ଦାଣ୍ଡରେ ବିତୁଛି ପ୍ରତିଷ୍ଠିତ ମିଲ୍ ମାଲିକଙ୍କ ଜୀବନ
ଜୟପୁର,୧୮।୩(ନି.ପ୍ର.) – ଜୀବନରେ ଅଭାବ କ’ଣ ଜଣା ନ ଥିଲା। ପାଖରେ ଥିଲା ୨୫ ଏକର ଚାଷଜମି, ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନଘର ସାଙ୍ଗକୁ ଧାନ ମିଲ୍। ଏସବୁ ସମ୍ପତ୍ତିର ମାଲିକ ଥିବା ଦମ୍ପତି ଏବେ ନିଃସ୍ବ। ଯୋଗାଣ...
ବିଷାକ୍ତ ହେଲାଣି ରେଙ୍ଗାଳି ଦକ୍ଷିଣ କେନାଲ ପାଣି
ତାଳଚେର,୧୮ା୩(ନି.ପ୍ର.) – ତାଳଚେର ସହର ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ ଏବେ ଡ୍ରେନ୍ରେ ପରିଣତ ହୋଇଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଅନୁଗୋଳ ଜିଲାପାଳ, ତାଳଚେର ଉପଜିଲାପାଳ ଏବଂ...
କରୋନା କର୍ନର, ଆଇସୋଲେଶନ୍ ୱାର୍ଡ ବାଧ୍ୟତାମୂଳକ
ଅନୁଗୋଳ ଅଫିସ୍, ୧୮।୩ – କରୋନା ଭୂତାଣୁ କୋଭିଡ୍-୧୯ର ପ୍ରତିରୋଧ କ୍ଷେତ୍ରରେ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ହୋଟେଲ ସହଯୋଗ କରିବା ବାଧ୍ୟତାମୂଳକ। ଏ ନେଇ ମଙ୍ଗଳବାର ଅପରାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା...
ନର୍ସରୀରେ ମାନିଲା ମନ
(ମନୋଜ ନନ୍ଦ) ତାଳଚେର,୧୮ା୩ – ଚାକିରି ନ କରି ବ୍ୟବସାୟ କରିବେ ବୋଲି ସ୍ଥିର କଲେ। ତେଣୁ ଘର ଅନୁଗୋଳରେ ହୋଇଥିଲେ ବି କୋଇଲା ବ୍ୟବସାୟ ପାଇଁ ତାଳଚେରରେ ରହିଗଲେ। ହେଲେ ସେହି ବେପାର ସେପରି ସନ୍ତୋଷ ଦେଇପାରିଲା ନାହିଁ।...
କ୍ରଲ୍ରେ ରହିବ ‘ରାକେଶ’
ଢେଙ୍କାନାଳ ଅଫିସ, ୧୮।୩ – ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର ପରିସରରେ ବନ୍ଦୀ ଜୀବନ କାଟୁଥିବା ନରହନ୍ତା ଦନ୍ତା ‘ରାକେଶ’କୁ କ୍ରଲ୍ (କାଠବାଡ଼)ରେ ଆବଦ୍ଧ କରି ରଖିବାକୁ ଯୋଜନା କରୁଛି ବନ ବିଭାଗ। କ୍ରଲ୍ରେ ରହିବା...
କରୋନା ପାଇଁ ସତର୍କ ପ୍ରଶାସନ
ଢେଙ୍କାନାଳ ଅଫିସ, ୧୮।୩ – କରୋନା ଭାଇରସ୍ ସଂକ୍ରମଣକୁ ନେଇ ବିଶ୍ୱବ୍ୟାପୀ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାକୁ ପ୍ରତିହତ କରିବାକୁ ସତର୍କ ହୋଇଉଠିଛି ଢେଙ୍କାନାଳ ଜିଲା ପ୍ରଶାସନ। ସଂକ୍ରମଣ ରୋକିବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ଆଞ୍ଚଳିକ...
