ଆମ ଜିଲା ଖବର

ମହାନଦୀରେ ବୁଡ଼ି ହାତୀ ଶାବକ ମୃତ

  ସୋନପୁର/ଉଲୁଣ୍ଡା, ୮।୧୨(ନି.ପ୍ର./ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ମହାନଦୀର ବାଘପାଲି ଘାଟ ନିକଟ ପାଣିରେ ବୁଡ଼ି ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ଶନିବାର ସକାଳ ୬ଟାରେ ଏହି ଘଟଣା ଘଟିଛି । ମୃତ ଅଣ୍ଡିରା ହାତୀ ଶାବକଟି…

ଟ୍ରାନ୍ସଫର୍ମର ବସ୍‌ବାର ୨ ବଛର ବିତ୍‌ଲା: ବିଦ୍ୟୁତ୍‌ ସେବାରୁ ବଁଚିତ୍‌ ୩୦ ପରିବାର

  କର୍ଲାମୁଣ୍ଡା, ୭ା୧୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଧଅଁରାଖମନ ଗଁାର ଲୋକ୍‌ ସଂଖ୍ୟା ପାଖାପାଖି ୪ଶହ। ଗଁାଟା ବଲାଙ୍ଗୀର ଜିଲା ସୀମାନାରେ ରହିଛେ। ସେନ୍‌ତା ବ୍ଲକ ସଦରନୁ ଗଁାଟା ୨୦ କି.ମି. ଦୂରିଆଥି ରହିଛେ। ଗଁାରେ…

ବିପଦ୍‌ ଅବସ୍‌ତାରେ ସ୍କୁଲ କୁଠା: ଭଡ଼ାରେ ଆବାସ ଘରେ ଚାଲିଛେ ପାଠ୍‌ପଢ଼ା

  ଭବାନୀପାଟଣା, ୮ା୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ସାପଚଞ୍ଚଡ଼ା ପ୍ରାଥମିକ ସ୍କୁଲ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ପାଖାପାଖି ୨ ବଛର ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ଗୁଟେ ଘରେ ପାଠ୍‌ପଢ଼ା ଚାଲିଛେ।…

କାମେ ନାଇଁ ଲାଗବାର ଯାତ୍ରୀ ପ୍ରତିକ୍ଷାଳୟ

  ଗଣ୍ଡତୁରୁମ, ୮।୧୨ (ଡି.ଏନ.ଏ)- ରଏଜ୍‌ ସରକାର ଲୁକ୍‌କର ଯିବାର ଆଏବାର ସୁବିଧା ଲାଗି ରାସ୍‌ତାଘାଟ ତିଆର କରୁଛନ୍‌। ସେନ୍‌ତା ବସ୍‌ଷ୍ଟାଣ୍ଡ, ଭିନେ ଭିନେ ଗଁାଗଁଡ଼ାର ଛକେ ଗାଡ଼ିମଟର ଟାକ୍‌ବାକେ ଲୁକ୍‌କର ଲାଗି ଯାତ୍ରୀ ପ୍ରତିକ୍ଷାଳୟ ତିଆର କରୁଛନ୍‌। ହେଲେ କେନ୍‌ଠାନେ…

ଦୁରଦିନରେ ବୁରୁଧ୍‌ ଦମ୍ପତି: ରାଧାଗୋବିନ୍ଦକଁର ଚିକିଛା ଲାଗି ଟଁକା ଅଭାବ୍‌

  ଲୋଇସିଂହା, ୮।୧୨(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର କୁମ୍ଭାରପଡ଼ାର ରାଧାଗୋବିନ୍ଦ ପୁଟେଲ(୭୦)। ମାଏକିନା ଭଗବତୀ ଆର ପଁାଚ୍‌ ପୁଓକୁଁ ନେଇ ତାକର ପରିବାର ହସଖୁସିରେ ଚାଲିଥିଲା। ରାଧାଗୋବିନ୍ଦ ଆର ଭଗବତୀ ଦୁଖ୍‌ସୁଖ କରି କୁଟୁମ ପୁଷୁଥିଲେ। ହେଲେ ଏହେଦେ…

