ଏକାଦଶାହରେ କଲେ ଦଶାହ କାର୍ଯ୍ୟ: ଜନତା କର୍ଫ୍ୟୁକୁ ସମର୍ଥନ କରି ଚର୍ଚ୍ଚାରେ ପରିବାର
ଅନୁଗୋଳ ଅଫିସ, ୨୫।୩ – କରୋନା ଭାଇରସ୍ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଦେଶରେ ଜନତା କର୍ପ୍ୟୁ ପାଳନ କରାଯାଇଥିଲା। ଏହାକୁ ଦେଶବ୍ୟାପୀ ସ୍ବାଗତ କରାଯାଇଥିବା ବେଳେ ଅନୁଗୋଳ ଜିଲା ସୁନାଭୁଇ ଗ୍ରାମର ଏକ...
ପରିବହନ ସଂଘ ସହ ପ୍ରଶାସନର ବୈଠକ: ମାଲ୍ ପରିବହନ ପାଇଁ ସଜାଗ ରୁହ
ଅନୁଗୋଳ ଅଫିସ, ୨୫।୩ – ଅନୁଗୋଳ ଜିଲାରେ ଲକ୍ଡାଉନ ସହ ୧୪୪ ଧାରା ବଳବତ୍ତର ଥିବାରୁ ଲୋକମାନଙ୍କୁ କିପରି ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ କରାଯାଇପାରିବ ସେଥିପାଇଁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ...
ଶିଳ୍ପାନୁଷ୍ଠାନରେ ବ୍ୟାପକ ସତର୍କତା
ଓଡ଼ାପଡ଼ା, ୨୫ା୩(ଡି.ଏନ.ଏ.) – କରୋନା ମୁକାବିଲା ଲାଗି ଢେଙ୍କାନାଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ଟାଟାଷ୍ଟିଲ ବିଏସ୍ଏଲ୍, ନର୍ଭେରାମ ପାୱାର ଆଣ୍ଡ୍ ଷ୍ଟିଲ, ଶକ୍ତିସୁଗାର୍ସ ଲିମିଟେଡ୍ ଏବଂ...
ଦାନା ଛଡ଼ାଇନେଲାଣି କରୋନା
କାମାକ୍ଷାନଗର, ୨୫।୩(ଡି.ଏନ.ଏ.) – କରୋନା କଟକଣା ପାଇଁ ପ୍ରଭାବିତ ହୋଇଛି ସ୍ବାଭାବିକ ଜୀବନଯାତ୍ରା। ଅତି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବାକୁ ଜାରି ହୋଇଛି କଡ଼ା ନିର୍ଦ୍ଦେଶ। ହେଲେ ଏମିତି ଅନେକ ଲୋକ ଅଛନ୍ତି, ଯାହାଙ୍କର ଘରୁ ଗୋଡ଼...
ସଂକ୍ରମଣ ରୋକିବାକୁ ଜାଗତିଆର
ଢେଙ୍କାନାଳ ଅଫିସ, ୨୫।୩ – ଢେଙ୍କାନାଳ ଜିଲାକୁ ଲକ୍ଡାଉନ୍ ଘୋଷଣା କରାଯିବାପରେ କରୋନା ସଂକ୍ରମଣ ରୋକିବାକୁ ଜୋର୍ ଦେଉଛି ପ୍ରଶାସନ। ବାଜିଚୌକ୍ସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ଓ୍ବାର୍ଡ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।...
ଅସାହା ବୁରୁଧ୍କୁଁ ମିଲ୍ଲା ଚିକିଛା ସେବା: ସହଯୋଗର ହାତ୍ ବଢ଼ାଲେ ସାମାଜିକ କରମୀ
ରାଉରକେଲା ଅଫିସ,୨୫ା୩- ଜଂଗଲ ମୂଲକ୍ର ମୁନୁଷ୍ ଜୀବନମାସୀ ଖାଖା (୮୦)। ଘର ବାଙ୍କି ପଁଚେତ୍ ଅଧୀନ ଝାରଜଂଗଲ ଘେରା ବାଂଶକୋନା ଗାଁରେ। ସେ ଗୁଟେ ଝୁପଡ଼ି ଘରେ ପଡ଼ିରହି ଜୀବନ୍ ମରନ୍ ସଂଗେ ଯୁଝୁଥିଲେ। ଭୁଖମରିକେ ଏକ୍ଲାପନ ତାହାକୁ କଲ୍ବଲ...