କନ୍ଧମାଳରେ ଲାଗୁ ହେଲା ୧୪୪ ଧାରା
ଫୁଲବାଣୀ ଅଫିସ, ୧୮ା୩ – ପ୍ରାଣଘାତୀ କରୋନା ଭୂତାଣୁ ଚାରିଆଡ଼େ ଆତଙ୍କ ଖେଳାଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଙ୍ଗଳବାର...
ନାମକୁ ମାତ୍ର ଚାଲିଛି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ଅସୁବିଧାରେ ଯୁବତୀ, ଯୁବକ
ବ୍ରହ୍ମପୁର ଅଫିସ,୧୮ା୩ – ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାରରେ ଏକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରହିଛି। ଦକ୍ଷିଣ ଓଡିଶାର ୧୦ ଜିଲା ଯଥା ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ,ବୌଦ୍ଧ, ନୂଆପଡା, କୋରାପୁଟ,ମାଲକାନଗିରି ଏବଂ ରାୟଗଡା । ଏହି ସବୁ ଜିଲାର ଯେଉଁ...
୧୪୪ ଧାରା ସତ୍ତ୍ବେ ଚାଲିଛି ଏମ୍ଜିଏନ୍ଆର୍ଇଜିଏସ୍ କାମ
ପୁରୁଷୋତ୍ତମପୁର, ୧୮ା୩ (ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମାରାତ୍ମକ କରୋନା ଭାଇରସକୁ ନେଇ ଜିଲାପାଳ ୧୪୪ ଧାରା ଜାରିକରି ପାଞ୍ଚ ଜଣରୁ ଅଧିକା ଲୋକ ଗୋଟିଏ ସ୍ଥାନରେ ଗହଳି କରିବା ନେଇ କଟକଣା ଜାରି କରିଛନ୍ତି। ହେଲେ ବିଭିନ୍ନ ପଞ୍ଚାୟତରେ...
ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଗଞ୍ଜାମ,୧୮ା୩(ଡି.ଏନ.ଏ.) – ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ପୋଲିସ କଳାଯମୁନା ଗ୍ରାମ ନିକଟସ୍ଥ କୁକୁଡ଼ାଫାର୍ମ ସମ୍ମୁଖ ଏକ ପୋଖରୀରୁ ମଙ୍ଗଳବାର ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ କଳାଯମୁନାସ୍ଥିତ ସାଇ ସରସ୍ବତୀ ବିଦ୍ୟା ମନ୍ଦିରର...
ବନ୍ଦ ଥିବା ବଜାର ଅଞ୍ଚଳ ବୁଲିଲେ ଜିଲାପାଳ
ବ୍ରହ୍ମପୁର ଅଫିସ, ୧୮ା୩ – କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାରରୁ ଗଞ୍ଜାମ ଜିଲାରେ ଭିଡ ତଥା ଜନଗହଳିକୁ ଏଡାଇବା ନେଇ ୧୪୪ ଧାରା ଜାରି କରାଯାଇଛି । ଏହି କ୍ରମରେ...
ଦୁଇ ଜିଲାର ଗୋଟିଏ ହାଟ
ବନ୍ତ,୧୮ା୩(ହରି ନାରାୟଣ ମହାନ୍ତି)- ଭଦ୍ରକ ଓ କେନ୍ଦୁଝର ଜିଲା ସୀମାବର୍ତ୍ତୀ ବସନ୍ତିଆ ହାଟ ଦୁଇ ଜିଲା ମଧ୍ୟରେ ପ୍ରାୟ ଶହେ ବର୍ଷ ଧରି ସମ୍ପର୍କର ସେତୁ ଗଢି ଆସିଛି। ସଜ ପନିପରିବାଠାରୁ ଆରମ୍ଭ କରି ମାଛ, ମାଂସ, ବିଭିନ୍ନ କୃଷି...
Archives


