ଆମ ଜିଲା ଖବର

ବ୍ରହ୍ମପୁର ଆଇଟିଆଇକୁ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରଶଂସାପତ୍ର

ବ୍ରହ୍ମପୁର ଅଫିସ,୮ା୭- କୋଭିଡ୍‌-୧୯ର ମୁକାବିଲା ନେଇ ୟୁଭିସି ସୋଲ ସାନିଟାଇଜର, ୟୁଭିସି ସାନିଟାଇଜର ନିର୍ମାଣ ପାଇଁ ବ୍ରହ୍ମପୁର ଆଇଟିଆଇକୁ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ପ୍ରଶଂସାପତ୍ର ଦେଇଛନ୍ତି। ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କ ସୁରକ୍ଷା…

ପ୍ରତାରଣା ଅଭିଯୋଗ, ଜେଲ ଗଲେ ଫାଣ୍ଡି ଅଧିକାରୀ

ଖଲ୍ଲିକୋଟ,୮ା୭(ଡି.ଏନ୍‌.ଏ.)- ପୁଣି ଖାକିରେ କଳଙ୍କ। ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଦିନକୁ ଦିନ ସେମାନଙ୍କ ଉପରେ ପୋଲିସର ଅତ୍ୟାଚାର ବଢୁଛି। ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା ଅଭିଯୋଗରେ ଗଞ୍ଜାମ ଜିଲା…

ଦରମା ମିଳୁନି, କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ୍‌, ୮।୭ ଦୀର୍ଘ ୧୮ ମାସ ହେଲା ଦରମା ପାଇ ନ ଥିବା ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର କର୍ମଚାରୀ ଦିଗାମ୍ବର ନାଏକ ମଙ୍ଗଳବାର ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ହୋଇଛି। ଅତିରିକ୍ତ ଆର୍‌ଟିଓ…

ନିୟମ ଉଲ୍ଲଂଘନ, ୫ ଦୋକାନ ସିଲ୍‌

ଅନୁଗୋଳ ଅଫିସ୍‌, ୮।୭ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ବିଶେଷକରି ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅନୁଗୋଳ…

ଶିଳ୍ପାନୁଷ୍ଠାନ ପାଇଁ କଟକଣା

ଢେଙ୍କାନାଳ ଅଫିସ, ୮ା୭ ଢେଙ୍କାନାଳ ଜିଲାର ଶିଳ୍ପାନୁଷ୍ଠାନଗୁଡ଼ିକୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ନୂତନ କଟକଣା ଜାରି କରାଯାଇଛି। ବାହାରୁ ଆସୁଥିବା ଅଧିକାରୀ, କର୍ମଚାରୀ ଏବଂ ଶ୍ରମିକଙ୍କୁ କମ୍ପାନୀକୁ ବାରଣ କରାଯାଇଛି। କାରଖାନା ପରିସରରେ ରହୁଥିବା କର୍ମଚାରୀଙ୍କୁ…

୧୨ ସାପ୍ତାହିକ ହାଟ ବନ୍ଦ କଲା ଆର୍‌ଏମ୍‌ସି

ଅନୁଗୋଳ ଅଫିସ, ୮।୭ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନୁଗୋଳ ଜିଲାରେ ଥିବା ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ଆଞ୍ଚଳିକ ବଜାର ନିୟନ୍ତ୍ରିତ କମିଟି(ଆର୍‌ଏମ୍‌ସି) ଅଧୀନ ମୋଟ୍‌ ୧୨ଟି ସାପ୍ତାହିକ ହାଟକୁ ଜୁଲାଇ ଶେଷଯାଏ ବନ୍ଦ ରଖାଯାଇଛି। ଚାଷୀ ଓ…

ଉପାନ୍ତ ଦେଇ କେନ୍ଦୁଝରକୁ ଫିଟିବ ବାଟ

ଢେଙ୍କାନାଳ ଅଫିସ, ୮।୭ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଅଞ୍ଚଳ ଦେଇ କେନ୍ଦୁଝରକୁ ପକ୍କାସଡ଼କ ନିର୍ମାଣ ହେବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁମୋଦିତ ହେବା ପରେ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ…

କଟକ: ଆଉ ଦୁଇଦିନ ବଢ଼ିଲା ଶଟ୍‌ଡାଉନ ଅବଧି

କଟକ ଅଫିସ,୭ା୭- କଟକ ସହରରେ ଜାରି ହୋଇଥିବା ଶଟ୍‌ଡାଉନ ଅବଧିକୁ ବୃଦ୍ଧି କରିଛି ସିଏମ୍‌ସି। ପୂର୍ବରୁ ବୁଧବାର ମଧ୍ୟରାତ୍ରି ଯାଏ ଶଟ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ତାହାକୁ ଏବେ ଶୁକ୍ରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଯୋଗୁ…

ପ୍ରେମରେ ପ୍ରତିବନ୍ଧକ ସାଜିବାରୁ ପ୍ରେମିକାର ବାପାକୁ ହତ୍ୟା

ଟିଟିଲାଗଡ଼, ୭ା୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗଁାରେ ଗତ ୨ତାରିଖ ଘଟିଥିବା ବର୍ଜୁ ରଣା (୫୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟା ଘଟଣାର ମୁଖ୍ୟ ସୂତ୍ରଧର ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗଁା ଗ୍ରାମର ଆଦିଲ ମହମ୍ମଦ(୨୨)ବୋଲି…

ବାହାର ଲୋକଙ୍କୁ ସ୍ବର୍ଗଦ୍ୱାର ମନା: କରାଯିବନାହିଁ ସତ୍କାର

ପୁରୀ ଅଫିସ,୭।୭: ବୁଧବାରଠାରୁ ପୁରୀ ସ୍ବର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଲାଗିଛି। କରୋନା ସଂକ୍ରମଣ ଦୃଷ୍ଟିରୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି। ତଦନୁଯାୟୀ, ଜିଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ସ୍ବର୍ଗଦ୍ୱାରରେ ସତ୍କାର କରାଯିବ ନାହିଁ।…

ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା: ଆସନ୍ତା ୯ରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ସଟ୍‌ଡାଉନ୍‌; ଜାଣନ୍ତୁ..

ଛତ୍ରପୁର, ୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜ଼ିଲାର ବିଏମ୍‌ସି ସମେତ ୧୮ ସହରାଞ୍ଚଳ ଏବଂ ସାନଖେମୁଣ୍ଡି, ଶେରଗଡ଼, ପାତ୍ରପୁର, ଧରାକୋଟ, ଜଗନ୍ନାଥପ୍ରସାଦ ବ୍ଲକର ହେଡକ୍ୱାର୍ଟର ଶଟ୍‌ଡାଉନ୍‌ ରହିବ। ଆସନ୍ତା ୯ ତାରିଖରୁ…

ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ପୋଲସରା ସହରାଞ୍ଚଳକୁ ୫ ଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା

ପୋଲସରା, ୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ସହରରେ ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା । ଖାସ କରି ପୋଲସରା ଏନ୍‌ଏସିରେ ୪୦ରୁ ଊଦ୍ଧର୍‌ବ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ପୁଣି ନୂଆ ୧୨ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?