ଡକୁଆ ସାଜିଛେ ସୋସିଆଲ୍ ମିଡିଆ
ବିଜେପୁର, ୨୫।୩ (ଡି.ଏନ୍.ଏ.)- ସମିଆର ଧାରେ ପଡି ରୀତିନୀତି, ରିକ୍ମା ବଦ୍ଲିବାରଟା ସୁଆଭାବିକ୍ ଆଏ। ସେଦିନ୍ କେନ୍ତା ଥିଲା, ଆଏଜ୍ କେନତା ହେଉଛେ ବଲି ବିସ୍ମାତ୍ ହେବାରଟା ଠିକ୍ ନୁହେ। ଆଏଜ୍କାଲି ବି କାମ୍ବୁତା ଭିତ୍ରେ ପୁରାତନ୍ କାଲର୍ ଛାପ୍...
କରୋନା ଆତଙ୍କ : ବଢ଼ିଲା ଖୁଚୁରା ସାମଗ୍ରୀ ଦର
ଖୋର୍ଦ୍ଧା ଅଫିସ,୨୪ା୩ : କରୋନା ଆତଙ୍କ ଯୋଗୁ ଖୋର୍ଦ୍ଧା ସହରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ପୂର୍ବଦର ଅପେକ୍ଷା, ଦ୍ୱିଗୁଣ ଦରରେ ବିକ୍ରି ହେଉଥିବା ମଙ୍ଗଳବାର ନଜରକୁ ଆସିଛି। କରୋନା ଆତଙ୍କକୁ ନେଇ...
ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ
ପୁରୀ ଅଫିସ,୨୪ା୩: ପୁରୀ ପେଣ୍ଠକଟାର ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ କରୋନା ଏବେ ସେମାନଙ୍କ ପାଇଁ ଦୁଃଖ ଆଣିଛି। ମାଛ, ମାଂସକୁ ନେଇ ଗୁଜବ, ପୁରୀର ହୋଟେଲ ଶିଳ୍ପରେ ତାଲା...
ଏଟିଏମ୍ରେ ନାହିଁ ସାନିଟାଇଜର ବ୍ୟବସ୍ଥା
ନିଶ୍ଚିନ୍ତକୋଇଲି,୨୪।୩(ସ୍ବ.ପ୍ର)- ଭାରତରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟକୁ ଲକ୍ଡାଉନ୍ କରିଦିଆଯାଇଛି। ଏହି ସମୟରେ ଜରୁରିକାଳୀନ ସେବା ହିସାବରେ ପରିବା ଦୋକାନ, ଔଷଧ ଦୋକନ, ବ୍ୟାଙ୍କ ଭଳି ଏଟିଏମ୍ ସେବା ଚାଲୁ...
ଚାଇନା ପାର୍ସଲକୁ ନେଇ ଲୋକେ ଆତଙ୍କିତ
ବିନିକା,୨୪।୩(ଡି.ଏନ୍.ଏ.)-କରୋନା ଭାଇରସ୍ ନେଇ ବିଶ୍ୱବାସୀ ଆତଙ୍କିତ ଥିବା ବେଳେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ସୁବର୍ଣ୍ଣପୁର ଜିଲାର ବିନିକା ଉପ ଡାକଘରକୁ ଚାଇନାରୁ ଏକ ପାର୍ସଲ ଆସିଛି। ଏହା ଜଣାପଡିବା ପରେ ଏହାକୁ ନେଇ...
ବଚସାରୁ ସାଙ୍ଗକୁ ହାଣି ହତ୍ୟା
ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି ସାଙ୍ଗ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ପାତାଳସିଙ୍ଗି ଗ୍ରାମର ଅଭିମନ୍ୟୁ ବିଶୋୟୀ। ପ୍ରକାଶ...
Archives


