ଆମ ଜିଲା ଖବର

୧,୨୮,୨୫୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ଖୋର୍ଦ୍ଧା ଅଫିସ,୩୧।୧୨:ପୋଲିଓ ପ୍ରତିଷେଧକ ଟିକାକରଣ ଲାଗି ଜିଲା ଟାସ୍କ ର୍ଫୋସ କମିଟି ବୈଠକ ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲାରେ ଜାନୁୟାରୀ ୧୭,୧୮ ଓ ୧୯ରେ…

ଟ୍ରକ୍‌ ଧକ୍କାରେ ଯୁବତୀଙ୍କ ଜୀବନଗଲା: ରାସ୍ତାରୋକୋ, ଉତ୍ତେଜନା

ବେଲପାହାଡ଼,୩୦।୧୦(ଡ଼ି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୁମାଡ଼େରା ମୁଖ୍ୟ ରାସ୍ତାରେ ବୁଧବାର ଏକ୍‌ ଟ୍ରକ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟିଆର୍‌ଏଲ୍‌ କଲୋନୀରେ ରହୁଥିବା ଶ୍ରେୟା ଆଇଚ୍‌(୨୧)। ସୂଚନା ମୁତାବକ, ବାପା ଦେବାଶିଷ ଆଇଚ୍‌ ଏବଂ…

ସ୍ନାୟୁ ରୋଗରେ ଆକ୍ରାନ୍ତ ଶିଶୁ: ଚିକିତ୍ସାରେ ଅର୍ଥ ବାଧକ

ଜହ୍ନାପଙ୍କ,୩୦।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ଗାଁର ଦେଢବର୍ଷର ଶିଶୁ ନିହାରିକା ବେହେରା ସ୍ନାୟୁ ରୋଗରେ ଆକ୍ରାନ୍ତ। ବର୍ତ୍ତମାନ ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକ ରହିଛି। ହେଲେ ଅର୍ଥାଭାବରୁ ତାହା ସମ୍ଭବ ହେଉ ନ ଥିବା ପରିବାର ଲୋକେ କହିଛନ୍ତି।…

ପରୀ ହତ୍ୟା ମାମଲା: ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ…

ସନ୍ତାନ ନ ହେବାରୁ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

କପ୍ତିପଦା,୩୦।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ କଳମଗଡ଼ିଆ ପଞ୍ଚାୟତ ଶାରିସୁଆ ଗ୍ରାମରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି । ସେ ହେଲେ ଉକ୍ତ ଗ୍ରାମର ଖଇରୀ ମହାନ୍ତ(୪୫)। ପ୍ରକାଶ ଯେ,…

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ପାରାଦୀପ ବନ୍ଦରରେ ନିର୍ମାଣ ହେବ ଓ୍ବେଷ୍ଟର୍ଣ୍ଣ ଡକ୍‌। ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି ଟଙ୍କା।…

୧ କ୍ୱିଣ୍ଟାଲ ନକଲି ପନିର୍‌ ଜବତ

କଟକ ଅଫିସ୍‌,୩୦।୧୨: ନକଲି ମସଲା, ଘିଅ, ହଳଦୀ ପରେ ଏବେ ଜବତ ହୋଇଛି ୧ କ୍ୱିଣ୍ଟାଲ ନକଲି ପନିର୍‌। କଟକର ଚାଉଳିଆଗଞ୍ଜ ପୋଲିସ ଏବଂ ସିଏମସି ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର…

ଶୋଇଥିବାବେଳେ ଜଳିଗଲା କାର୍‌, ଦୁଇଟି ବାଇକ, ସ୍କୁଟି

ରାଉରକେଲା ଅଫିସ, ୩୦।୧୨: ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାର ବାସନ୍ତୀ କଲୋନି ଏଲ-୫୭(ଫେଜ -୧) ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାର, ଦୁଇଟି ମୋଟର ବାଇକ, ସ୍କୁଟି, ସାଇକେଲ ସମେତ ଅନ୍ୟାନ୍ୟ ଆସବାବପତ୍ର ଜଳି ଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ…

ପୋଲିସ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର ଅଫିସ୍‌,୩୦।୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବୁଧବାର ସକାଳେ ଏହି ଚଢ଼ାଉ ଆରମ୍ଭ ହୋଇ ଥିବା ବେଳେ ତାଙ୍କ ଘରୁ…

ରୋଷଶାଳା ପାଲଟିଲା ପାଠଶାଳା

ମହାକାଳପଡ଼ା,୩୦।୧୨(ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୌଳିକ ସେବା ତଥା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଆଦିର ବିକାଶ ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଦ୍ୟାବଧି ଅନେକ ଅଞ୍ଚଳରେ ଏହି ମୌଳିକ ସେବାରୁ ବଞ୍ଚତ୍ତ ହେଉଥିବା ଦେଖିବାକୁ ମିଳୁଛି।…

୨ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି

କେସିଙ୍ଗା, ୩୦।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଅବକାରୀ ବିଭାଗ ନିକଟ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ଗୃହ ଆଜକୁ ୨ ବର୍ଷ ହେବ କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠି ହୋଇ ପଡି ରହିଛି। କେସିଙ୍ଗା ରେଞ୍ଜ ଅଧୀନରେ ୬୨ଟି ଫଡି…

ଟାର୍ଗେଟ ଅଭାବ, ଉଠୁନି ଧାନ

ଜୁନାଗଡ, ୩୦।୧୨ (ଡି.ଏନ.ଏ.): ଚାଷୀଙ୍କୁ ଟୋକନ ମିଳିଛି। ଧାନ ମଧ୍ୟ ଆଣି ମଣ୍ଡିରେ ରଖିଛନ୍ତି। ହେଲେ ଟାର୍ଗେଟ ଅଭାବରୁ ଧାନ ଉଠାଣ ହେଉ ନ ଥିବାରୁ ଗତ ୧୦ ଦିନ ହେଲା ହାଡଭାଙ୍ଗା ଶୀତ କାକରରେ ମଣ୍ଡିରେ ପଡି ରହିଛନ୍ତି ଚାଷୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?