ଆମ ଜିଲା ଖବର

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ: ବିଡିଓଙ୍କ ନେତୃତ୍ୱରେ ସ୍ଥିତି ସମୀକ୍ଷା

ରସୁଲପୁର,୩।୧(ଡି.ଏନ୍‌.ଏ.)- ଯାଜପୁର ଜିଲାର ରସୁଲପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ ସରୁନି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏକାଧିକ ଦଳ ତଦନ୍ତରେ ସାମିଲ ହୋଇ ପଞ୍ଚାୟତରୁ ପଞ୍ଚାୟତବୁଲି ସ୍ଥିତି ସମୀକ୍ଷା କରିବା ସହ ଯୋଗ୍ୟ ହିତାଧିକାରୀ ବାଛୁଛନ୍ତି।…

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୪ବର୍ଷ ପୁରିଲା: କମ୍ପାନୀ ବିରୋଧରେ ଗର୍ଜିଲା ବିରୋଧୀ ମଞ୍ଚ

କଳିଙ୍ଗନଗର,୩ା୧(ଡି.ଏନ.ଏ.): ଶିଳ୍ପ କାରଖାନା ପାଇଁ ଭିଟାମାଟି ହରାଇଥିବା ଆଦିବାସୀଙ୍କ ବିକାଶ ବଦଳରେ ବିନାଶ ଘଟିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜମି ଅଧିଗ୍ରହଣକୁ ନେଇ ସମ୍ବିଧାନର ଖୋଲା ଉଲ୍ଲଂଘନ କରାଯାଇଛି। ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଯେଉଁ ଆଦିବାସୀମାନେ ଜଳ, ଜମି,…

ଯାଜପୁର ଜିଲାରେ ଖାଦ୍ୟ ସଙ୍କଟ ଘନୀଭୂତ: ବରଗଡ଼ରୁ ଆସିବ ୬ହଜାର କୁଇଣ୍ଟାଲ ଚାଉଳ

ଯାଜପୁର ଅଫିସ,୩ା୧- ରାଜ୍ୟର ଉପକୂଳବର୍ତ୍ତୀ ଯାଜପୁର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲାରେ ଖାଦ୍ୟ ସଂଙ୍କଟ ଦେଖା ଦେଇଛି। ଏହିସବୁ ଜିଲାର ପିଡିଏସ୍‌ ହିତାଧିକାରୀଙ୍କ ପାଇଁ ବରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରୁ ଚାଉଳ ଆସୁଛି। ତେବେ ଶିଳ୍ପ ସମୃଦ୍ଧ ଯାଜପୁର…

ପଏଁରୀ ତିହାର : ନୃତ୍ୟଗୀତରେ ଦୁଲୁକିଲା ମଞ୍ଚ

ସୋନପୁର,୩।୧(ନି.ପ୍ର.) – ପଶ୍ଚିମ ଓଡିଶାର ପାରମ୍ପରିକ ଲୋକନୃତ୍ୟ ଓ ଗୀତରେ ଗୁରୁବାର ପଏଁରୀ ତିହାରର ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ ଦୁଲୁକି ଉଠିଥିଲା। ଢୋଲ, ନିଶାନ ଓ ବଂଶୀ ସ୍ବରର ତାଳେ ତାଳେ ଭୀମଭୋଇ କଳା ମଣ୍ଡପରେ କଳାକାରମାନେ ପାରମ୍ପରିକ ଲୋକନୃତ୍ୟ ଓ…

କୋମନା ବ୍ଲକରେ ହାଡଭଂଗା ଶୀତ: ରାଏତ୍‌ବେଲା ୬ ଡିଗ୍ରୀକେ ଖସୁଛେ ତାପ୍‌ମାନ

କୋମନା, ୩।୧ (ଡି.ଏନ୍‌.ଏ.)- ଦିନାକେତେ ହେଲା ପଶ୍ଚିମ ଓଡ଼ିଶାରେ ହାଡ଼ଭଂଗା ଶୀତ ହେଉଛେ। ରାଏତ୍‌ବେଲା ବଡ଼ଭାଗି ସହରର ତାପ୍‌ମାନ ୧୦ ଡିଗ୍ରୀ ତଲେ ରହୁଛେ। ଏନ୍‌ତାଥି ବୁଢ଼ାବୁଢ଼ି, ଛୁଆପିଲା, ରୁଗୀମାନେ ବଡ଼ା ଗୁଲ୍‌ଗୁଲା ହେଉଛନ୍‌। ଇ ହିସାବେ ନୂଆପଡ଼ା ଜିଲା କୋମନା…

ହାତୀବନ୍ଧାରେ ‘ମୋ ଗାଁରେ ତହସିଲ’ କାଯ୍‌କରମ

ସିନାପାଲି, ୩।୧ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ସିନାପାଲି ତହସିଲ ଅଧୀନ ହାତୀବନ୍ଧାନେ ସିନାପାଲି ତହସିଲ ତରଫୁ ‘ମୋ ଗଁାରେ ତହସିଲ’ କାଯ୍‌କାରମ ଅନୁଷ୍‌ଠିତ ହେଇଯାଇଛେ। ସିନାପାଲି ତହସିଲଦାର କପିଳଦେବ ସାହୁକଁର ସଭାପତିତ୍ୱନେ ଅନୁଷ୍‌ଠିତ ଇ କାଯ୍‌କରମରେ ନୂଆପଡ଼ା ଉପଜିଲାପାଳ ତରଣୀସେନ ନାଏକ…

ନାଇଁ ମିଲ୍‌ଲା ମହାପ୍ରୟାଣ ଗାଡ଼ି: ଶବ ଖଁଦେଇ ବୁହିଲେ ୬ କି.ମି.

