ବାବୁ ଦେଉନାହାନ୍ତି ବିଦ୍ୟୁତ୍ ବିଲ୍: ବଢ଼ି ବଢ଼ି ହେଲାଣି ୩ କୋଟି
ଅନୁଗୋଳ ଅଫିସ, ୨।୮: ପ୍ରତି ପ୍ରକୋଷ୍ଠରେ ଏସି, ଚକ୍ଚକ୍ ଆଲୁଅ। ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍ ଶକ୍ତି। ହେଲେ ଏ ବାବଦ ବିଲ୍ ପଇଠ କରୁନିି କାର୍ଯ୍ୟାଳୟ। ଫଳରେ ବକେୟା ବଢ଼ି ବଢ଼ି ଆସି ୩ କୋଟି…
ଫରେଷ୍ଟରଙ୍କୁ କଚାଡ଼ିଦେଲା ଦନ୍ତା
ପରଜଙ୍ଗ, ୨।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମହାବିରୋଡ ଗ୍ରାମ୍ୟ ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବାବେଳେ ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ପଙ୍ଗାତୀରା ଫରେଷ୍ଟର ଶଶିରେଖା ଦିଓ୍ବାନି। ଏଥିରେ ରେଞ୍ଜର ସୁବ୍ରତ କୁମାର ବେହେରାଙ୍କ ସମେତ ଫରେଷ୍ଟ ଗାର୍ଡ ଏବଂ ହାତୀ…
ବର୍ଷା ନାହିଁ, ଶୁଖିଲା ପଡ଼ିଛି ଜମି
ସୋନପୁର, ୨।୮(ନି.ପ୍ର.) ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାଭାବରୁ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଚାଷ ଜମି ଶୁଖିଲା ପଡିଛି। ଜିଲାର ଡୁଙ୍ଗୁରିପାଲି ଓ ବିନିକା ବ୍ଲକର ଚାଷ ଜମି ହୀରାକୁଦ କେନାଲ ଦ୍ୱାରା ଜଳସେଚିତ ହୋଇପାରୁଛି। କିନ୍ତୁ ସୋନପୁର, ତରଭା,…
ବାଦ୍ୟଯନ୍ତ୍ର କାରିଗରଙ୍କ ଜୀବିକା ଉପରେ କରୋନା ମାଡ଼
ଲୋଇସିଂହା,୨।୮(ଡି.ଏନ.ଏ.): ମହାମାରୀ କରୋନା ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଏଥିରୁ ବାଦ୍ ପଡିନାହାନ୍ତି ବାଦ୍ୟଯନ୍ତ୍ର ପ୍ରସ୍ତୁତକାରୀ କାରିଗର। ସେମାନଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଛି। ଏଭଳି ଦୁର୍ଦ୍ଦିନରେ ଗତି କରୁଛନ୍ତି ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗ୍ରାମର ଏକ…
୩୫କେଜି ଚାଉଳ ହିଁ ସାହା ଭରସା
କୋକସରା, ୨।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବାରିଆ ଗାଁର ଅସହାୟ ଦମ୍ପତି ଧନେଶ୍ୱର ରାଉତ ଓ ସପୁର ରାଉତ। ସେମାନଙ୍କ ଝିଅ ପୁଅ କିମ୍ବା ଆତ୍ମୀୟ କେହି ନାହାନ୍ତି । ବଳ ବୟସ ଥିବାବେଳେ କୁଲି ମଜୁରୀ…
ଗୋଦାମରେ ସେକ୍ସ ର଼୍ୟାକେଟ୍: ୨ ଦେହଜୀବୀ ଉଦ୍ଧାର, ୫ ଗ୍ରାହକ ଗିରଫ
ଗଞ୍ଜାମ,୧ା୮(ଡି.ଏନ୍.ଏ.)- ରମ୍ଭା ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରରେ ପାଟ୍ରୋଲିଂ କରୁଥିବାବେଳେ ଜହାମି ନିକଟ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଗୋଦାମରେ ଚଢାଉ କରିଥିଲା। ସେଠାରୁ ୨ ଦେହଜୀବୀଙ୍କୁ ଉଦ୍ଧାର କରିଥିବାବେଳେ ୫ ଗ୍ରାହକଙ୍କୁ ଗିରଫ କରିଛି। ଏକ କାର (ନଂ.ଓଆର୍୦୫ଏକ୍ସ-୦୬୮୧)…
