ବରଗଡ଼ରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଲା
ବରଗଡ଼ ଅଫିସ, ୧।୬: ବରଗଡ଼ ଜିଲାରେ ସୋମବାର ପୁଣି ୩ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅଞ୍ଚଳର ଏବଂ ତାମିଲନାଡୁ ଫେରନ୍ତା ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୋମବାର ନିଜ ଟୁଇଟ୍ କରି ସୂଚନା ଦେଇଛନ୍ତି।…
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି
କଟକ ଅଫିସ,୧।୬: ଅଗ୍ନିଶମ ଡିଜି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି। ସ୍ବତନ୍ତ୍ର ଡିଜି(ଗୁଇନ୍ଦା) ମହାନ୍ତି ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ପୂର୍ବତନ ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ଅବସର ପରେ…
ଝାରସୁଗୁଡ଼ାରୁ ଭୁବନେଶ୍ୱର, କୋଲକାତାକୁ ବିମାନ ସେବା ଆରମ୍ଭ
ଝାରସୁଗୁଡା ଅଫିସ,୧।୬: ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସୋମବାର ଠାରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ଗତ ମେ’ ୨୫ରୁ ଏଠାରେ ବିମାନ ସେବା ଆରମ୍ଭ ହୋଇଥିଲେ ସୁଦ୍ଧା କେବଳ ଦିଲ୍ଲୀ ଓ ହାଇଦ୍ରାବାଦକୁ ସ୍ପାଇସ…
ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ବ୍ୟାବସାୟିକ ପ୍ରତିଷ୍ଠାନ, ଶିଳ୍ପସଂସ୍ଥାକୁ ଜିଲା ପ୍ରଶାସନର ନିବେଦନ
କଟକ ଅଫିସ,୧ା୬: କଟକ ଜିଲାକୁ ଫେରିବା ପାଇଁ ପ୍ରାୟ ୬୦ ହଜାର ପ୍ରବାସୀ ନିଜ ନାମ ସରକାରଙ୍କ ପାଖରେ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ହଜାର ଫେରିଲେଣି। ଅନେକଙ୍କ ସଙ୍ଗରୋଧ ଶେଷ ହୋଇଛି। କିନ୍ତୁ ସେମାନେ ନିଜ ଜୀବିକାକୁ…
କୋଭିଡ୍ ମୁକାବିଲାରୁ ଓହରିବ ଘରୋଇ ଆମ୍ବୁଲାନ୍ସ: ୨ ମାସ ହେଲା ଦିଆଯାଉନି ପ୍ରାପ୍ୟ
ଜଗତ୍ସିଂହପୁର ଅଫିସ,୧ା୬: ଜଗତ୍ସିଂହପୁର ଜିଲାରେ କରୋନା ସଂକ୍ରମିତଙ୍କ ପାଇଁ ସରକାରୀ ବାଦ୍ ୮ଟି ଘରୋଇ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିସହ ୧୦ଟି ଘରୋଇ ବୋଲେରୋ କୋଭିଡ୍ କାମରେ ଲାଗିଛି। କିନ୍ତୁ କରୋନା ସଂକ୍ରମିତଙ୍କ ପରିବହନ ପାଇଁ ଲାଗିଥିବା ୮ ଆମ୍ବୁଲାନ୍ସ ମାଲିକଙ୍କୁ…
ବାଲେଶ୍ୱର ଏସ୍ପିଙ୍କୁ ଏନ୍ଏଚ୍ଆର୍ସିଙ୍କ ରିପୋର୍ଟ ତଲବ
ଭୁବନେଶ୍ୱର,୧ା୬(ବ୍ୟୁରୋ): ବାଲେଶ୍ୱର ଜିଲା ଔପଦା ବ୍ଲକ ସୋରିଷପାଳ ଗ୍ରାମର ଅନ୍ନପୂନ୍ନା ପାଢୀଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରକୁ ପରିବାର ଲୋକେ ଦାୟୀ କରି ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆରସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନ ମାମଲାକୁ ଗୁରୁତ୍ୱର ସହ…
