ରାଉରକେଲା ଏନ୍ଆଇଟିରୁ ୪ ପଜିଟିଭ୍
ରାଉରକେଲା ଅଫିସ,୨୮।୩: ରାଉରକେଲାସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନ୍ଆଇଟି)ରୁ ରବିବାର ୪ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଉକ୍ତ ଶିକ୍ଷାନୁଷ୍ଠାନରୁ ୩ ଜଣ ଆକ୍ରାନ୍ତ ହୋଇଥିଲେ। ଏହି ୭ ପଜିଟିଭଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଥିବା…
ଆଇଆଇଟି କ୍ୟାମ୍ପସରେ ପୁଣି କରୋନା ପଜିଟିଭ, ଆଜି ୮ ଚିହ୍ନଟ
ଖୋର୍ଦ୍ଧା ଅଫିସ,୨୮।୩: ଆଇଆଇଟି ଅରୁଗୁଳ, ଭୁବନେଶ୍ବର କ୍ୟାମ୍ପସରେ କରୋନା ଚିନ୍ତାର ବିଷୟ ସାଜିଛି। ପୂର୍ବରୁ ୨ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ରୁ ଊଦ୍ଧର୍ବ ଛାତ୍ରଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା। ଆରଟିପିସିଆର ରିପୋର୍ଟରେ ରବିବାର…
ଉମରକୋଟ ହୀରାପୁର ଅଞ୍ଚଳରେ ହେଟାବାଘ ଆତଙ୍କ
ଉମରକୋଟ, ୨୮।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ନୂଆଗୁଡ଼ା ଗ୍ରାମରେ ହେଟାବାଘ ଆତଙ୍କ ଦେଖାଯାଇଛି। ଗାଁର ଶୁକୁ କଲାରଙ୍କ ଗୋଟିଏ ବଳଦକୁ ହେଟାବାଘ ମାରି ଦେଇଥିବା ସୂଚନା ମିଳିଛି। ଏହାକୁ ଦେଖି ଗ୍ରାମବାସୀଙ୍କ ମନରେ ଭୟ ଓ ଆତଙ୍କ…
କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି, ୨୮।୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ଜଣେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି। ସେ ହେଲେ ଛତିଶଗଡ ରାଜ୍ୟ ବିଜାପୁର ଜିଲା ମିରତୁର ଅଞ୍ଚଳର ଜିଲା ପଞ୍ଚାୟତ ସଦସ୍ୟ ବୁଦ୍ଧରାମ କଶ୍ୟପ। ତେବେ ଏହି…
ନବୀନ ନିବାସରୁ ରୁଦ୍ରପ୍ରତାପ ମହାରଥୀ ଟିକେଟ ଆଣିବା ପରେ ମୁହଁ ଖୋଲିଲେ ମା’
ପୁରୀ ଅଫିସ,୨୮।୩: ପିପିଲି ଉପନିର୍ବାଚନ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ରବିବାର ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତ…
କୋଭିଡ୍ ନିୟମ କଡ଼ାକଡ଼ି: ମଲ୍ ବୁଲି ଲୋକଙ୍କୁ ବୁଝାଇଲେ ତହସିଲ୍ଦାର
ରାୟଗଡ଼ା ଅଫିସ,୨୮।୩: ସାରା ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏନେଇ କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାୟଗଡା ଜିଲାରେ ମଧ୍ୟ ନିୟମ କଡ଼ାକଡ଼ି ହୋଇଛି। ଏହି ପରିପ୍ରେକ୍ଷୀରେ ରବିବାର ସକାଳୁ ତହସିଲ୍ଦାର…
କମ୍ପ୍ୟୁଟର ସେଣ୍ଟରରେ ଲାଗିଲା ନିଆଁ : ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ
ରାୟଗଡା ଅଫିସ,୨୮।୩: ରାୟଗଡ଼ା ଜିଲା ଏଚ୍ପି ଗ୍ୟାସ ଅଫିସ ପୁରୁଣା ହାତୀ ପଥର ରୋଡ଼ ଲାଇନରେ ଥିବା ଏକ କମ୍ପ୍ୟୁଟର ସେଣ୍ଟରରେ ଶନିବାର ବିଳମ୍ବିିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟ ଘଟି ନିଆଁ ଲାଗି କମ୍ପ୍ୟୁଟର ଜେରକ୍ସ ମେଶିନ ନଷ୍ଟ ହୋଇଯାଇଛି।…
କନ୍ଧମାଳରେ ଦଣ୍ଡ ଯାତ୍ରାକୁ ମିଳିଲା ଅନୁମତି: ବୌଦ୍ଧରେ କେବେ ?
