ମାସ୍କ ପିନ୍ଧି ନ ଥିବା ୨୫୦୦ ଜଣଙ୍କଠାରୁ ୧୨ ଲକ୍ଷ ଜରିମାନା ଆଦାୟ: ଏସ୍‌ପି

ଛତ୍ରପୁର,୧।୭(ଡି.ଏନ୍‌.ଏ.): କୋଭିଡ-୧୯ ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କରିବା ଆଗାମୀ ଦିନରେ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ଘରେ ରହିବା, ମେଡିକାଲ ବ୍ୟତୀତ ଅନ୍ୟ କାର୍ଯ୍ୟ ପାଇଁ ବାଇକ ବ୍ୟବହାର ନ କରିବା ଏବଂ ସରକାରଙ୍କ ଗାଇଡ୍‌ଲାଇନ ପାଳନ କରିବାକୁ ଜନସାଧାରଣଙ୍କୁ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ପରାମର୍ଶ ଦେଇଛନ୍ତି। ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ବୁଧବାର ଏକ ବୈଠକରେ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଗାଇଡଲାଇନ୍‌କୁ ପାଳନ କଲେ କରୋନାକୁ ଆମେ ହରାଇ ପାରିବା ବୋଲି ଏସ୍‌ପି କହିଛନ୍ତି। ବର୍ତମାନ ସୁଦ୍ଧା ମାସ୍କ ପିନ୍ଧି ନ ଥିବା ୨୫୦୦ ଜଣଙ୍କଠାରୁ ଗଞ୍ଜାମ ପୋଲିସ ୧୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣିସଂସ୍ଥା ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଜିଲା ପ୍ରଶାସନର ପ୍ରୟାସ

କାଳିଆପାଣି,୩୦।୪(ଡିଏନଏ)- ଲକ୍‌ଡାଉନ ଯୋଗୁ ଯାଜପୁର ଜିଲାରେ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଖଣିସଂସ୍ଥାଗୁଡ଼ିକ ପ୍ରଭାବିତ ହୋଇଛି। କିଛି ଖଣିରେ ଆଶିଂକଭାବେ କ୍ରୋମ ଉତ୍ତୋଳନ ଓ ପରିବହନ...

ପଦ୍ମବେଶ ପାଇଁ ପଦ୍ମମାଳ ଦେଉଛନ୍ତି ଚିନ୍ତାମଣି

ପୁରୀ ଅଫିସ, ୩୦ା୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ସମସ୍ତଙ୍କୁ ସେ ସୁଯୋଗ ମିଳି ନ ଥାଏ।...

ବିଶୋଧନ ହେବ ୧୫ ଗଁ।

ଓଡ଼ାପଡ଼ା, ୨୮।୪(ଡି.ଏନ.ଏ.) ମହାମାରୀ କରୋନାର ମୁକାବିଲା ପାଇଁ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ୧୫ ଗଁାକୁ ସମ୍ପୂର୍ଣ୍ଣ...

ନିଲମ୍ବନର ପ୍ରତିବାଦ: ଗୁରୁଦିବସରେ ଆତ୍ମ ଉତ୍ସର୍ଗ କରିବେ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ଖୋର୍ଦ୍ଧା ଅଫିସ, ୩।୯: ନିଲମ୍ବନର ପ୍ରତିବାଦ କରି ଗୁରୁଦିବସରେ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ (ଡିପିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବ୍ଲକ ଜାଗୁଳାଇପାଟଣା ବିଦ୍ୟାଳୟର...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ କରୋନା ଆକ୍ରାନ୍ତ ଚିହ୍ନଟଙ୍କୁ ଛାଡ଼ିଲେନି ପ୍ରବାସୀ, ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଅଡ଼ିବସିଲେ

ଭଣ୍ଡାରିପୋଖରୀ,୬ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ରହୁଥିଲେ ମଧ୍ୟ କାହାର ସ୍ବାବ୍‌ ଟେଷ୍ଟ କରାଯାଉ ନ ଥିବାରୁ...

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଛତ୍ରପୁର,୨୯ା୨(ଡି.ଏନ.ଏ) – ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ...

ଜେଲ୍‌ରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ଗ୍ୟାଙ୍ଗଷ୍ଟର ସକିଲଙ୍କ ଆଉ ଜଣେ ବାନ୍ଧବୀ ଗିରଫ

କଟକ ଅଫିସ, ୪ା୧: ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲଙ୍କ ଆଉଜଣେ ବାନ୍ଧବୀଙ୍କୁ ଶୁକ୍ରବାର ଗିରଫ...

କାନଝରି ଡ୍ୟାମରେ ଭାସୁଛି ମଲା କୁକୁଡା

କେନ୍ଦୁଝର, ୯ା୩(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାନଝରି ଡ୍ୟାମରେ ବସ୍ତାରେ ବନ୍ଧା ହୋଇଥିବା ବହୁ ସଂଖ୍ୟାରେ ମଲା କୁକୁଡ଼ା ଭାସୁଥିବା ଦେଖିବାକୁ ମିଳିଛି। ସୋମବାର ଆଖପାଖ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *