ଆମ ଜିଲା ଖବର

ବିଷକ୍ରିୟାରେ ଚାଷୀ ମୃତ

କ.ନୂଆଗଁ।,୨୫ା୮-କନ୍ଧମାଳ ଜିଲା କ.ନୂଆଗଁ। ବ୍ଲକ ସାଇନପଡା ପଞ୍ଚାୟତ କିଲୁପଡା ଗ୍ରାମର ଜଣେ ଚାଷୀଙ୍କର ବିଷ କ୍ରିୟାରେ ଶୁକ୍ରବାର ରାତିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସେ ହେଲେ ଗୋବର୍ଦ୍ଧନ ମଲ୍ଲିକ (୩୫)। କ.ନୂଆଗଁ। ଥାନାରେ ମୃତ ଚାଷୀ ଗୋବର୍ଦ୍ଧନଙ୍କ ପିତା…

ବାପା ହେଲମେଟ୍‌ ନ ପିନ୍ଧିଲେ ଗାଡ଼ିରେ ବସନି

ବ୍ରହ୍ମପୁର ଅଫିସ୍‌,୨୫ା୮-ପ୍ରତ୍ୟେକ ଜୀବନ ମୂଲ୍ୟବାନ । କିନ୍ତୁ ଅସାବଧାନତା ଯୋଗୁ ଦୁର୍ଘଟଣାରେ ପ୍ରତ୍ୟେକ ଦିନ ବହୁ ଜୀବନ ହାନି ହେଉଛି । ଅନେକ ଲୋକେ ସେମାନଙ୍କ ମୁରବି ହରାଉଛନ୍ତି। ଗୋଟିଏ ଦୁର୍ଘଟଣା ସାରା ପରିବାରକୁ ପ୍ରଭାବିତ କରୁଛି। ଝିଅ ପୁଅଙ୍କ ପାଇଁ…

ଗୁଣି ସନ୍ଦେହରେ ଗଡୁଛି ନିରୀହ ଜୀବନ: ୧୫ ମୃତ, ୨୩ ଗୁରୁତର ଆହତ

କେନ୍ଦୁଝର, ୨୫ା୮ (ସ୍ବ.ପ୍ର.)-ରାଜ୍ୟରେ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରେ ହତ୍ୟା ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହିତ କଡ଼ା ଆଇନ ପ୍ରଣୟନ କରିଛନ୍ତି। ଏହା ସତ୍ତ୍ୱେ ନିରୀହ ଲୋକଙ୍କ ଉପରେ…

୩୯ ପାଣି ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ

ବନ୍ତ, ୨୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକର ୨ଟି ସେକ୍ସନ ସମେତ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଓ ହାଟଡିହୀ ବ୍ଲକର ଶାଳନିଅଁା ସେକ୍ସନରେ ଥିବା ୩୯ଟି ପାଣି ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ ଓ ନାମ ପଞ୍ଜୀକରଣ ନେଇ…

ଜଙ୍ଗଲରୁ ଗଛ କଟାକୁ ନେଇ ବିବାଦ

ବଡ଼ସାହି,୨୫ା୮(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ କଉଡିଖଣି ସ୍ଥିତ ଗ୍ରାମ୍ୟ ଜଙ୍ଗଲ ଓ ରିଜର୍ଭ ଜଙ୍ଗଲରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ଆକାଶିଆ ଗଛ କଟାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ବିଭାଗୀୟ ନିର୍ଦ୍ଦେଶ ତୁଳନାରେ…

ଜୈନ ମନ୍ଦିର ସଦୃଶ ତୋରଣରେ ପୂଜା ପାଇବେ ଗଜାନନ

ବାରିପଦା ଅଫିସ,୨୫।୮- ବାରିପଦା ସହର ତକତପୁର ଫ୍ରେଣ୍ଡସ୍‌ ୟୁନିୟନ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଗଣେଶ ପୂଜାର ସ୍ବାତନ୍ତ୍ର୍ୟ ରହିଛି। ୨୦୦୭ ରେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୧୩ ବର୍ଷରେ ପଦାର୍ପଣ…