ହତ୍ୟାକାରୀଙ୍କୁ ଗିରଫ ଦାବି: ଭେଜିପୁଟ ଫାଣ୍ଡି ଘେରିଲେ ଗ୍ରାମବାସୀ
ଖଲ୍ଲିକୋଟ,୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପଥରା ପଞ୍ଚାୟତ ଖଟିଆ ସାହିର ୩ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଶନିବାର ପୂର୍ବାହ୍ନ ୧୦ଟାରୁ ଭେଜିପୁଟ ଫାଣ୍ଡି ଘେରାଉ କରିଥିଲେ। ଜୁଲାଇ ୩ରେ ଘଟିଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏପରି ଘେରାଉ…
ସୁନ୍ଦରଗଡ଼, ରାଜଗାଙ୍ଗପୁର ପୌରାଞ୍ଚଳରେ କଟକଣା ଜାରି
ସୁନ୍ଦରଗଡ଼,୧ା୮(ଡି.ଏନ୍.ଏ.)-ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ୍ ଘୋଷଣା କରାଯାଇଛି । ଏଥିସହିତ ଜିଲାର ସୁନ୍ଦରଗଡ଼ ଏବଂ ରାଜଗାଙ୍ଗପୁର ପୌରାଞ୍ଚଳରେ ଅଗଷ୍ଟ ୧ରୁ…
ପ୍ରେମିକାଙ୍କୁ ବ୍ରିଜ୍ତଳକୁ ଠେଲି କ୍ବାରାଣ୍ଟାଇନରେ ପ୍ରେମିକ
ବରଗଡ଼ ଅଫିସ୍,୧।୮-ପ୍ରେମିକାଙ୍କୁ ବ୍ରିଜ୍ ତଳକୁ ଠେଲି ଦେଇ ଜଣେ ଯୁବକ ଏକ ଟିଏମ୍ସିରେ କ୍ବାରାଣ୍ଟାଇନରେ ରହିବା ଘଟଣା ଏବେ ବରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀ ଜଣକ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ,…
ଭଦ୍ରକ ଜିଲା: ଶନିବାର, ରବିବାର ଶଟ୍ଡାଉନ
ଭଦ୍ରକ ଅଫିସ, ୧ା୮-ଅଗଷ୍ଟ ମାସର ସବୁ ଶନିବାର ଓ ରବିବାର ଶଟ୍ଡାଉନ ରହିବ। ଭଦ୍ରକ ଜିଲାର ବିଭିନ୍ନ କୋଣାନୁକୋଣରେ ଏହି ନିୟମ ବଳବତ୍ତର ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପୂର୍ବଭଳି ଅତ୍ୟାବଶ୍ୟକ ସେବାକୁ…
ରାମମନ୍ଦିର ନିର୍ମାଣ ଭୂମିପୂଜା ଲାଗି ଡାକଯୋଗେ ପଠାଗଲା ଋଷିକୂଲ୍ୟା ଜଳ
ପୁରୁଷୋତ୍ତମପୁର,୧ା୮: ଅଯୋଧ୍ୟାଠାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା ନିମନ୍ତେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ବାସସ୍ଥାନ ରତ୍ନଗିରି ପାହାଡ଼ର ମାଟି ଓ ପବିତ୍ର ଋଷିକୂଲ୍ୟା ନଦୀର ଜଳ ଲାଗି ପାଇଁ…
ଓପିଜିସି ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି: ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ
ଲଖନପୁର,୧ା୮(ଡି.ଏନ୍.ଏ.): ଓଡିଶା ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଶନିବାର ସକାଳ ୮.୫୪ ମିନିଟ୍ରୁ ୨୧୦ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ପ୍ରକଳ୍ପର ସୂଚନା ଓ…