ବାଉଁଶୁଣୀ,୨୮।୩( ଡି.ଏନ୍. ଏ.): ଗଞ୍ଜାମ ପରେ କନ୍ଧମାଳ ଜିଲାପାଳ ଦଣ୍ଡଯାତ୍ରାକୁ ଅନୁମତି ମିଳିଛି। ତେବେ ବୌଦ୍ଧରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏ ନେଇ କେବେ ଅନୁମତି ଦେବେ ସେଥିପାଇଁ ଦଣ୍ଡ ଯାତ୍ରା ପାର୍ଟିର ଆୟୋଜକ, ଦଣ୍ଡୁଆ ଓ ଭକ୍ତମାନେ ଚାତକ ପରି…
ନଦୀ ନିକଟରେ ଓଲଟିଲା ଗାଡ଼ି, ଚାଲିଗଲା ଜୀବନ
ଭଞ୍ଜନଗର,୨୮।୩: ଗଞ୍ଜାମ ଜିଲା ତୁରୁମୁ ଗ୍ରାମ ନିକଟରେ ଥିବା ଏକ ନଦୀ ପାଖରେ ରବିବାର ଦୁର୍ଘଟଣା ଘଟିଛି। ବାଇକ୍ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ମୃତକ ଜଣକ ହେଲେ କାଳିଆ ନାୟକ। ତେବେ ଗୁରୁତର…
ଗଜପତିର ମହେନ୍ଦ୍ରଗିରିରେ ନାଚ, ଗୀତ, ଆମିଷ ଭୋଜନ ଘଟଣା: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ
ପାରଳାଖେମୁଣ୍ଡି:୨୮।୩: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ। ତିବ୍ବତୀୟ କିଛି ଯୁବତୀଯୁବକ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିଥିଲେ। ଏହାସହ ବିଭିନ୍ନ ବଲିଉଡ, ଓଲିଉଡ ଗୀତରେ ମଧ୍ୟ ନାଚିଥିଲେ। ଏପରି କି ଭୀମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର…
ମନ ମୋହୁଛି ହନୁମାନ ବାଟିକା
ଢେଙ୍କାନାଳ ଅଫିସ, ୨୮ା୩: ଢେଙ୍କାନାଳ ବସ୍ଷ୍ଟାଣ୍ଡ ଟ୍ରାଫିକ୍ ଛକ ନିକଟରେ ଥିବା ହନୁମାନ ବାଟିକାର ନବକଳେବର ପରେ ବଢ଼ିଛି ଏହାର ଆକର୍ଷଣ। ଏହି ସ୍ଥାନ କେବଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି ତାହା ନୁହେଁ, ଅଧିକନ୍ତୁ ବୟସ୍କମାନେ ଏଠାରୁ ପାଉଛନ୍ତି ମାନସିକ…
ଓଡ଼ିଶାର ଏହି ଜିଲାରୁ ହଟିଲା ନାଇଟ କର୍ଫ୍ୟୁ
ନବରଙ୍ଗପୁର,୨୮।୩(ବି.ପ୍ର.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପିବା ଆଶଙ୍କା କରି ଗତ ୨୫ତାରିଖରୁ ନବରଙ୍ଗପୁର ଜିଲାରେ ନାଇଟ କର୍ଫ୍ୟୁ ଜାରି ହୋଇଥିଲା। ଏହା ସହ ଜିଲା ପ୍ରଶାସନ କିଛି କଟକଣା ମଧ୍ୟ ଲାଗୁ କରିଥିଲେ। ମାତ୍ର ନବରଙ୍ଗପୁରରେ କରୋନା ପଜିଟିଭଙ୍କ ସଂଖ୍ୟା…

