ଆମ ଜିଲା ଖବର

ଟାଟା ଚା’ ପ୍ୟାକେଜିଂ ୟୁନିଟରେ ନିଯୁକ୍ତି ଦାବି: ଅଫିସ ଘେରାଉ କଲା ଭାଜପା

ଛତ୍ରପୁର, ୨୪।୭(ଡି.ଏନ୍‌.ଏ.): ଛତ୍ରପୁର ଉପକଣ୍ଠ ଟାଟା ଷ୍ଟିଲ କମ୍ପାନୀ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ଟାଟା ଚା’ ପ୍ୟାକେଜିଂ ୟୁନିଟରେ ଜମି ହରାଇଥିବା ଲୋକଙ୍କୁ ନିଯୁକ୍ତି ଦାବି କରାଯାଇଛି। ଶନିବାର ଏନେଇ ଭାଜପା ପକ୍ଷରୁ ଟାଟା ଅଫିସ ଘେରାଉ କରାଯାଇଥିଲା।…

ପେଟ ପାଇଁ ଦଣ୍ଡି ଧରିଲେ କଳାକାର

ପଦ୍ମପୁର,୨୪।୭ (ଡି.ଏନ.ଏ.)-ମହାମାରୀ କରୋନାରେ କବଳିତ ମଣିଷ ନିଜର ଜୀବନ ଜୀବିକା ହରାଇଛି। ନିମ୍ନ ମଧ୍ୟବିତ୍ତ, ଶ୍ରମିକ, ଦିନମଜୁରିଆ ପେଟ ପାଇଁ ସଂଗ୍ରାମ କରୁଛନ୍ତି। କରୋନା କଟକଣା ଛଡ଼ାଇ ନେଇଛି ବଞ୍ଚିବାର ରାହା। ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଉଠାଦୋକାନୀ, ଦିନମଜୁରିଆ, କଳାକାର…

ଘର ଆଗରେ ପଡ଼ିଲା ଅଫୁଟା ଗୋଳା

ବାହାନଗା,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ସମୁଦ୍ରକୂଳବର୍ତ୍ତୀ ଗ୍ରାମ ୪ନମ୍ବର ୱାର୍ଡ ମହାରୁଦ୍ରପୁର ଆଡ଼ିଆରେ ପ୍ରତିରକ୍ଷା ବିଭାଗ ତରଫରୁ ପରୀକ୍ଷଣ ଚାଲିଥିବା ବେଳେ ଏକ ଅଫୁଟା ଗୋଳା ସମୁଦ୍ର ମଧ୍ୟରେ ନ ପଡି ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ପଡି…

ସମନ୍ବୟ ଅଭାବରୁ ୨ ଆସନ ହାତରୁ ଖସିଥିଲା

ଖୋର୍ଦ୍ଧା ଅଫିସ,୨୪।୭: ସମନ୍ବୟ ଅଭାବରୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଭୁବନେଶ୍ୱର ଏମ୍‌ପି ଏବଂ ଜଟଣୀ ବିଧାୟକ ଆସନ ହରାଇବାକୁ ପଡ଼ିଥିଲା। ଏଭଳି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଓଡ଼ିଶା…

ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କ ସମ୍ପର୍କ ନାହିଁ : ଏସ୍‌ପି

ପାରଳାଖେମୁଣ୍ଡି,୨୪ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ସୌମ୍ୟଙ୍କୁ ଷଡ଼ଯନ୍ତ୍ର କରି ପୋଡ଼ି ହତ୍ୟା କରାଯାଇଛି ଓ ଏଥିରେ ଡିଏଫ୍‌ଓଙ୍କ ସମ୍ପୃକ୍ତି ଥିବା ପରିବାର ଲୋକେ ପ୍ରଥମରୁ ଅଭିଯୋଗ କରି ଆସୁଥିଲେ।…

