ଆମ ଜିଲା ଖବର

ଶୌଚାଳୟ ଅବସ୍ଥା ଶୋଚନୀୟ

ମାଧପୁର, ୨୩ା୮: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୪ବର୍ଷ ତଳେ ମାଧପୁର ପଞ୍ଚାୟତ ପ୍ରଶାସନ ପକ୍ଷରୁ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ତାହା…

ବସ୍ତାରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ୍‌

ବସ୍ତା,୨୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଳକ ପତ୍ରଝଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛି। କିଛି ମାସ ଧରି ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତ ରାସଗୋବିନ୍ଦପୁର ବ୍ଲକରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀମାନେ ଦିନରେ ବଣ ଭିତରେ ରହୁଥିବାବେଳେ…

ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ ପ୍ରବେଶ: ଚାଷୀ ଆତଙ୍କିତ

ବାଲିଆପାଳ,୨୨।୮(ସ୍ବ.ପ୍ର)- ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ନଦୀରେ ଶନିବାର ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ତଳିଆ ଅଞ୍ଚଳର ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅପରାହ୍ନ ୩ଟାରେ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲା। ସେଠାରେ ବିପଦ…

କଟକ ସହରରୁ ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୨।୮-କଟକ ସହରରେ ଶନିବାର ପୁଣି ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏସସିବି ମେଡିକାଲ ଆଇସୋଲେଶନର ଓ୍ବାର୍ଡରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ…

କୋରାପୁଟରେ ୨୪୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୦ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୮୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୦ ପୁରୁଷ ଏବଂ ୩୦ ମହିଳା ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୨୪୩୦କୁ ବୃଦ୍ଧିପାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ଟିଏମସିରୁ…

କରୋନା କଟକଣା: ଫିକା ପଡ଼ିଛି ଗଣେଶ ପୂଜା

ବାଲିଗୁଡ଼ା,୨୨ା୮(ଡି.ଏନ୍‌.ଏ.) : ଆଜି ପ୍ରଭୁ ଗଣେଶଙ୍କ ପୂଜା । ହେଲେ ଚଳିତ ବର୍ଷ ସମଗ୍ର କନ୍ଧମାଳ ଜିଲା ସମେତ ବାଲିଗୁଡ଼ା ଟାଉନରେ ଫିକା ପଡ଼ିଛି ଏହି ଉତ୍ସବ। ଏହାକୁ ନେଇ ନିରାଶ ହୋଇଛନ୍ତି ବାଲିଗୁଡ଼ା ବାସିନ୍ଦା। ଚଳିତ ବର୍ଷ କରୋନା କଟକଣା…

ହତ୍ୟା ଉଦ୍ୟମ ମାମଲା: ଦୁର୍ଦ୍ଦାନ୍ତ ଟୁନା କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୮: ଏନ୍‌କାଉଣ୍ଟର ପରେ ବି ଭୟ ନାହିଁ। ପୋଲିସକୁ ଚାଲେଞ୍ଜ କରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଦୁର୍ଦ୍ଦାନ୍ତ ଟୁନା ଦାସ(୩୨)। ଟାଉନ ଥାନା ପୋଲିସ କେସ ନମ୍ବର ୧୫୪/୨୦ରେ ଖଲାସି ସାହିର ଦୁର୍ଦ୍ଦାନ୍ତ ଟୁନାଙ୍କୁ…

କରୋନା ସଚେତନତା ସୃଷ୍ଟି କରୁଛନ୍ତି ଏହି କୁନି ଗଣେଶ, ଛୁଟୁଛି ପ୍ରଶଂସାର ସୁଅ

ନିଶ୍ଚିନ୍ତକୋଇଲି,୨୨ା୮(ସ୍ବ.ପ୍ର.): କରୋନା କଟକଣା ପାଇଁ ଗଣେଶ ପୂଜା ଶିକ୍ଷାନୁଷ୍ଠାନ ଓ ଗ୍ରାମରେ ଏକପ୍ରକାର ଫିକା ପଡ଼ିଯାଇଛି। କିନ୍ତୁ ଛାତ୍ରୀଛାତ୍ର ସିନା ବିଦ୍ୟାଳୟକୁ ଗଲେନି କିନ୍ତୁ ସେମାନେ ବିଦ୍ୟାଦାତା ଗଣପତିଙ୍କୁ ଆରାଧନା କରିବା ସହିତ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଅଭିନବ ପ୍ରୟାସ…

ଦିନରେ ବନ୍ଧା ହୋଇଥିଲେ, ରାତିରେ ଖସି ପଳାଇଲେ

ଆର୍‌.ଉଦୟଗିରି,୨୨ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ଥାନା ହାଜତରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲିକ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୋଲିସ…

ମାଲକାନଗିରି ସୀମାନ୍ତ ଏହି ଛାତ୍ରୀଙ୍କୁ ଲୁହ ପୋଛିବାକୁ କହିଲେ ସୋନୁ ସୁଦ, ଜାଣନ୍ତୁ କାହିଁକି

ମାଲକାନଗିରି,୨୨ା୮: ପ୍ରବଳ ବର୍ଷା ଯୋଗୁ ବନ୍ୟାରେ ସବୁକିଛି ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟର୍‌ରେ ଦେଖିବା ପରେ ସହାୟତା…

ଏହି ଭାଜପା ନେତାଙ୍କୁ କରୋନା

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଏମ୍‌ପି ଓ ମନ୍ତ୍ରୀ ଜୟରାମ ପାଙ୍ଗି ଶନିବାର କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍‌ କରି କହିଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ କୋରାପୁଟରେ ରହି ଚିକିତ୍ସିତ ହେଉଛନ୍ତି। ସେପଟେ ପଜିଟିଭ୍‌…

ନୂଆଁଖାଇ ପାଳନ ପାଇଁ ବଜାର ସାମାନ୍ୟ ଚଳଚଞ୍ଚଳ, ଚାଲିଛି କିଣାବିକା

ବଲାଙ୍ଗୀର,୨୨ା୮: ଚଳିତବର୍ଷ କରୋନା କଟକଣା ଯୋଗୁ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇରେ ପ୍ରଭାବ ପଡ଼ିଛି। ସହରରେ ବିନା ଗହଳିରେ ସାଧାରଣ ଭାବରେ ନୂଆଁଖାଇ ପାଳନ ପାଇଁ ସହର ବଜାର ସାମାନ୍ୟ ଚଳଚଞ୍ଚଳ ହୋଇଛି। ତିନି ଚାରି ଦିନ ଆଗରୁ ନୂଆଁଖାଇ ପ୍ରସ୍ତୁତି ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?