ଆମ ଜିଲା ଖବର

ପୁରୀ ସ୍ଥିତି ଅସମ୍ଭାଳ: କଡ଼ା ପଦକ୍ଷେପ ନାହିଁ

ପୁରୀ ଅଫିସ,୧୯। ୯: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଲକ୍‌ଡାଉନ ହଟିଯିବା ପରେ କଟକଣାକୁ ଅଧିକାଂଶ ମାନୁନାହାନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବେଗ ପରେ ଏବେ ଡିଜିପି ଅଭୟ ଟୁଇନ୍‌ ସିଟି…

ସିପିଙ୍କ ଜବାବପତ୍ରକୁ ନେଇ ବିବାଦ

କଟକ ଅଫିସ,୧୯। ୯: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ନିକଟରେ ପୋଲିସ କମିଶନର(ସିପି) ଡ. ସୁଧାଂଶୁ ଷଡଙ୍ଗୀ ଦାଖଲ କରିଥିବା ଜବାବପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି। କଟକଚଣ୍ଡୀ ମନ୍ଦିର ପୂଜକ ମନୋଜ କୁମାର ପଣ୍ଡା…

ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ

ପୁରୀ ଅଫିସ,୧୯।୮: ପୁରୀରେ ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ପୁରୀ ବେଳାଭୂମିରେ ଆୟୋଜନ ହୋଇଥିଲା ସଫେଇ କାର୍ଯ୍ୟକ୍ରମ । ଜିଲା ପ୍ରଶାସନ ପକ୍ଷରୁ ଏହାର ଆୟୋଜନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ…

ଟାର୍ଗେଟ୍‌ ପୂରଣ କରିପାରୁନି ‘ସୁକନ୍ୟା ସମୃଦ୍ଧି’

ଅନୁଗୋଳ ଅଫିସ, ୧୯ା୯ – କୌଣସି କ୍ଷେତ୍ରରେ ପଛରେ ନାହାନ୍ତି ଝିଅ। ତଥାପି ଝିଅଟିଏ ଅପେକ୍ଷା ପୁଅଟିକୁ ପଢ଼ାଇ ଆଗକୁ ବଢ଼ାଇବାକୁ ଅନେକ ଅଭିଭାବକ ପସନ୍ଦ କରିଥାନ୍ତି। ଏପରି କି କନ୍ୟାସନ୍ତାନଟିଏ ଜନ୍ମହେଲେ ମନଊଣା କରୁଥିବା ମାତାପିତାଙ୍କର ମଧ୍ୟ ଅଭାବ ନାହିଁ।…

ଅଭିନବ ଉପାୟରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା: ହିଂସ୍ରଜନ୍ତୁଙ୍କୁ ଡରାଉଛି କୃତ୍ରିମ ଆଖି

ବାରିପଦା ଅଫିସ,୧୯ା୯-ଗୃହପାଳିତ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ମୟୂରଭଞ୍ଜ ଜିଲାର ବନବାସୀମାନେ ଅଭିନବ ଉପାୟ ଆପଣାଇଛନ୍ତି। ଗାଈବଳଦଙ୍କ ପଛପାର୍ଶ୍ୱରେ ରଙ୍ଗତୂଳୀରେ କୃତ୍ରିମ ଆଖି ଆଙ୍କି ହିଂସ୍ରଜନ୍ତୁଙ୍କଠାରୁ ସେମାନଙ୍କୁ ରକ୍ଷା କରି ପାରୁଛନ୍ତି। ବଣଜଙ୍ଗଲରେ ବସବାସ କରୁଥିବା ଲୋକେ ଏହି ଉପାୟ ଅବଲମ୍ବନ…

ଡେକଚି ପାଣିରେ ବୁଡି ଚାଲିଗଲା ଶିଶୁକନ୍ୟାର ଜୀବନ

ମାଧପୁର,୧୮।୯-ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ମନରବେଡ଼ା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଡେକଚି ପାଣିରେ ବୁଡି ଜଣେ ଶିଶୁକନ୍ୟା ମୃତ୍ୟୁବରଣ କରିଛନ୍ତି। ସୂଚନାଅନୁସାରେ, ଗ୍ରାମର ଅଶୋକ କୁମୁରାଙ୍କ ପତ୍ନୀ ଆରତୀ କୁମୁରା ରୋଷେଇ କରୁଥିବା ସମୟରେ ତାଙ୍କର…

