ମାଡ଼ ମାରିବା ଅଭିଯୋଗରେ ମୌଲବୀ ଅଟକ ଘଟଣା: ଆପୋସ ବୁଝାମଣା ପରେ ଛାଡ଼ିଦେଲା ପୋଲିସ
କେନ୍ଦ୍ରାପଡା ଅଫିସ, ୧୧।୭ ଟାଉନ ଥାନାରେ ଅଟକ ଥିବା ସ୍ଥାନୀୟ ଏକ ମଦ୍ରାସାର ମୌଲବୀଙ୍କୁ ଗୁରୁବାର ଆପୋସ ବୁଝାମଣା ପରେ ଛାଡ଼ି ଦେଇଛି ପୋଲିସ। ହେଲେ ଏଥିପାଇଁ ମୌଲବୀ ମଦ୍ରାସା ଛାଡ଼ିବା ସହିତ ଚାକିରୀରୁ ଭିଆରଏସ୍ ନେବେ ବୋଲି ପ୍ରତିପକ୍ଷଙ୍କୁ ଲେଖିତ…
କରୋନା କଟକଣା : ବିନା ଭକ୍ତରେ ସ୍ନାନ ମଣ୍ଡପରେ ଶ୍ରୀଜିଉ
କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜିଉଙ୍କ ସ୍ନାନଯାତ୍ରା ଶୁକ୍ରବାର ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ପାଇଁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଥିବା ଯୋଗୁ ବିନା ଭକ୍ତରେ ସ୍ନାନ ମଣ୍ଡପରେ ଶ୍ରୀଜିଉ ବିଜେ କରିଛନ୍ତି। ଏହି ଅବସରରେ…
ବିନା ଭକ୍ତରେ ଚାଲିଛି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା
ସଜନାଗଡ଼, ୫।୬(ଡି.ଏନ୍.ଏ.): ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲା ନୀଳଗିରି ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତି ଶୁକ୍ରବାର ଭୋରରୁ ଯଥା ରୀତିନୀତି ଅନୁସାରେ ଚାଲିଛି। ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ ଛେରା…
ବରଗଡ଼ରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା
ବରଗଡ଼ ଅଫିସ,୫ା୬: ବରଗଡ଼ ଜିଲାରେ ପୁଣି ୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅନ୍ତର୍ଗତ ସାତବନ୍ଧ, ଜାରିଂ କନପୁରୀ ଓ ବାନ୍ଦୁପାଲିର ଜଣେ ଲେଖାଏ ହୋଇଥିବା ବେଳେ ସମସ୍ତେ ତାମିଲନାଡୁ ଫେରନ୍ତା ବୋଲି ଜିଲା ସୂଚନା…
ଖୋର୍ଦ୍ଧାରୁ ପୁଣି ୯ କରୋନା ପଜିଟିଭ୍ ଚିହ୍ନଟ
ଖୋର୍ଦ୍ଧା ଅଫିସ,୫।୬: ଖୋର୍ଦ୍ଧା ଜିଲାରେ ଶୁକ୍ରବାର ପୁଣି ୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଟାଙ୍ଗିରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଙ୍ଗା ୧, ବାଣପୁର ୨, ବାଳକାଟୀ ୩ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି।…
ପୁରୀରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା
ପୁରୀ ଅଫିସ, ୫।୬: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୮୧ଜଣ ସୁସ୍ଥ ହୋଇଥିବା ବେଳେ ୧୮ଜଣ ଚିକିତ୍ସିତ ହେଉଛନ୍ତି। ତେବେ…
ଲକ୍ଡାଉନ୍ରେ ବ୍ୟବସାୟ ମାନ୍ଦା: ଋଣଭାର ଶୁଝି ନ ପାରି ବ୍ୟବସାୟୀଙ୍କ ଆତ୍ମହତ୍ୟା ଅଭିଯୋଗ
କୋରୁକୋଣ୍ଡା,୫।୬(ଡି.ଏନ୍.ଏ): କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକ୍ଡାଉନ୍ ଘୋଷଣା କରିଥିଲେ। ମାତ୍ର ଏହା ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପକାଇଛି। ଏଭଳି ପରିସ୍ଥିତିରେ ଋଣଭାର ଶୁଝି ନ ପାରି ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ…
ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ବଡ ଝିଅଙ୍କ ଜୀବନ ଗଲା
ଝାରସୁଗୁଡା ଅଫିସ,୫।୬: ଝାରସୁଗୁଡା ଥାନା ବିଟିଏମ୍ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ର ଜଣେ ଯୁବକଙ୍କ ମୃତ୍ୟୁ ପରେ ଗତ ସୋମବାର ପରିବାରର ୫ ଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଶୁକ୍ରବାର ବଡ଼ ଝିଅଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ…
ଭଦ୍ରକରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ ଛୁଇଁଲା
ଭଦ୍ରକ ଅଫିସ,୫ା୬: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ୪ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ ଛୁଇଁଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଭଦ୍ରକ, ବନ୍ତ ଓ ଧାମନଗର ବ୍ଲକ ଅଧିନସ୍ଥ ସଙ୍ଗରୋଧ…
ଆଜି ଦେବସ୍ନାନ ପୂର୍ଣ୍ଣିମା: ବିନା ଭକ୍ତରେ ସ୍ନାନମଣ୍ଡପରେ ବିଜେ ଶ୍ରୀଜିଉ, ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ୨ ଘଣ୍ଟା ବିଳମ୍ବରେ ହେଲା ଅବକାଶ ନୀତି
ବାରିପଦା ଅଫିସ,୫ା୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ତେବେ ୨ ଘଣ୍ଟା ବିଳମ୍ବରେ ନୀତିକାନ୍ତି ହୋଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ହୋଇଥିବା…
ଛେରାପହଁରା କଲେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ
ପୁରୀ ଅଫିସ, ୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ବେଦୀରେ ମହାପ୍ରଭୁଙ୍କ ଜଳଲାଗି ପରେ ନିର୍ଦ୍ଧାରିତ ସମୟରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରାପହଁରା କରିଛନ୍ତି। ଏହା…
ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ବୋଝେଇ ମିନିଟ୍ରକ୍ ଜବତ, ଡ୍ରାଇଭର ଫେରାର
ଓଡ଼ଗାଁ,୫ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ନାଉଖାଲ ନିକଟରୁ ବନ ବିଭାଗ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳଗଣ୍ଡି ବୋଝେଇ ମିନି ଟ୍ରକ ଜବତ କରିଛି। ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ କରଚୁଲି ଜଙ୍ଗଲରୁ…