ରାସ୍ତା ବନ୍ଦ କରିବା ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୨୫।୮-ବାଲେଶ୍ୱର ସହରର ଉତ୍ତର-ପୂର୍ବ ଦିଗ ଓଟିରୋଡ୍‌ରେ ଥିବା ସରକାରୀ ଆଇଟିଆଇ କଲେଜ ପରିସରରେ ଦେଇ ଯାଇଥିବା ପକ୍କା ରାସ୍ତାକୁ ବନ୍ଦ କରିବା ଲାଗି ଆଇଟିଆଇ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ…

ଜିକେ ଭଟ୍ଟର ହସ୍‌ପିଟାଲରେ ଭଙ୍ଗାରୁଜା ଘଟଣା: ବସିଲା ଶାନ୍ତି କମିଟି ବୈଠକ

ଜଳେଶ୍ୱର, ୨୫ା୮-ଜଳେଶ୍ୱର ଜିକେଭଟ୍ଟର ହସପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ନେଇ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆବାହକତ୍ୱରେ ଶନିବାର ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ…

ଓଲଟିଲା ପରିବା ବୋଝେଇ ପିକ୍‌ଅପ୍‌

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥର ନଳବଣ୍ଟା-ଖଡଭାଗ ମଧ୍ୟରେ ଶନିବାର ସକାଳ ପ୍ରାୟ ୯ଟାରେ ଗୋଟିଏ ପରିବା ବୋଝେଇ ପିକଅପ୍‌ ଭ୍ୟାନ ରାସ୍ତା କଡକୁ ଓଲଟି ପଡିଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ଘଟି ନ ଥିବା ଜଣାଯାଇଛି। ପରିବାର…

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଡକାୟତି ଉଦ୍ୟମ : ପୋଲିସ,ସାଇଣ୍ଟିଫିକ୍‌ ଟିମର ତନାଘନା ତଦନ୍ତ

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା – ଭଞ୍ଜନଗର ମୁଖ୍ୟରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁରଠାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି। ରାତି ପ୍ରାୟ ସାଢେ ୧ଟାବେଳେ ଦୁର୍ବୃତ୍ତ ବ୍ୟାଙ୍କ ନିକଟରେ ଥିବା ଘରମାନଙ୍କରେ ବାହାରୁ…

ବାପା ପୁଅଙ୍କୁ ଟାଙ୍ଗିଆରେ ଆକ୍ରମଣ, ଦାଦା ଗିରଫ

ବୁଗୁଡ଼ା,୨୪ା୮(ଡି.ଏନ.ଏ.)- ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମରେ ଶୁକ୍ରବାର ବାପା ଓ ପୁଅଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗରେ ବୁଗୁଡ଼ା ପୋଲିସ ଶନିବାର ପୁଅଙ୍କ ଦାଦାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ଘଟଣାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୋଲିସ। ଗିରଫ ଜଣକ…

ଜୁନାଗଡ଼-ଭୁବନେଶ୍ୱରକୁ ସ୍ବତନ୍ତ୍ର ଟ୍ରେନ ଚାଲିଲା : ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗ ଯୋଗୁ ବାତିଲ ହେଲା ଉଦ୍‌ଘାଟନୀ କାର୍ଯ୍ୟକ୍ରମ

ଜୁନାଗଡ,୨୪।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା ଜୁନାଗଡ ସହରଠାରୁ ଭୁବନେଶ୍ୱରକୁ ଶନିବାର ସ୍ବତନ୍ତ୍ର ଟ୍ରେନ୍‌ ଚାଲିଛି। ଅପରାହ୍ନ ସାଢେ ୪ଟାରେ ଜୁନାଗଡ ରୋଡ-ଭୁବନେଶ୍ୱରକୁ ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଯାତ୍ରା ଆରମ୍ଭ କରିଥିଲା। ଅପରାହ୍ନ ୩ଟାରେ ରେଳ ବିଭାଗ ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?