ସାନ ୨ ଭାଇଙ୍କୁ ଆକ୍ରମଣ ମାମଲା: ବଡ଼ ଭାଇ ଗଲେ ଜେଲ

ଦିଗପହଣ୍ଡି,୭ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମଙ୍ଗରାଜପୁର ଗ୍ରାମରେ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ୨ ଭାଇଙ୍କୁ ଗତ ରବିବାର ସକାଳେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ମାମଲା ନଂ.୨୫୫/୧୯ରେ ଅନୁଯାୟୀ ଅଭିଯୁକ୍ତ ବଡ଼ ଭାଇ ଏମ୍‌.ଟୁକୁନା ରେଡ୍ଡୀଙ୍କୁ ଶନିବାର ପୋଲିସ କୋର୍ଟ ଚାଲାଣ କରିଛି।…

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବୁଗୁଡ଼ା,୭ା୧୨(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ମତାଝରି ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଜଳିଯାଇଛି । ଘର ନିକଟ ଅଳିଆ ଗଦାରୁ ନିଆଁ ବାହାରି ଉକ୍ତ ଗ୍ରାମର ଅମି ପ୍ରଧାନ, ଭାନୁ ପ୍ରଧାନ ଓ ବିଜୟ ପ୍ରଧାନଙ୍କ…

ଜିଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ଫୁଲବାଣୀ ଅଫିସ, ୭ା୧୨- କନ୍ଧମାଳ ଷ୍ଟାଡିୟମରେ ଜିଲା ଯୁବ ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲାପାଳ ଡା.ବୃନ୍ଦା ଡି, ଜିଲା ଆଥ୍‌ଲେଟିକ ଆସୋସିଏଶନ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ…

ଧାନ କାଟିବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର

ଖଇରା, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ପଳସା ପଞ୍ଚାୟତ ଅଧୀନ ନଛିପୁର ଗ୍ରାମକୁ ଧାନ କାଟିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖଇରା ପୋଲିସ ଜଣେ ଯୁବକଙ୍କୁ ଶନିବାର ଅଟକ ରଖି ପଚରାଉଚୁରା କରୁଛି।…

ସିଲ୍‌ ଖୋଲି କାଠଡିପୋରେ ଯାଞ୍ଚ

ଭଦ୍ରକ ଅଫିସ, ୭।୧୨- ଭଦ୍ରକ ଜିଲା ବନ ବିଭାଗ ପକ୍ଷରୁ ଶନିବାର ଭଦ୍ରକ ସହରର ସାମରାଇପୁରରେ ଥିବା ସରକାରୀ ଲକ୍ଷ୍ମୀନାରାୟଣ କାଠଡିପୋର ସିଲ୍‌ ଖୋଲି ଷ୍ଟକ ଯାଞ୍ଚ କରାଯାଇଛି। ଏହି ଡିପୋରେ ଗୁରୁବାର ରାତି ପ୍ରାୟ ୨ଟା ବେଳେ ବନ ବିଭାଗ…

୬୦ ନଂ.ଜାତୀୟ ରାଜପଥରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ସମେତ ୫ ଗିରଫ

ଜଳେଶ୍ୱର, ୭।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ୬୦ନଂ. ଜାତୀୟ ରାଜପଥ ଏକତାଳିଠାରେ ଗୋରୁ ବ୍ୟବସାୟୀଙ୍କୁଠାରୁ ଲୁଟ୍‌ ଘଟଣାରେ ପୋଲିସ ଶୁକ୍ରବାର ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଶନିବାର ଜେଏମ୍‌ଏଫସି କୋଟର୍ର୍ରେ ହାଜର କରାଯାଇଛି ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ…

ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ମୃତ ଛାତ୍ରୀଙ୍କ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ନ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?