ଛତ୍ରପୁର,୧।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ବୁଧବାର ଗୋଟିଏ ଦିନରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨ରେ ପହଞ୍ଚିଛି। ଏଥି ମଧ୍ୟରୁ ୯୯୩ ଜଣ ସୁସ୍ଥ ହୋଇଥିବା ବେଳେ ୪୬୪ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏହା ସହ ଜିଲାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି।
Posted inଆମ ଜିଲା ଖବର, ଗଞ୍ଜାମ