ଝିଅକୁ ହତ୍ୟା ପରେ ମା’ର ଆତ୍ମହତ୍ୟା: ଜଙ୍ଗଲରୁ ମିଳିଲା ସ୍ବାମୀଙ୍କ ମୃତଦେହ
ବଣାଇ/ବଡ଼ବିଲ/ଟେନ୍ସା,୨୯।୪: ରାସ୍ତାକଡ଼ ଶାଳ ଜଙ୍ଗଲରୁ ସ୍ବାମୀ ଏବଂ ଭଡ଼ାଘରୁ ମିଳିଲା ସ୍ତ୍ରୀ ଓ ଝିଅଙ୍କ ମୃତଦେହ। ଗୋଟିଏ ଦିନରେ ପରିବାରର ୩ ସଦସ୍ୟଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ନିୟୁ ଗାର୍ଡେନ…
ପାଟଣାରେ କୁଆପଥର ବର୍ଷା
ପାଟଣା,୨୯।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର କାଳବୈଶାଖୀ ପ୍ରଭାବରେ କୁଆପଥର, ଘଡ଼ଘଡ଼ି ସହ ବର୍ଷା ହୋଇଛି। ପାଟଣା ମୁଖ୍ୟାଳୟ, କେନ୍ଦେଇପଶି ଓ ତୁରୁମୁଙ୍ଗା ଅଞ୍ଚଳରେ କୁଆପଥର ବର୍ଷା ହୋଇଥିଲା। ବର୍ଷା ପରଠାରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି।…
ଖଣ୍ଡପଡ଼ାରେ କାଳବୈଶାଖୀ
ଖଣ୍ଡପଡ଼ା,୨୯ା୪: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବୁଧବାର କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ କରିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖଣ୍ଡପଡ଼ା ଅଗ୍ନିଶମ କର୍ମଚାରୀ ଓ…
୩ ଦିନ ପାଇଁ ଗ୍ରାମ୍ୟ ବ୍ୟାଙ୍କ ବନ୍ଦ
ଖଣ୍ଡପଡ଼ା୨୯ା୪: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ଖଳିସାହି ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ସେହି ବ୍ୟାଙ୍କ୍ ଶାଖାକୁ ୩ ଦିନ ପାଇଁ ବନ୍ଦ କରାଯାଇଛି।…
ଘରେ ଘରେ ଜ୍ୱର ବଢାଉଛି ଚିନ୍ତା
ଲାଠୋର,୨୯ା୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏପ୍ରିଲ ୨୮ତାରିଖ ସୁଦ୍ଧା ଗ୍ରାମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସରପଞ୍ଚ ପ୍ରବୀଣ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଲାଠୋର ଏବଂ ଆଖପାଖ ଗ୍ରାମର ପ୍ରାୟ ଘରେ…
ଅମାନିଆଙ୍କଠାରୁ ଆଦାୟ ହୋଇଛି ୫ କୋଟି ୨୪ଲକ୍ଷ: ଡିଜିପି
କଟକ ଅଫିସ,୨୯।୪: ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବେକାକୁ ହେବାରେ ଲାଗିଛି। ଟେଷ୍ଟିଂ ଯୋଗୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ କୋଭିଡ ସମ୍ପର୍କିତ ନିୟମକୁ କଡ଼ାକଡ଼ି ପାଳନ…
ପାନୀୟ ଜଳ ସମସ୍ୟା ନେଇ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ
ପୁରୁଷୋତ୍ତମପୁର,୨୯।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଓ୍ବାର୍ଡ ନଂ ୯ ରଥସାହି, ସୁନାରିତୋଟାସାହି, ଗୋପାଳ ବନ୍ଧ ସାହିକୁ ଦୀର୍ଘଦିନ ହେଲା ଜନସ୍ବାସ୍ଥ୍ୟ ବିଭାଗୀୟ ପାଇପରେ ପାଣି ଆସୁନାହିଁ। ଯାହା ପାଣି ଆସୁଛି ତାହା ମାଟିଆ, ଗୋଳିଆ, କଳା ରଙ୍ଗର ଦୂଷିତ ଅଟେ।…
ଭଡ଼ାଘରୁ ମା-ଝିଅଙ୍କ ମୃତଦେହ ଜବତ
ବଣାଇଁ,୨୯।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ନିୟୁ ଗାର୍ଡେନ କଲୋନୀ ମସଜିଦ ସମ୍ମୁଖ ଭଡ଼ାଘରୁ ଗୁରୁବାର ମା- ଝିଅଙ୍କ ମୃତଦେହ ଜବତ କରିଛି ପୋଲିସ। ମା’ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୩ ବର୍ଷ ଶିଶୁକନ୍ୟାର ମୃତଦେହ ଖଟ…
ଆମ୍ବ ବଗିଚାରେ ଚାଲିଥିଲା ଜୁଆଆଡ୍ଡା: ୮ ଗିରଫ, ଟଙ୍କା ମୋବାଇଲ ଜବତ
ବ୍ରହ୍ମପୁର ଅଫିସ,୨୯।୪: ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ ନିକଟରେ ଥିବା ଏକ ଆମ୍ବ ବଗିଚାରେ ଜୁଆଆଡ୍ଡା ଚାଲିଥିବା ପୋଲିସ ଖବର ପାଇଥିଲା। ଗୁରୁବାର ମଧ୍ୟାହ୍ନରେ ସଦର ଥାନାଧିକାରୀ ମହେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୋଲିସ ଘେରିଯାଇ…
ଆମ୍ବ ତୋଳୁଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ନାବାଳିକାଙ୍କ ଜୀବନ
ଦାରିଙ୍ଗବାଡ଼ି,୨୯।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବେହାଲ ହୋଇଛି। ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏକାଧିକ ଲୋକଙ୍କ ବିଦ୍ୟୁତ୍ଚାଳିତ ସାମଗ୍ରୀ ନଷ୍ଟ ହେବା ସହ ଉକ୍ତ ବ୍ଲକ ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକାଙ୍କ…
ଭିଜିଲାନ୍ସ ଜାଲରେ ତହସିଲଦାର
ରାଇକିଆ,୨୯।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସେ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଛାଡ଼ିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ…
ଚୋରକୁ ଧରି ପାରୁ ନ ଥିଲା ପୋଲିସ : ଲୋକେ ଧରି ଦେଲେ ଜିମା
ପୁରୁଷୋତ୍ତମପୁର,୨୯।୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘନ ଘନ ଚୋରି ଘଟଣା ଯୋଗୁ ଲୋକଙ୍କ ନିିଦ ହଜିଯାଇଛି। ଏହାକୁ ନେଇ ଲୋକେ ପୋଲିସରେ ଅଭିଯୋଗ କରୁଥିଲେ ପୋଲିସ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିଲା କି ଚୋରକୁ ଧରୁ ନ…

