ହାଇଦ୍ରାବାଦରୁ କଟକରେ ପହଞ୍ଚିଲେ ହାଇଦର, ଚାଲିଛି ଜେରା

କଟକ ଅଫିସ,୧୬।୪: କଟକ ବଡ଼ ଡାକ୍ତରଖାନାରୁ ଗତ ଶନିବାର ଫେରାର ହୋଇଥିବା କୁଖ୍ୟାତ ଅପରାଧୀ ଶେକ୍‌ ହାଇଦରଙ୍କୁ ହାଇଦ୍ରାବାଦରୁ ଗୁରୁବାର ସନ୍ଧ୍ୟାରେ ଧରା ଯାଇଥିଲା। ତେବେ ଶୁକ୍ରବାର ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଥିଲା କମିଶନରେଟ୍‌ ପୋଲିସ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ହାଇଦରଙ୍କୁ ଭୁବନେଶ୍ୱରରୁ କଟକ ଡିସିପି କାର୍ଯ୍ୟାଳୟଙ୍କୁ ଅଣାଯାଇ ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ,ସମ୍ବଲପୁର ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ହାଇଦର ଶାରୀରିକ ଅସୁସ୍ଥତା ଦର୍ଶାଇ ପ୍ରଥମେ ଭିମସାର ମେଡିକାଲ ଏବଂ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଜଗିବା ପାଇଁ ଜଣେ ହାବିଲଦାର ଏବଂ ୫ ଜଣ କନଷ୍ଟେବଳ ସାଙ୍ଗରେ ଆସିଥିଲେ। ତେବେ ଗତ ୧୦ ତାରିଖରେ ହାଇଦର କନଷ୍ଟେବଳଙ୍କୁ ନିଶା ଦେଇ ଖସି ଯିବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକ ପଡ଼ିଲେ ଲାଗିବ କର୍ଫ୍ୟୁ: ଲକ୍‌ଡାଉନ୍‌କୁ ମାନୁ ନାହାନ୍ତି ଜନତା

ଯାଜପୁର ଅପିସ,୨୬ା୩: କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ପରେ ଯାଜପୁର ଜିଲାରେ ବହିରାଗତଙ୍କ ସଂଖ୍ୟା ପ୍ରାୟ ୨ ହଜାର ହୋଇଛି।...

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ: କଟକରୁ ଅପହୃତା ଉଦ୍ଧାର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ପ୍ରେମ ଜାଲରେ ଫସାଇ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ କଟକରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି।...

ଛୁରାମାଡ଼ କରି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୫ା୮(ବ୍ୟୁରୋ): ରାଜମହଲ ଛକରେ ଜଣେ ବ୍ୟକ୍ତିଙ୍କ ଗୋଡକୁ ଛୁରାମାଡ କରି ଲୁଟ ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ପୋଲିସ ରବିବାର ଗିରଫ କରିଥିବାବେଳେ...

ଏସ୍‌ସିବି ପବ୍ଲିକ ସ୍କୁଲରେ ତାଲା

କଟକ ଅଫିସ,୩।୧୨:ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ଲାଗି ଏସ୍‌ସିବି ପବ୍ଲିକ ସ୍କୁଲ ବନ୍ଦ ହେବ। ଏହି ସ୍କୁଲରେ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଯିବ।...

ମହିଳାଙ୍କ ସ୍କେଚ୍‌ ସହ ଲାଗିଲା ପୋଷ୍ଟର

ଭୁବନେଶ୍ୱର,(ବ୍ୟୁରୋ)/ ଯଁାଳା,୨୫।୩(ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ପାଇବା ପାଇଁ ଲାଗି ପଡିଛି ପୋଲିସ।...

ସାବିତ୍ରୀ ଭୋଗ ଖାଇ ୧୦ ଅସୁସ୍ଥ

ବନ୍ତ,୨୩ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ରାମପୁର ଗ୍ରାମର ୧୦ଜଣ ବ୍ୟକ୍ତି ସାବିତ୍ରୀ ଭୋଗ ଖାଇ ଅସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କୁ ଭଦ୍ରକ ମୁଖ୍ୟ...

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ ଅଫିସ,୧୦ା୧୦: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଉଛି। ସୁରକ୍ଷା...

ପୂର୍ବତନ ଶାଖା ପରିଚାଳକଙ୍କ ନାମରେ ମାମଲା

ବଇଣ୍ଡା,୨୯।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା, ବାସୁଦେବପୁର, ଅଲେଖପୁର ଆଦି ଗ୍ରାମର ଚାଷୀଙ୍କ ଦସ୍ତଖତ ନେଇ ଠାକୁରଗଡ଼ସ୍ଥିତ ଓଡ଼ିଶା ଗ୍ରାମ୍ୟ...

Advertisement


Archives

Model This Week

Why Dharitri