ଆମ ଜିଲା ଖବର

ଗଞ୍ଜାମରେ ଟ୍ରେନ ରହଣି ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଛତ୍ରପୁର,୯ା୯(ଡି.ଏନ୍‌.ଏ.): ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅନଲକ୍‌ ୪ ଗାଇଡ୍‌ଲାଇନ ଅବମାନନା କରି ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ବ୍ରହ୍ମପୁର ଗଞ୍ଜାମ, ଛତ୍ରପୁର, ବାଲୁଗାଁ ଷ୍ଟେଶନରେ ସ୍ପେଶାଲ ଟ୍ରେନ୍‌ ଫାଲ୍‌କନାମା, କୋଣାର୍କ…

ଅନୁଭବଙ୍କୁ ଗିରଫ, ବର୍ଷାଙ୍କୁ ନ୍ୟାୟ ଦାବିରେ ଗର୍ଜିଲା ଭାଜପା ମହିଳାମୋର୍ଚ୍ଚା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ସ୍ତ୍ରୀ ଅଭିନେତ୍ରୀ ବର୍ଷାଙ୍କ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ଏହାକୁ କଳାହାଣ୍ଡି ଜିଲା ଭାଜପା ମହିଳାମୋର୍ଚ୍ଚା ବିରୋଧ କରି, ଏମ୍‌ପି ସମସ୍ତ ମର୍ଯ୍ୟାଦା ଉଲ୍ଲଂଘନ କରିବା ସହ ବର୍ଷାଙ୍କ ପ୍ରତି…

ମାସ୍କ ନ ଥିଲେ ଯାତ୍ରୀଙ୍କୁ ଗଞ୍ଜାମ ପ୍ରବେଶ ମନା: ବସ୍‌, ଅଟୋରେ ଚାଲିଛି ଯାଞ୍ଚ

ଛତ୍ରପୁର,୯।୯(ଡି.ଏନ୍‌.ଏ.): କରୋନା ଭୟ ବର୍ତ୍ତମାନ ବି ଗଞ୍ଜାମ ଜିଲାରେ ଶେଷ ହୋଇନାହିଁ । କରୋନା ଶେଷ ହୋଇଗଲା ଭାବି ଜିଲାବାସୀ ବେଖାତିର ଭାବେ ବୁଲାବୁଲି କରୁଛନ୍ତି। ସତର୍କତା ନିୟମ ପାଳୁ ନାହାନ୍ତି। ଏହା ସେମାନଙ୍କ ପ୍ରତି ବିପଦ। ଏଣୁ ସତର୍କ ରହିବା…

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନୟାଗଡ଼ ଅଫିସ, ୯।୯: ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ମାଳିସାହି ଗାଁରେ ମଙ୍ଗଳବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଲୋକ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ହେଲେ…

୨୧ରୁ କାର୍ଯ୍ୟକ୍ଷମ ହେବ ନୂତନ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ, ୯ା୯: ଏସ୍‌ସିବି ମେଡିକାଲରେ ୨୦୦ ଶଯ୍ୟା ଓ ୨୫ଟି ଆଇସିୟୁ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏସ୍‌ସିବିରେ ଗୁରୁତ୍ୱର କରୋନା ରୋଗୀଙ୍କ ପାଇଁ ୩୯ଟି ଆଇସିୟୁର ବ୍ୟବସ୍ଥା କରାଯିବ। ନୂତନ କୋଭିଡ…

ଜମିରେ ପଚୁଛି ଧାନ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ,୯ା୯: ରାଜୁଆ ଓ ଦୟା ନଦୀରେ ବନ୍ୟା ଯୋଗୁ ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବାଲିଅନ୍ତା, ବାଲିପାଟଣା, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ବ୍ଲକ ଅଞ୍ଚଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ୪୦ଗ୍ରାମ ପାଣିଘେରରେ ରହିଥିଲା। ଏହି…

ରାଉରକେଲା କୋଭିଡ୍‌ ସ୍ଥିତି ସମୀକ୍ଷା

ଭୁବନେଶ୍ୱର ୯।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ରାଉରକେଲା ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି।…

କଟକ ସହରରୁ ଆଉ ୨୩୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୮।୯: କଟକ ସହରରୁ ମଙ୍ଗଳବାର ଆଉ ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୪୫ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୯୧ ରହିଛି। ମାଣିକ ଘୋଷ ବଜାରରୁ ୫ଜଣ, ନନ୍ଦୀ ସାହିରୁ ୫,…

ରାଉରକେଲା କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ୮।୯(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ରାଉରକେଲା ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି…

କରୋନା ଯୁଦ୍ଧରେ ହାରିଗଲେ ସବ୍‌ଇନ୍ସପେକ୍ଟର

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବଡମାଲ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ରାଜକିଶୋର ସାମଦ(୪୨) ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗତ ଅଗଷ୍ଟ ୧୭ରୁ ସେ ଜିଲା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି।…

ଇବ୍‌ ନଦୀକୁ ଖସିଲା ହାଇୱା: ୨ ନିଖୋଜ

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବନହରପାଲି ଥାନା ରମ୍ପେଲା ବ୍ରିଜ ଉପରୁ ମଙ୍ଗଳବାର ଏକ ହାଇଓ୍ବା (ନଂ.ଓଡି ୨୩କେ୧୫୪୭) ଭାରସାମ୍ୟ ହରାଇ ଇବ ନଦୀକୁ ଖସିପଡିଛି। ଫଳରେ ହାଇଓ୍ବାଟି ସମ୍ପୂର୍ଣ୍ଣ ନଦୀରେ ବୁଡିଯାଇଛି। ସମ୍ବଲପୁର ରେଙ୍ଗାଲିରୁ କୁମ୍ଭାରବନ୍ଧ ଅଭିମୁଖେ ହାଇଓ୍ବାଟି ଆସୁଥିବାବେଳେ ଏହି ଦୁର୍ଘଟଣା…

ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି: ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ କୁଶପୁତଳିକା ଦାହ

ପଟ୍ଟାମୁଣ୍ଡାଇ, ୮।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବିକରି ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ ବାଇପାସ୍‌ ଛକଠାରେ ଆନ୍ଦୋଳନ ହୋଇଛି। ‘ମା’କୁ ସମ୍ମାନ’ ନାରା ଦେଇ ଆସୁଥିବା ସରକାରୀ ଦଳର ଜଣେ ଏମ୍‌ପି ନିଜ ସ୍ତ୍ରୀଙ୍କୁ ନିର୍ଯାତନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?