କୋରାପୁଟ ଜିଲାରେ କରୋନାର ସମାନ୍ତରାଳ ଗତି : ଆଉ ୯୯ ପଜିଟିଭ୍‌

କୋରାପୁଟ,୧୮।୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା କରୋନାର ସମାନ୍ତରାଳ ଗତି ଦେଖିବାକୁ ମିଳିଛି । ଜିଲାରେ ବର୍ତ୍ତମାନ ୯୦ରୁ ୧୦୦ ମଧ୍ୟରେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଜିଲା ପ୍ରଶାସନର ରିପୋର୍ଟରୁ ଜଣାପଡିଛି । ଶୁକ୍ରବାର ଜିଲାରେ…

ଓପିଜିସି ପ୍ରକଳ୍ପରେ ଦୁର୍ଘଟଣା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଗଞ୍ଜାମର ଠିକା ଶ୍ରମିକ, କ୍ଷତିପୂରଣ ଦାବି

ଲଖନପୁର,୧୮।୯(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ୟୁନିଟ ଇଏସ୍‌ପି ହପର୍‌ ଖସି ପଡିବା ଫଳରେ ଗରମ ପାଉଁଶ ପଡି ୬ଜଣ ଠିକା ଶ୍ରମିକ ପୋଡି ଯାଇ ଆହତ ହୋଇଥିଲେ । ଗତ ୫ତାରିଖରେ…

ଘରେ ଘରେ ଥଣ୍ଡା, ଜ୍ୱର ରୋଗୀ

କେନ୍ଦ୍ରାପଡା ଅଫିସ,୧୮ା୯: କେନ୍ଦ୍ରାପଡ଼ା ଜିଲାରେ କରୋନା ସଂକ୍ରମଣ ଆଶଙ୍କା ପାଇଁ ସାଧାରଣ ଚିକିତ୍ସା ସେବା ଗତ ମାର୍ଚ୍ଚରୁ ପ୍ରଭାବିତ ହୋଇଛି। ସାମାଜିକ ଦୂରତ୍ୱ ଓ ଅନ୍ୟ କୋଭିଡ୍‌-୧୯ ନିୟମାବଳୀ କାର୍ଯ୍ୟକାରୀ ହେବା ପରେ ଜ୍ୱର, ଥଣ୍ଡା କାଶ ପରି ଲକ୍ଷଣ ଥିବା…

ବାଜି ଲାଗିଛି ଜୀବନ ଜୀବିକା: ପୁଣି ପ୍ରବାସୀ କର୍ମଭୂମି ମୁହାଁ

ମାଧପୁର,୧୮ା୯(ଡି.ଏନ୍‌.ଏ.): ଜୀବନ ଜୀବିକା ଲାଗିଛି ବାଜିରେ। ଦୁଇ ଓଳା ଦୁଇମୁଠା ଦାନା ଯୋଗାଡ଼ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି କର୍ମଭୂମି ମୁହାଁ ହୋଇଛନ୍ତି। କାରଣ ଲକ୍‌ଡାଉନ ପରେ ରୋଜଗାର ହରାଇ ନିଜ ନିଜ ଘରକୁ…

ଦାରିଙ୍ଗବାଡ଼ି ଶାଖା ପରିଚାଳକଙ୍କୁ କରୋନା, ପୁଣି ବନ୍ଦ ହେଲା ବ୍ୟାଙ୍କ

ଦାରିଙ୍ଗବାଡ଼ି,୧୮ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଶାଖା ପରିଚାଳକଙ୍କ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ୪୮ଘଣ୍ଟା ପାଇଁ ଶାଖାକୁ ବନ୍ଦ କରି ଦିଆଯାଇଛି। ଗତ କିଛିଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିବାରୁ ନିଜ ସ୍ବାବ୍‌ ଟେଷ୍ଟ…

ମା’ ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗ: ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା

ଯାଜପୁର ଟାଉନ୍‌,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲାର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗରେ ପୂର୍ବରୁ ମନ୍ଦିର ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିବା ବେଳେ ବୁଧବାର ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଯାଜପୁର ଓକିଲ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?