ଭବାନୀପାଟଣା,୩।୧(ସ୍ବ.ପ୍ର/ଡି.ଏନ୍‌.ଏ)- କଳାହାଣ୍ଡି ଜିଲାରେ ବଛର କେତେଟା ତଲେ ନିଜର ମାଏଝିର ଶବକେ ଖଁଦେ ବୁହି ଚରଚାକେ ଆସିଥିଲେ ଦାନ ମାଝି। ଇ ଘଟନା ସେତେବେଲେ ଜାତୀୟସ୍ତରରେ ଚରଚା ହେଇଥିଲା। ଇତାର ପରେ ରାଏଜ୍‌ ସରକାର ମହାପ୍ରୟାଣ ଯୋଜନା ଆରମ୍‌ କରି ସରକାରୀ…

ପଡି ରହିଛି ଧାନ: ଟାର୍ଗେଟ ବଢାଇବାକୁ ଦାବିକଲେ ଚାଷୀ

ଖପ୍ରାଖୋଲ, ୩ା୧(ଡି.ଏନ.ଏ.) – ଚଳିତ ବର୍ଷ ଭଲ ଧାନ ଉତ୍ପାଦନ ହୋଇଛି । ହେଲେ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତିର ଯୁରିଆ ଧାନ ମଣ୍ଡିରେ…

ଆଧୁନିକୀକରଣ ପରେ ଡାକବିଭାଗର ଗୁରୁତ୍ୱ ବଢ଼ିଛି

ବଲାଙ୍ଗୀର ଅଫିସ, ୩ା୧ – ବଲାଙ୍ଗୀର ଟାଉନ୍‌ ହଲଠାରେ ଗୁରୁବାର ବଲାଙ୍ଗୀର ଡାକ ମଣ୍ଡଳର ୬୧ତମ ପ୍ରତିଷ୍ଠା ଉତ୍ସବ ଏବଂ ମହା ଡାକମେଳା ଅନୁଷ୍ଠିତ ହୋଇଛି ା ମୁଖ୍ୟଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ଏମପି ସଙ୍ଗୀତା କୁମାରୀ ସିଂଦେଓ ଡାକସେବାର ଐତିହ୍ୟ,…

୩ ସନ୍ତାନ ଥିବାରୁ କାନାକୋଟ ସରପଞ୍ଚଙ୍କ ପଦବୀ ଅସିଦ୍ଧ

ନବରଙ୍ଗପୁର,୩ା୧(ବି.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ କାନାକୋଟ ପଞ୍ଚାୟତ ସରପଞ୍ଚ ଜଗ ଭତରାଙ୍କ ୩ଟି ସନ୍ତାନ ଥିବାରୁ ତାଙ୍କ ପଦବୀକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଅଜିତ କୁମାର ମିଶ୍ର ଅସିଦ୍ଧ ଘୋଷଣା କରିଛନ୍ତି ା ଏଥିସହ ତାଙ୍କ ନିକଟତମ…

କେନାଲ ଶୁଖିଲା, ପ୍ରଭାବିତ ହେବ ରବିଚାଷ

ମାଲକାନଗିରି, ୩।୧(ସ୍ବ.ପ୍ର.) – ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତ ଥିଲେ। ଡିସେମ୍ବର ଆରମ୍ଭରୁ ଆରମ୍ଭ କରିଥାନ୍ତେ ଚାଷ କାମ। କିନ୍ତୁ ପ୍ରଶାସନ ପକ୍ଷରୁ କେନାଲରେ ପାଣି ଛଡା ନ ଯିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଅସୁବିଧା ନେଇ…

ମଣ୍ଡିରେ ଅବ୍ୟବସ୍ଥା: ବର୍ଷା ଆଶଙ୍କା ସତ୍ତ୍ୱେ ଧାନ ଉଠାଉ ନାହାନ୍ତି ମିଲର

କୋରୁକୋଣ୍ଡା,୩।୧(ଡି.ଏନ୍‌.ଏ.) – ବର୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ମାଲକାନଗିରି ଜିଲାର ସମସ୍ତ ମଣ୍ଡି ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। କିନ୍ତୁ ପୂର୍ବରୁ ମଣ୍ଡିରେ ପଡିଥିବା ଧାନକୁ ଏଯାଏ ମିଲରମାନେ ଉଠାଉ ନ ଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?