ରାସ୍ତା ମରାମତି କଲେ ଯୁବଗୋଷ୍ଠୀ
ଭଦ୍ରକ ଅଫିସ, ୧।୬- ସରକାର ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ଭଦ୍ରକ ବ୍ଲକ ମୁଖ୍ୟାଳୟଠାରୁ ୫ କି.ମି ଦୂର ଚରମ୍ପା ପଞ୍ଚାୟତ ଝାଟିଆ ଜାନୁମଞ୍ଜ ଗାଁ ରାସ୍ତା ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି।…
ନନ୍ଦିରା ଉପରେ ନିର୍ଭର
ବଅଁରପାଳ,୧ା୬(ଡି.ଏନ.ଏ.) ପ୍ରତି ଘରେ ପହଞ୍ଚିବ ପାଇପ୍ ପାଣି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ବର୍ଷ ବର୍ଷ ଧରି ଏପରି ଆଶ୍ୱାସନା ଦେଉଛନ୍ତି ସରକାର। ହେଲେ ଘର ତ ଦୂରର କଥା ସମସ୍ତ ଗାଁରେ ମଧ୍ୟ ଏଯାଏ ପହଞ୍ଚିନି ସରକାରଙ୍କ ପାନୀୟ…
ସିଟି ହସ୍ପିଟାଲରେ କୋଭିଡ୍ ହେଲଥ ସେଣ୍ଟରକୁ ବିରୋଧ
ବ୍ରହ୍ମପୁର ଅଫିସ,୧ା୬-ବ୍ରହ୍ମପୁର ସିଟି ହସ୍ପିିଟାଲରେ ଖୋଲା ଯାଇଥିବା ଡେଡିକେଟେଡ୍ କୋଭିଡ୍ ହେଲଥ ସେଣ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶନିବାର ସେଣ୍ଟରରେ କରୋନା ସଂକ୍ରମିତଙ୍କୁ ରଖାଯାଉଥିବା ବେଳେ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରା ନ…
ଟୁଇଟ୍ ପରେ କନଷ୍ଟେବଳ ନିଲମ୍ବନ ଘଟଣା: ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ରୁଜୁ ହେଲା ମାମଲା
ଭଦ୍ରକ ଅଫିସ, ୧।୬-ଭଦ୍ରକ ଜିଲା ବନ୍ତ ଥାନାଧିକାରିଣୀଙ୍କ ଉପସ୍ଥିତିରେ ଲକ୍ଡାଉନ ସମୟରେ ଜଣେ ଯୁବକ ମାସ୍କ ପିନ୍ଧି ନ ଥିବା କାରଣରୁ ବନ୍ତ ଥାନା ନିକଟରେ ରାସ୍ତା ଉପରେ ୬ଜଣ ପୋଲିସ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିରେ ପିଟିଥିଲେ। ଏହି…
ଜଗନ୍ନାଥଙ୍କ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ଉଦ୍ଘାଟିତ
ବାଲେଶ୍ୱର ଅଫିସ,୧।୬ – ଜଗନ୍ନାଥ ସଂସ୍କୃତିର ଅନନ୍ୟ ଚିତ୍ର ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର କଳା କେନ୍ଦ୍ର ଓ ନୋସି ଇମ୍ଫାର ମିଳିତ ଆନୁକୂଲ୍ୟରେ ରବିବାର ୬ଷ୍ଟ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ରେମୁଣା ଗୋଲେଇ ନିକଟସ୍ଥ ମଙ୍ଗଳପୁର ଜଗନ୍ନାଥ ମନ୍ଦିର…
ଦୂର ହେଉନି ରୀନାଙ୍କ ଦୁଃଖ
ଆଠମଲ୍ଲିକ, ୧ା୬(ଡି.ଏନ.ଏ.) ଭିନ୍ନକ୍ଷମ ବୋଲି ଚିହ୍ନଟ କରିଛି ପ୍ରଶାସନ। ପ୍ରମାଣପତ୍ର ମଧ୍ୟ ଦେଇଛି ତାଙ୍କୁ। ହେଲେ ସେ କେମିତି ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବେ ସେ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବାରମ୍ବାର ବ୍ଲକକୁ ଦୌଡ଼ି ନିଜ…

