ଆମ ଜିଲା ଖବର

ସ୍ବାମୀଙ୍କ ଶେଷ ଦର୍ଶନ ପାଇଁ ସୁଯୋଗ ଦେଲେନି ଶାଶୁଘର ଲୋକେ, ଏସ୍‌ପିଙ୍କୁ ଗୁହାରି ଜଣାଇ ହତ୍ୟାକାରୀଙ୍କୁ ଗିରଫ ଦାବି କଲେ ସ୍ତ୍ରୀ

ଭବାନୀପାଟଣା,୭।୯(ଡି.ଏନ୍‌.ଏ.): ସ୍ବାମୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୋମବାର କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା। ଏସ୍‌ପି ମହିଳାଙ୍କ ଅଭିଯୋଗ ଶୁଣି କେସିଙ୍ଗା ଥାନାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେସିଙ୍ଗା ଥାନା ଆଇଆଇସି ମାମଲା ରୁଜୁ କରିବା…

କଳାହାଣ୍ଡିରେ ୧୭ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବଢ଼ୁଛି ଚିନ୍ତା

ଭବାନୀପାଟଣା,୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। ଏ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ଗତ ୬ ତାରିଖ ୫ଟା ସୁଦ୍ଧା ଜିଲାର ବିଭିନ୍ନ ବ୍ଲକରେ ୨୬ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଥିବା…

ଗଞ୍ଜାମରେ ଧାନ ବିକିବା ପାଇଁ ୯୯.୬୪ ପ୍ରତିଶତ ଚାଷୀ କରିଛନ୍ତି ପଞ୍ଜିକରଣ

ଛତ୍ରପୁର, ୭।୯(ଡି.ଏନ୍‌.ଏ.): ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ ମୋଡରେ କରିବା ସକାଶେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୯.୦୮.୨୦୨୦ରିଖ ବୈଠକରେ ଯୋଗାଣ ବିଭାଗ ଓ ସମବାୟ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଗତ ବର୍ଷ…

ଚୋରି ସାମଗ୍ରୀ କିଣିବା ପଡ଼ିଲା ମହଙ୍ଗା: ଚୋର ସମେତ ୬ ଗିରଫ

ଭବାନୀପାଟଣା,୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ମାମଲାରେ ଥାନା ଅଞ୍ଚଳର ଲୋକଙ୍କ ଘରେ ପସି ମୋବାଇଲ, ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଚୋରଙ୍କୁ ଗିରଫ କରିଛି। ଏହା ସହ ଚୋରି ସାମଗ୍ରୀ…

ମାଓବାଦୀଙ୍କ ବିରୋଧରେ ପୁଣି ଗର୍ଜିଲେ ଯୋଡାମ୍ବ ପଞ୍ଚାୟତବାସୀ

ଚିତ୍ରକୋଣ୍ଡା,୭।୬: ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପୁଣି ଗର୍ଜିଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ପଞ୍ଚାୟତବାସୀ। ସ୍ବାଭିମାନ ଅଞ୍ଚଳ ଆଦିବାସୀ ବିକାଶ ଶାନ୍ତି ପରିଷଦର ଆହ୍ବାନ କ୍ରମେ ଏହି ପ୍ରଜାମେଳିଟି ଦାରଲାବେଡାଠାରେ ଅନୁଷ୍ଠିତ ହୋଇଥିଲା। ତେବେ ସ୍ବାଭିମାନ ଅଞ୍ଚଳବାସୀଙ୍କ…

୨୪ ଘାଇ ପାଇଁ ୧୨.୩୯ କୋଟି ବ୍ୟୟ ଅଟକଳ

ଯାଜପୁର ଅଫିସ,୭।୯: ଯାଜପୁର ଜିଲାର ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ହୋଇଥିବା ବନ୍ୟାରେ ଜାରକା ଜଳସେଚନ ଡିଭିଜନ ଅଧୀନରେ ଥିବା ନଦୀବନ୍ଧରେ ୨୧ ଏବଂ ଯାଜପୁର ଜଳସେଚନ ଡିଭିଜନରେ ୪ଟି ଘାଇ ସୃଷ୍ଟି ହୋଇଛି। ଏସବୁର ପୁନରୁଦ୍ଧାର ପାଇଁ ୧୨ କୋଟି…