ଅଧା ରହିଗଲା ଜଗା ଦର୍ଶନ

ଖଇରା,୨୩।୭(ଡି.ଏନ.ଏ): ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ମାଟିଆଳପଦା ଗ୍ରାମର ନବବିବାହିତା ପ୍ରଦୀପ ଗିରିଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ତେବେ ସ୍ତ୍ରୀ ମାମିନା ଜେନାଙ୍କ ସହ ପୁରୀ ଯାଇ ଜଗା ଦର୍ଶନ ପରିବାର ଇଚ୍ଛା ଅଧାରେ ରହିଯାଇଛି।…

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ପୁରୀ ଅଫିସ,୨୩।୭: ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ସମ୍ପନ୍ନ ହୋଇଛି। ଏଥିସହ ଘୋଷଯାତ୍ରାର ଅନ୍ତିମ ପର୍ବ ସରିଛି। ଶୁକ୍ରବାର ତିନିଠାକୁର ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିଛନ୍ତି। ନୀଳକନ୍ଦରକୁ ବାହୁଡ଼ା ବେଳେ ସିଂହଦ୍ୱାର ଓ ଜୟବିଜୟ ଦ୍ୱାର ନିକଟରେ କାଳିଆ…

ପ୍ରେମିକା ଗର୍ଭବତୀ ଜାଣିବା ପରେ ପ୍ରେମିକ ଫେରାର

ଚଣ୍ଡିଖୋଲ,୨୩।୭(ଡି.ଏନ.ଏ): ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ପରେ ପ୍ରେମିକା ଗର୍ଭବତୀ। ପ୍ରେମିକାଙ୍କୁ ପ୍ରତାରଣା ଦେଇ ପ୍ରେମିକ ଫେରାର। ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୨୧୪/୨୧) ରୁଜ୍ଜୁ କରି…

ମିଳିଲା ସେନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ

ଗୋପାଳପୁର,୨୩ା୭(ଡି.ଏନ.ଏ.): ଗୋପାଳପୁର ଥାନା ଗୋଳାବନ୍ଧ ଗ୍ରାମ ସ୍ଥିତ ଆର୍ମି ଏଡ଼ି କଲେଜ ପରିସରରୁ ଶୁକ୍ରବାର ଜଣେ ସେନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ନାଏକ ଶଙ୍କର କୁମାର ମଣ୍ଡଲ (୩୪)। ଏ ନେଇ ପୋଲିସ ଏକ…

ପୁଣି ଗିରଫ ହେଲେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ

ଭବାନୀପାଟଣା,୨୩।୭(ଡି.ଏନ୍‌.ଏ.): ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଗୋଟିଏ ମାମଲାରେ ଜେଲରୁ ମୁକୁଳୁ ମୁକୁଳୁ ପୁଣି ଏକ ଅନ୍ୟ ମାମଲାରେ ଗିରଫ କରିଛି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଟିମ । ଗତ ୩ ତାରିଖରେ ଏକ ମାମଲା…

ଚାନ୍ଦିପୁରରେ ‘ଆକାଶ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୬: ‘ଆକାଶ ନ୍ୟୁ ଜେନେରେଶନ ’ମିସାଇଲର ବ୍ୟାବହାରିକ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ମଧ୍ୟାହ୍ନରେ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଏହା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ…

ଦୁଇ ଆଜୀବନଙ୍କୁ ଜେଲରୁ ମିଳିଲା ମୁକ୍ତି

କେନ୍ଦୁଝର,(ସ୍ବ.ପ୍ର.): କେନ୍ଦୁଝର ଜେଲରୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭଗୁଥିବା ଦୁଇ ଜଣ କଏଦୀଙ୍କୁ ଶୁକ୍ରବାର ମୁକ୍ତ କରାଯାଇଛି। ସେମାନେ ହେଲେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମଣିପୁର ଗ୍ରାମର ଦନାଦର ବେହେରା ଓ ବଡବିଲ ଥାନା ଅନ୍ତର୍ଗତ ଉତ୍ତମ ସିଂହ ହାଟିଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?