ହାତୀ ସୁରକ୍ଷା ପ୍ରତି ହତାଦର
ପରିକ୍ଷିତ ସାହୁ ବଇଣ୍ଡା, ୨୪।୨: ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା କମଳାଙ୍ଗଠାରେ ଓହଳି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ଜୀବନହାନି ପରେ ହାତୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଦ୍ୟୁତ୍…
ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନରେ ଭାଗ ନେବେ ୩୦୬୯ ଭୋଟର
ଜୁନାଗଡ଼,୨୩।୨(ଡି.ଏନ.ଏ) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି l ଏହି ଉପ ର୍ନିବାଚନରେ ମୋଟ ୩୦୬୯ ଜଣ ଭୋଟର ରହିଥିବା…
ଜବରଦଖଲ ଉଚ୍ଛେଦ ପରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ
ବଲାଙ୍ଗୀର ଅଫିସ,୨୩।୨: ବଲାଙ୍ଗୀର ଟାଉନ କଂଗ୍ରେସ ପକ୍ଷରୁ ଭୂମିହୀନ, ବାସହୀନ ଲୋକଙ୍କୁ ବିନାମୂଲ୍ୟରେ ଜମି ଯୋଗାଇ ଦେବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପଦର୍ଶନ କରାଯାଇଛି। ବଲାଙ୍ଗୀର ସହରରେ ବିଭିନ୍ନ ସରକାରୀ ଜମିକୁ ଜବରଦଖଲ କରି ଗରିବ ଖଟିଖିଆ…
ଘରେ ଲାଗିଲା ନିଆଁ, ଜଳିଗଲା ସବୁକିଛି
ମହାକାଳପଡ଼ା,୨୩।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍ଛଲା ଗାଁରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ଚନ୍ଦନ ଦାସଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ଘରର ସମସ୍ତ ଆସବାବପତ୍ର ଜଳି ଯାଇଛି। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ…
ପୁଣି କଟକରୁ ନକଲି ସିମେଣ୍ଟ କାରଖାନା ଠାବ
କଟକ ଅଫିସ, ୨୩।୨: କଟକରୁ ମଙ୍ଗଳବାର ପୁଣି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କମିଶନରେଟ ପୋଲିସ ନକଲି ସିମେଣ୍ଟ ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ କରିଛି। କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡ଼ା-ଚାନ୍ଦବାଲି ରୋଡର…
ଥମୁନି ହାତୀ ଉପଦ୍ରବ: ଲୋକେ ଆତଙ୍କିତ
ବୁଗୁଡ଼ା,୨୩।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳର ଠଣାପଲ୍ଲୀ ବିଟ୍ରେ ଏକ ଦନ୍ତାହାତୀ ପ୍ରବେଶ କରି ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। କୁଞ୍ଜବନ ଗ୍ରାମର ଧାନ ଖାଇ ତାହାକୁ ନଷ୍ଟ କରିଦେଇଛି। ଏହା ସହ ତାଳ ଗଛକୁ ଭାଙ୍ଗି କନ୍ଦା ଖାଇଥିବା ଜଣାପଡିଛି…
ଜୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା : ଅସନ୍ତୋଷ ପ୍ରକାଶ କଲେ କନ୍ଧ ଶତପଥୀ
ଗଞ୍ଜାମ,୨୩।୨(ଡି.ଏନ୍.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଦୀର୍ଘ ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘରକୁ ଗତ ୯ ତାରିଖରେ ମନ୍ଦିର କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଜେସିବି ଦ୍ୱାରା ଭାଙ୍ଗି ଦେଇଥିଲେ । ଏ ନେଇ…
ନଳକୂପ ଅଚଳ, ମିଳୁନି ପାନୀୟ ଜଳ
ବଳଙ୍ଗା,୨୩।୨(ଡି.ଏନ୍.ଏ.): ବଳଙ୍ଗା ଥାନା ଶାଇଁଶ ଶାସନ ପଞ୍ଚାୟତ ଦୁର୍ଗାପୁର, କାଶୀପୁର, ଭଗତୀପୁର ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଦେଖାଯାଇଛି। ଏହି ୩ଗ୍ରାମରେ ଲୋକେ ପାନୀୟ ଜଳ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗ୍ରାମର ନଳକୂପ…
୮ବର୍ଷ ହେଲା ଗଛମୂଳେ ଚାଲିଛି ଦମକଳ କେନ୍ଦ୍ର
କଣାସ,୨୩।୨(ସ୍ବ.ପ୍ର): କଣାସ ବ୍ଲକରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବାରୁ ୨୦୧୩ ଫେବୃୟାରୀ ୧୨ରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସମିତି ସଭାଗୃହ ନିକଟରେ ଥିବା ଏକ ବରଗଛ ତଳେ ଅସ୍ଥାୟୀ ଭାବେ ଦମକଳ କେନ୍ଦ୍ର ଉଦ୍ଘାଟନ କରିଥିଲେ।…
ମାଓବାଦୀ ଯୋଜନା ପଣ୍ଡ : ୩ ବୋମା ନିଷ୍କ୍ରିୟ କଲେ ଯବାନ
ଚିତ୍ରକୋଣ୍ଡା,୨୩।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଛି।ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ବୋମାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଗୁଇନ୍ଦା ସୂତ୍ରରୁ ଖବର ପାଇ ହାନ୍ତାଳଗୁଡ଼ା ୦୯ ବାଟାଲିୟନ ବିଏସ୍ଏଫ ଯବାନ ସର୍ଚ୍ଚ ଅପରେଶନ…
ଧାନ ବିକି ପାରିଲେନି, ହୃଦ୍ଘାତରେ ଚାଷୀଙ୍କ ଜୀବନ ଗଲା
ପଦ୍ମପୁର,୨୩।୨(ଡି.ଏନ୍.ଏ.): ଧାନ ଅମଳ କରିଥିଲେ । ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆଣିଥିଲେ। ତାହା ବିକ୍ରି ନ ହେବାରୁ ଧାନ ଉଠାଣ ଦାବିରେ ବରଗଡ଼ ଜିଲା ପଦ୍ମପୁରରେ ଚାଲିଥିବା ଚାଷୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇ ଆସୁଥିଲେ। ତଥାପି ଧାନ…
୨୨ବର୍ଷର ଲୁଚକାଳି ଶେଷ
ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ୍,୨୩।୨(ବ୍ୟୁରୋ): ଶେଷ ହୋଇଛି ୨୨ବର୍ଷର ଲୁଚକାଳି ଖେଳ। ୧୯୯୯ ଜାନୁୟାରୀ ୯ତାରିଖ ରାତିରେ ଅଞ୍ଜନା ମିଶ୍ରଙ୍କୁ ଗଣବଳାତ୍କାର କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ନିଜ ନାମ ଓ ପରିଚୟ…