ଚାକିରି ଦେବା ନାଁରେ ଦେଢ଼ଲକ୍ଷ ଠକେଇ

ଭୁବନେଶ୍ୱର,୭।୯(ବ୍ୟୁରୋ): ଏମ୍‌ସରେ ଚାକିରି ପାଇଁ ଘର ବନ୍ଧା ପକାଇ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଅଚ୍ୟୁତପୁର ଗ୍ରାମର କାର୍ତ୍ତିକ କୁମାର ସାହୁ। ହେଲେ ଟଙ୍କା ନେବା ପରେ ଠକ ଜଣକ ଚାକିରି ନ ଦେଇ ଲୋକ…

ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବିକା

ପୁରୀ ଅଫିସ, ୭।୯: ତାଳପତ୍ର ହିଁ ଦେଖାଇଛି ବଞ୍ଚିବାର ରାହା। ପରିଚୟ ପଛରେ ବି ତାଳପତ୍ରର ନାଁ। ଏହାକୁ ନେଇ ସେମାନେ ସ୍ବପ୍ନ ଦେଖନ୍ତି ଆଉ ସମ୍ଭାବନା ସୃଷ୍ଟି କରନ୍ତି। ସକାଳୁ ରାତି ଯାଏ ତାଳପତ୍ର ପାଲଟିଯାଏ ସେମାନଙ୍କ ସାଥୀ। ନିଜ…

ବର୍ଷା-ଅନୁଭବ ବିବାଦ: ଶୁଣାଣି ତାରିଖ ଘୁଞ୍ଚିଲା

କଟକ ଅଫିସ,୭ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅନୁଭବଙ୍କ ବିରୋଧରେ ଅଭିଯୋଗ ଉଠାଇ ବର୍ଷା କଟକସଦର ଏସ୍‌ଡିଜେଏମ୍‌ କୋର୍ଟଙ୍କ…

ଷ୍ଟ୍ରେଚର୍‌ରେ ଖୋଲାଖୋଲି ନିଆଯାଉଛି ମୃତଦେହ

କଟକ ଅଫିସ,୬ା୯: ଏସ୍‌ସିବି ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଖୋଲାଖୋଲି ଭାବେ ସର୍ବ ସମ୍ମୁଖରେ ଷ୍ଟ୍ରେଚର୍‌ରେ ରଖି ନିଆଯାଉଛି। ଏହାକୁ ଦେଖି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମନୋବଳ ଭାଙ୍ଗିବା ସହ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷକରି ନୂଆ ରୋଗୀଟିଏ ହସ୍ପିଟାଲରେ…

ଇନ୍ଦ୍ରଦ୍ୟୁମ୍ନରେ ପଶୁଛି ମଇଳା ପାଣି

ପୁରୀ ଅଫିସ,୭ା୯: ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ପଶୁଛି ମଇଳା ପାଣି। ସ୍ବେରେଜ ନଳା ଫାଟିଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଏକାଧିକଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିିଁ। ଫଳରେ ପବିତ୍ର…

ପ୍ରଶାସନକୁ ନ ଜଣାଇ କରୋନା ରୋଗୀଙ୍କୁ ପୋଡ଼ିିଦେଲେ

ନୟାଗଡ ଅଫିସ,୭ା୯: ନୟାଗଡ ସହର ନୀଳାଦ୍ରିବିହାରରେ ଜଣେ କରୋନା ପଜିଟିଭ୍‌ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକ ପ୍ରଶାସନକୁ ନଜଣାଇ ପୋଡ଼ି ଦେଇଛନ୍ତି। ଖବର ଜଣାପଡ଼ିବା ପରେ ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଘଟଣାର ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?