଏସ୍ବିଆଇ ଏଟିଏମ୍ ଲୁଟ୍ ଘଟଣା
ଜେକେପୁର, ୨୨।୫(ଡି.ଏନ୍.ଏ.)- ଜେକେପୁର ଏସ୍ବିଆଇ ଏଟିଏମ୍ ଲୁଟ୍ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍ ପୋଲିସଠାରୁ ଆରମ୍ଭ କରି ଜିଲା ସାଇଣ୍ଟିଫିକ୍ ଟିମ ସହ ଚାନ୍ଦିଲି ଥାନା ପୋଲିସ ତଦନ୍ତ…
ଦାଉ ସାଧୁଛେ କିଡ଼୍ନୀ ରୋଗ୍: ମୁରତୁ ସଂଗେ ଯୁଝୁଛନ୍ ଦଧି
ଅମରପାଲି, ୨୨।୫ (ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଲପଦର ପଁଚେତ୍ ଅମରପାଲି ଗଁାର ଦଧି ବାଘ(୬୦) କିଡ଼୍ନୀ ରୋଗ୍ରେ ପୀଡ଼ିତ ଅଛନ୍। ସେ ଝନେ ନିହାତି ଗରିବ୍ ଲୋକ ହେଇଥିଲା ବେଲେ ଟଁକା ପଏସା ଅଭାବୁ ଉଷୋକଷା ଘିନି ଖାଇ…
ସରକାରକଁର ଅଜବ୍ ନୀତି:ଖରା ଝାଉରେ ସିଝୁଛନ୍ ଅଙ୍ଗନଓ୍ବାଡିର ଛାତ୍ରୀଛାତ୍ର
ଜାମଟିକ୍ରା, ୨୨।୫ (ଡି.ଏନ.ଏ): ମୁଡ଼ଫଟା ଖରା ତାତିର ଲାଗି ରାଏଜ୍ ସରକାର ସବୁ ସରକାରୀ ବେସରକାରୀ ସ୍କୁଲ, କଲେଜ ଛୁଟି ଘୋଷନା କରିଛନ୍। ହେଲେ ମହିଳା ଓ ସମନ୍ବିତ ଶିଶୁ ବିକାଶ ଯୋଜନାରେ ସହରନୁ ଗଁାଗଁଲି ତକ୍ ଚାଲୁଥିବାର ଅଙ୍ଗନଓ୍ବାଡି କେନ୍ଦ୍ରମାନ…
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ଢେଙ୍କାନାଳ ଜିଲାରେ ପାସ୍ ହାର ୭୨.୦୨%
ଢେଙ୍କାନାଳ ଅଫିସ, ୨୨।୫- ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଢେଙ୍କାନାଳ ଜିଲାରେ ପାସ୍ ହାର ରହିଛି ୭୨.୦୨%। ପରୀକ୍ଷା ଦେଇଥିବା ୧୬,୮୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୨,୦୦୩ ଜଣ ପାସ୍ କରିଛନ୍ତି। ଏକ୍ସ-ରେଗୁଲାରରେ ୪୭୧ଜଣ ପରୀକ୍ଷା ଦେଇଥିବାବେଳେ ୧୯୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି,…
ଅନୁଗୋଳ ଜିଲାରେ ୭୨.୮୧ ପ୍ରତିଶତ ପାସ୍
ଅନୁଗୋଳ ଅଫିସ, ୨୨।୫- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ମୋଟ୍ ୭୨.୮୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ପାସ୍ ହାର ହ୍ରାସ ପାଇଥିବା ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି। ଜିଲାର ମୋଟ୍…
ବିନୋଦ ହ୍ୟୁଣ୍ଡାଇରେ ଭେନ୍ୟୁର ବଜାର ପ୍ରବେଶ
ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ କାଣ୍ଡସର ଠାରେ ଥିବା ବିନୋଦ ହ୍ୟୁଣ୍ଡାଇ ପରିସରରେ ହ୍ୟୁଣ୍ଡାଇର ନୂତନ ଯାନ ‘ଭେନ୍ୟୁ’ର ମଙ୍ଗଳବାର ବଜାର ପ୍ରବେଶ ହୋଇଛି। ଅନୁଗୋଳ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ ମ୍ୟାନେଜର ପ୍ରଫୁଲ୍ଲ କୁମାର ଜେନା ଏହି ଗାଡ଼ିର…
ବିପୁଳ ପରିମାଣର କାଠ ଜବତ
ପାଲଲହଡା, ୨୨।୫ (ଡି.ଏନ.ଏ.)- ଦେବଗଡ଼ ଡିଭିଜନର ମୋବାଇଲ ସ୍କ୍ବାଡ୍ ମଙ୍ଗଳବାର ପାଲଲହଡା ଥାନା ଈଶ୍ୱରନଗର ଗ୍ରାମର ରମାକାନ୍ତ ବିଶ୍ୱାଳଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ଶାଳ ଏବଂ ଶାଗୁଆନ କାଠ ଜବତ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ, ରମାକାନ୍ତଙ୍କ ଘରେ…
ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସକ୍ରିୟ: ରୋଗୀଙ୍କଠାରୁ ନେଇଗଲେ ୪ ହଜାର
ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ଜନୈକା ବୃଦ୍ଧାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜରପଡ଼ା ଥାନା କତଡ଼ା ଗ୍ରାମର ଖଗେଶ୍ୱର ପ୍ରଧାନଙ୍କୁ ତାଙ୍କ ସ୍ତ୍ରୀ ସୁଲୋଚନା ପ୍ରଧାନ…
ପେଟ୍ରୋଲ ପମ୍ପ୍ରେ ଡକାୟତି ଯୋଜନା, ୬ ଗିରଫ
ବ୍ରହ୍ମପୁର ଅଫିସ,୨୨ା୫: ବଡବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ସୋମବାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଶ୍ରୀକ୍ଷେତ୍ର ବିହାରରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଏକତ୍ରିତ ହୋଇଥିବା ୬ ଜଣିଆ…
୧୨ ପରିବାରଙ୍କୁ ବାସନ୍ଦ ଅଭିଯୋଗ, ଜଣେ ଗିରଫ
ଦିଗପହଣ୍ଡି,୨୧ା୫(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ ରମ୍ପା ପଞ୍ଚାୟତ ବରଡ଼ା ଗ୍ରାମରେ ୧୦ ତାରିଖ ରାତିରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ମଙ୍ଗଳବାର କେ.ନୂଆଗାଁ ପୋଲିସ ଗିରଫ କରିଛି। ସେ ହେଲେ…

