କଟକରେ ରାତି ୮.୩୦ ଯାଏ ଖୋଲା ରହିବ ଦୋକାନ ବଜାର

କଟକ ଅଫିସ,୧ା୭: କଟକ ସହରରେ ରାତି ୮.୩୦ ଯାଏ ଦୋକାନ ବଜାର ଖୋଲାରହିବ। ଏନେଇ ବୁଧବାର କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ରାତ୍ରି କାଳୀନ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ଯାଏ ଜାରି ରହିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲାଯିବ। ତେବେ ଶପିଂ ମଲ୍‌ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ପରବର୍ତ୍ତୀ ସମୟରେ ଏନେଇ ଅବଗତ କରାଯିବ। କିନ୍ତୁ ଧାର୍ମିକ ସ୍ଥଳ, ସିନେମା ହଲ, ସମ୍ମିଳନୀ କକ୍ଷ ଆଦି ବନ୍ଦ ରହିବ। ସ୍କୁଲ, କଲେଜ ବନ୍ଦ ରହିବ। ପାର୍କଗୁଡ଼ିକ ସକାଳ ୫ରୁ ୧୦ ଏବଂ ଅପରାହ୍ନରେ ୪ରୁ ସା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଅପରପକ୍ଷରେ ଜିଲା ଭିତରେ କିମ୍ବା ଜିଲା ବାହାରକୁ ଗମନାଗମନ ପାଇଁ କୌଣସି ପ୍ରକାର କଟକଣା ଜାରି କରାଯାଇନାହିଁ। ବସ୍‌, ଅଟୋ, ଟ୍ୟାକ୍ସି ଚଳାଚଳ କରିପାରିବ। କୌଣସି ପ୍ରକାର ଅନୁମତିର ଆବଶ୍ୟକତା ନାହିଁ। ସପ୍ତାହରେ ହେଉଥିବା ୨ ଦିନିଆ ଶଟ୍‌ଡାଉନ୍‌ ପାଇଁ ପୂର୍ବ କଟକଣା ବଳବତ୍ତର ରହିବ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପରିଷଦ ଜୋନସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ସିନାପାଲି,୧୪।୮(ଡି.ଏନ.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ କାର୍ଯ୍ୟାଳୟ ସଭାଗୃହରେ ୧୪ ନଂ. ଜିଲା ପରିଷଦ ଜୋନସ୍ତରରେ ସମସ୍ତ ବିଦ୍ୟାଳୟ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲ।...

ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ

ବ୍ରହ୍ମପୁର ଅଫିସ,୧୯।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଭିଡିଓ ଭାଇରାଲ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ...

ପାହାଡ଼ରୁ ମିଳିଲା ନରକଙ୍କାଳ

ଲାଠୋର, ୫ା୭: ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ପାଢ଼େଲ ଡୁଙ୍ଗୁରି(ପାହାଡ଼)ରୁ ସୋମବାର ପୋଲିସ ଏକ ନରକଙ୍କାଳ ଜବତ କରିଛି। ଏ ନେଇ ଏକ ମାମଲା(ନଂ.୬/୨୧)...

ନାବାଳିକା ଗର୍ଭବତୀ, ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ

ନିରାକାରପୁର,୨୨ା୯(ଡି.ଏନ.ଏ.): ବିବାହ ପାଇଁ ଦୁଇ ପରିବାର ମଧ୍ୟରେ ଆଲୋଚନା ହେଲା। ଝିଅ ନାବାଳିକା ଥିବାରୁ ସାବାଳିକା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦୁଇ ପରିବାର ସହମତି...

ଜୁଲାଇ ଶେଷ ୨ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୯୭ହଜାର ଶିଶୁ: ରିପୋର୍ଟ

ଓ୍ବାଶିଂଟନ୍‌,୧୨।୮: ଆମେରିକାରେ ଜୁଲାଇ ଶେଷ ୨ସପ୍ତାହରେ ଅତି କମ୍‌ରେ ୯୭ହଜାର ଶିଶୁ କରୋନା ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରାଜ୍ୟସ୍ତରୀୟ ତଥ୍ୟର ଏକ ନୂତନ...

ବର୍ଷାରେ ଘର ଭାଙ୍ଗିବା ମାସେ ବିତିଲା : ମିଳୁନି କ୍ଷତିପୂରଣ, ପର ଘରେ ଆଶ୍ରୟ ନେଇଛନ୍ତି ସୁମନ୍ତଙ୍କ ପରିବାର

କର୍ଲାମୁଣ୍ଡା,୨୩।୯(ଡି.ଏନ୍‌.ଏ.) : କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ରେଗେଡ଼ା ପଞ୍ଚାୟତ ଯୋଗୀପିଲା ଗ୍ରାମର ସୁମନ୍ତ କୁମାରଙ୍କ...

ପେଟ ପୋଷିବା ଚିନ୍ତାରେ ଫୁଟ୍‌ପାଥ୍‌ ବେପାରୀ

ଖୋର୍ଦ୍ଧା ଅଫିସ,୨୯ା୩: ସମ୍ପ୍ରତି ଲକ୍‌ଡାଉନ ଯୋଗୁ ଗାଡ଼ି ଚଳାଚଳ, ଦୋକାନବଜାର ସବୁ ବନ୍ଦ ରହିଛି। କଟକଣା ଯୋଗୁ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳିସ୍ଥିତିରେ ଦିନମଜୁରିଆ,...

ବୃଦ୍ଧି ପାଉଛନ୍ତି ବାଘ

ଢେଙ୍କାନାଳ ଅଫିସ, ୨୫।୮ – ଢେଙ୍କାନାଳ ଜିଲାରେ କଲରାପତିରିଆ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି। ୧୦ ବର୍ଷ ତଳେ କାଁ ଭାଁ  ଠାବ କରାଯାଉଥିବା ଏହି...

Advertisement
Archives

Model This Week