ଆମ ଜିଲା ଖବର

ମାସ୍କ ଚେକିଂ ବେଳେ ଅଘଟଣ : ପୋଲିସକୁ ଧକ୍କା ଦେଇ ଚାଲିଗଲେ ଅମାନିଆ ଗାଡ଼ିଚାଳକ

ରାୟଗଡା ଅଫିସ,୧୬।୪: ରାୟଗଡା ସ୍ଥିତ କପିଳାସ ଛକ ନିକଟରେ ଶୁକ୍ରବାର ମାସ୍କ ଚେକିଂ ଚାଲିଥିଲା। ଏହି ସମୟରେ ଅମାନିଆଙ୍କ ବୁଲେଟ ଧକ୍କାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ବୁଲେଟ୍‌ରେ ଯାଉଥିବା ଜଣେ ଅମାନିଆ ମାସ୍କ ପିନ୍ଧି ନ ଥିବାରୁ ପୋଲିସ…

କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଧାରଣା

କେସିଙ୍ଗା,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ମହାବିଦ୍ୟାଳୟର + ୩ ତୃତୀୟ ସେମିଷ୍ଟାରର ଛାତ୍ରୀଛାତ୍ର ମାନେ ଏକ ଶାନ୍ତିପୂଣ୍ଣ ର୍‌ ଧାରଣା ଦେଇଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ପରିସ୍ଥିତିରେ…

ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ,୧୬।୪(ଡି.ଏନ୍‌.ଏ.): ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ପୋଡ଼ାଗୁଡ଼ାରେ। ଘର ଲିପିବା ପାଇଁ ୪ ମହିଳା ପଟ୍ଟାଙ୍ଗୀର ମିରିୟାଲିଗୁଡ଼ାକୁ…

ସପ୍ତାହରେ ୨ ଦିନ ଜଗା ଦର୍ଶନ ବନ୍ଦ

ପୁରୀ ଅଫିସ, ୧୬।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଏହି ୨ ଦିନ ସାଧାରଣ…

ବସନ୍ତ ବିହାର କଣ୍ଟେନମେଣ୍ଟ ଜୋନ ଘୋଷଣା

ପାରଳାଖେମୁଣ୍ଡି, ୧୬।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପାଳିକାର ବସନ୍ତ ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ବସନ୍ତ ବିହାରକୁ କଣ୍ଟେନମେଣ୍ଟ ଜୋନ ଭାବେ…

ଗୃହ ସଚିବ, ଡିଜିପି, ଏସ୍‌ପିଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୬।୪: ସୂଚନା କର୍ମୀ ତଥା ଭାଜପା ନେତା ସର୍ବେଶ୍ୱର ବେହୁରାଙ୍କ ଉପରକୁ ବୋମା ମାଡ଼ ହୋଇଥିଲା। ଏହି ଘଟଣାକୁ ନେଇ ଲୋକାୟୁକ୍ତରେ ଏକ ମାମଲା (ନଂ.୨୫୫/୨୦୨୧)ରୁଜୁ ହୋଇଛି। ଏହି କ୍ରମରେ ତା.୧୨ା୪ା୨୦୨୧ରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଭ୍ୟ ଏକ ଗୁରୁତ୍ୱପୂର୍ଣ୍ଣ…

ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା: ହାଇଦ୍ରାବାଦ୍‌ରୁ ହତ୍ୟା ଅଭିଯୁକ୍ତ ଗିରଫ

ଦଶରଥପୁର,୧୬।୪(ଡି.ଏନ.ଏ.): ଯାଜପୁର ସଦର ଥାନା କପିଳେଶ୍ୱର ଗ୍ରାମ ସୀମାରେ ଥିବା ପରିତ୍ୟକ୍ତ ପୋଖରୀରୁ ଗତ ୮ ତାରିଖରେ ମିଳିଥିବା କଙ୍କାଳ ଚିହ୍ନଟ ହେବା ପରେ ହତ୍ୟା ମାମଲା ରୁଜୁ ହୋଇଥିଲା। ମିଳିଥିବା କଙ୍କାଳ ଯାଜପୁର ଟାଉନ୍‌ ଥାନା ଅଧୀନ ଖଣ୍ଡରା ଗ୍ରାମର…

ହାଇଦ୍ରାବାଦରୁ କଟକରେ ପହଞ୍ଚିଲେ ହାଇଦର, ଚାଲିଛି ଜେରା

କଟକ ଅଫିସ,୧୬।୪: କଟକ ବଡ଼ ଡାକ୍ତରଖାନାରୁ ଗତ ଶନିବାର ଫେରାର ହୋଇଥିବା କୁଖ୍ୟାତ ଅପରାଧୀ ଶେକ୍‌ ହାଇଦରଙ୍କୁ ହାଇଦ୍ରାବାଦରୁ ଗୁରୁବାର ସନ୍ଧ୍ୟାରେ ଧରା ଯାଇଥିଲା। ତେବେ ଶୁକ୍ରବାର ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଥିଲା କମିଶନରେଟ୍‌ ପୋଲିସ। କଡ଼ା ସୁରକ୍ଷା ବଳୟ ମଧ୍ୟରେ…

ଗୋଟିଏ ପରିବାରରୁ ୮ ପଜିଟିଭ୍‌ ଚିହ୍ନଟ: ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପାଟଣା,୧୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପାଟଣା ବ୍ଲକ ସ୍ବାମ ଶାସନରେ ଗୋଟିଏ ଦି ପରିବାରରୁ ୮ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅତିରିକ୍ତ ଜିଲାପାଳ ଉକ୍ତ ପ୍ଲଟକୁ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍‌…

ଜିଲା ମୁଖ୍ୟାଳୟ ଛାଡ଼ି ବାହାରେ ରହୁଛନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ,୧୬।୪: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ସ୍ଥାନୀୟ ଲୋକେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ନ ରହି କୌଣସି…

ଆମ୍ବରେ ଜହର

କେନ୍ଦ୍ରାପଡ଼ା ଅଫିସ, ୧୬। ୪: ଖରାର ପ୍ରକୋପ ବଢ଼ିଲାଣି। ପାଚିଲା ଆମ୍ବ ବଜାରକୁ ଆସିଲାଣି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏବେ ଆମ୍ବର ପସରା। ବିଭିନ୍ନ ପ୍ରକାର ଆମ୍ବକୁ ଦୋକାନରେ ସଜାଇ ବ୍ୟବସାୟୀମାନେ ଗ୍ରାହକଙ୍କ ଆକୃଷ୍ଟ କରୁଛନ୍ତି। ଧୀରେ ଧୀରେ ବ୍ୟବସାୟ…

ଆଜି ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା

ପୁରୀ ଅଫିସ,୧୬।୪: ପୁରୀରେ ସଂକ୍ରମଣ ବଢ଼ିବା ପରେ ସହରରେ କୋଭିଡ୍‌ କଟକଣା ବଢ଼ିଛି। ୧୦ଦିନିଆ ଏନଫୋର୍ସମେଣ୍ଟ ଡ୍ରାଇଭ୍‌ରେ ପୁରୀ ସହର ଚିତ୍ର ବଦଳିଲାଣି। ପୋଲିସ ପ୍ରତି ଛକରେ ମାସ୍କ ଚେକିଂ କରୁଛି। ଶନିବାରଠାରୁ ପୁରୀରେ ନାଇଟ କର୍ଫ୍ୟୁ ଲାଗିବା ନେଇ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?