ନାଇଁ ମିଲ୍‌ଲା ମହାପ୍ରୟାଣ ଗାଡ଼ି: ଶବ ଖଁଦେଇ ବୁହିଲେ ୬ କି.ମି.

ଭବାନୀପାଟଣା,୩।୧(ସ୍ବ.ପ୍ର/ଡି.ଏନ୍‌.ଏ)-
କଳାହାଣ୍ଡି ଜିଲାରେ ବଛର କେତେଟା ତଲେ ନିଜର ମାଏଝିର ଶବକେ ଖଁଦେ ବୁହି ଚରଚାକେ ଆସିଥିଲେ ଦାନ ମାଝି। ଇ ଘଟନା ସେତେବେଲେ ଜାତୀୟସ୍ତରରେ ଚରଚା ହେଇଥିଲା। ଇତାର ପରେ ରାଏଜ୍‌ ସରକାର ମହାପ୍ରୟାଣ ଯୋଜନା ଆରମ୍‌ କରି ସରକାରୀ ଡାକ୍‌ତରଖାନାରୁ ଶବ ନେବାର ଲାଗି ମହାପ୍ରୟାଣ ଗାଡ଼ି ଯୁଗେଇ ଦେଇଥିଲେ। ହେଲେ ଅନେକ ସମିଆରେ ଗରିବ୍‌ ଦୁଖି ଯୋଜନାର ଲାଭ ନାଇଁ ପାଇପାରୁଥିବାର ଅଭିଯୋଗ ହେଉଛେ। ଫେନ୍‌ଘାଏ ଇ ସମାନ ଘଟନାର ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଭବାନୀପାଟଣା ମୁଖିଆ ଡାକ୍‌ତରଖାନାରେ।
ସୂଚନା ଅନ୍‌ସାରେ ଲାଞ୍ଜିଗଡ଼ ବ୍ଲକ ବେନଗଁା ପଁଚେତ୍‌ ବରାପାଲି ଗଁାର କୁନି ନାଏକ(୧୯)। ଗଲା ୬ ଦିନ୍‌ ତଲେ ସେ ଜରେ ପଡ଼ି ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାରେ ଚିକିଛିତ ହେଉଥିଲେ। ହେଲେ ବୁଧୁବାର ଚିକିଛାଧୀନ ଅବସ୍‌ତାରେ ତାକର ମୁର୍‌ତୁ ହେଇଥିଲା। ପରିବାର ଲୋକ୍‌ ଶବ ନେବାକେ ଚିକିଛାଲୟ କତୁରପକ୍ଷକୁଁ ମହାପ୍ରୟାଣ ଗାଡ଼ିର ଲାଗି ଗୁହାରି କରିଥିଲେ। ହେଲେ କତୁରପକ୍ଷ ଭିନେ ଭିନେ ବାହାନା କରି କଥାଟାକେ ଆଡେଇ ଦେଇଥିଲେ। ବହୁତ୍‌ ବେଲ ଟାକ୍‌ଲା ଉତାରୁ ପରିବାର ଲୋକ୍‌ ଶବକେ ଖଁଦେଇ ଗଁାକେ ନେବାକେ ବାହାରିଥିଲେ। ପରିବାର ଲୋକ୍‌ ୬ କି.ମି. ଶବ ବୁହିକରି ନେଲା ଉତାରୁ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଥିଲା। ଶବ ନେବାକେ ପରିବାର ଲୁକ୍‌କର ପାସ୍‌କେ ଡାକ୍‌ତରଖାନା କତୁରପକ୍ଷ ମହାପ୍ରୟାଣ ଗାଡ଼ି ପଠେଇଥିଲେ। ହେଲେ ସେତେବେଲେ ପରିବାର ଲୋକ୍‌ ଧାର ଉଧାର କରି ଶବ ଗଁାକେ ନେବାର ଲାଗି ଗୁଟେ ଗାଡ଼ି ଭଡ଼ା କରିସାରିଥିଲେ। ସେ ଭଡ଼ା ଗାଡ଼ିରେ ପରିବାର ଲୋକ୍‌ ଶବ ଗଁାକେ ନେଇଥିଲେ। ଜନସାଧାରନକୁଁ ଉତମ ସ୍ବାସ୍ଥ୍ୟସେବା ଯୁଗେଇଦେବାର ଉଦେଶ୍‌ରେ ସରକାର ୫-ଟି ଲାଗୁ କରିଥିଲେ। ଲୋକ୍‌ ବି ଭାବୁଥିଲେ ଏଥରକ ଭଲ ସ୍ବାସ୍ଥ୍ୟସେବା ମିଲିପାରବା। ଇଆଡ଼େ ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟ ବିଭାଗକେ ଯୁଡ଼ି ସରକାର ଗରବ୍‌ ଅନୁଭବ କରୁଥିଲାବେଲେ କଳାହାଣ୍ଡି ଜିଲାରେ ଇତାର ଜିଁତା ଉଦାହରନ୍‌ ଦେଖ୍‌ବାକେ ମିଲିଛେ। ଇଆଡ଼େ କଳାହାଣ୍ଡି ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ଘଟନା ବାବ୍‌ଦେ ଟ୍ବିଟ କରି ପରିବାର ଲୁକ୍‌କୁ ଡାକ୍‌ତରଖାନା କତୁରପକ୍ଷ ଗାଡ଼ି ଯୁଗେଇ ଦେଇଥିଲେ, ହେଲେ ସେମାନେ ନେବାକେ ମନାକଲେ। ଇଥିରଲାଗି ପୋଲିସ୍‌ ଆର ଡାକ୍‌ତରଖାନା କତୁରପକ୍ଷ ପରିବାର ଲୁକ୍‌କୁ ବୁଝାଶୁଝା ବି କରିଥିଲେ। ଯଦି ଇ ଘଟନାରେ କେହି ଦୁଶିଥିବେ ତାକର ବିରୋଧ୍‌ନେ କଡ଼ା ପଦକ୍ଷେପ ନିଆଯିବା ବଲି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା

ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ...

ପଦଯାତ୍ରା କରି ପ୍ରଚାର ଆରମ୍ଭ କଲେ ଲଳିତା

କେସିଙ୍ଗା,୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ଲଳିତା ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସାଗର ଚରଣ ଦାଶଙ୍କୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri