ଆମ ଜିଲା ଖବର

ଝାରସୁଗୁଡ଼ା ଉପକାରାଗାରର ୬୮ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୫।୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଜିଲାରେ ପ୍ରତିଦିନ ୩ ଶହରୁ ୫ଶହ ପଜିଟିଭ୍‌ ଚିହ୍ନଟ ହୋଉଛନ୍ତି। ଫଳରେ ଜିଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଶନିବାର ଝାରସୁଗୁଡ଼ା…

କେନାଲରେ ପାଣି ଛଡ଼ା ଯାଇଥିବାରୁ ତଳିଆ ଅଞ୍ଚଳରେ କୃତ୍ରିିମ ବନ୍ୟା

ମାଲକାନଗିରି,୧୫।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସତୀଗୁଡ଼ା ମଧ୍ୟମ ଜଳସେଚନ ବିଭାଗର ବାମପାର୍ଶ୍ୱ କେନାଲ ମାଲକାନଗିରି ପୌର ପରିଷଦ ମଧ୍ୟ ଦେଇ ଚାଷୀଙ୍କ ପାଇଁ ଜଳ ପ୍ରବାହିତ ହେଉଛି। ଝାଟିମାଟି କଲୋନୀଠାରୁ ରିକ୍ଲାମେଶନ କଲୋନୀ ଦେଇ ଏମ୍‌.ଭି-୨ ଗ୍ରାମକୁ ଯାଇଛିା। ବର୍ତ୍ତମାନ କେନାଲରେ ପାଣି…

ସାହିତି୍ୟକ ନରେନ୍ଦ୍ର ବେହେରାଙ୍କ ପରଲୋକ

କଟକ ଅଫିସ, ୧୫ା୫: ସାହିତି୍ୟକ, ନାଟ୍ୟକାର, ଗୀତିକାର ତଥା ଅନୁବାଦକ ନରେନ୍ଦ୍ର ବେହେରାଙ୍କ ଗତ ୧୨ ତାରିଖରେ ଜାମସେଦପୁରଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଜାମସେଦପୁରସ୍ଥିତ ଏକ ଘରୋଇ…

ଗଳାବାଟରେ ଚାଲିଛି ଚଳପ୍ରଚଳ

ଜଳେଶ୍ୱର, ୧୫ା୫(ଡି.ଏନ.ଏ.): କରୋନା ଭୂତାଣୁର ୨ୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ପଶ୍ଚିମବଙ୍ଗ ମ୍ୟୁଟାଣ୍ଟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ନୀତି ଅବଲମ୍ବନ କରାଯାଇଛି। ଓଡିଶା-ପଶ୍ଚିମବଙ୍ଗ ସୀମା ସିଲ୍‌ କରାଯିବା ସହିତ ଯାନବାହନ ଯାଞ୍ଚ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସମୀକ୍ଷା: ୫ ମିନିଟ୍‌ରେ ଗାଇଲେ ୨୮ ହିନ୍ଦୀ ଦେଶାତ୍ମବୋଧକ ସଙ୍ଗୀତ

ବାଲିଆ,୧୫ା୫: ଜଗତ୍‌ସିଂହପୁର ଜିଲା ବିରିଡି ବ୍ଲକ ଅନ୍ତର୍ଗତ କୂଳକଇଜଙ୍ଗା ଗ୍ରାମର ସାଇସମୀକ୍ଷା ସ୍ବାଇଁ (୮) ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ୪ ମିିନିଟ ୨୦ ସେକେଣ୍ଡରେ ୨୮ଟି ହିନ୍ଦୀ ଦେଶାତ୍ମବୋଧକ ଗୀତ ଗାଇ ସେ ଏହି ଗୌରବ ହାସଲ…

ପୋଲ ତଳକୁ ଖସିଲା କାର୍‌

ବାଲେଶ୍ୱର ଅଫିସ,୧୫।୫: ବାଲେଶ୍ୱର ଜିଲା ଏନଏଚ୍‌-୧୬ ର୍ବିଲା ଟାୟାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶନିବାର ସକାଳୁ ପୋଲ ତଳକୁ କାର୍‌ ଖସି ପଡ଼ିଛି। ଏଥିଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…

ଅନ୍ତେବାସୀଙ୍କୁ କରୋନା ଭୟ

ଭଦ୍ରକ ଅଫିସ,୧୫।୫-ଭଦ୍ରକ ଜିଲା ମୁଖ୍ୟାଳୟରେ ଥିବା ସବ୍‌ଜେଲରେ ଏବେ କ୍ଷମତାଠାରୁ ଦୁଇଗୁଣ ଅଧିକ କଏଦୀ ରହୁଛନ୍ତି। ଜିଲାରେ ବିଚାରାଧୀନ ବନ୍ଦୀ ଓ ସଜା କାଟୁଥିବା ଅପରାଧୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଚିନ୍ତାର ବିଷୟ ପାଲଟିଛି। ଫଳରେ ଏହି ଜେଲ ଅନ୍ତେବାସୀଙ୍କୁ ଏବେ…

କରୋନାରେ ଯୁବ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ

ବାହାନଗା,୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ଯୁବ ବୈଜ୍ଞାନିକ ବୈଦ୍ୟନାଥ ମହାନ୍ତିଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ଗତ ୧୫ଦିନ ପୂର୍ବରୁ ତାଙ୍କ ବଡଭାଇ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ବଡଭାଇଙ୍କ ମୃତ୍ୟୁ ଖବର ଶୁଣି ବୈଦ୍ୟନାଥ କୁଏତରୁ ଦିଲ୍ଲୀ ଆସିବା ପରେ…

ପାରୋଲରେ ଗଲେ ୫ କଏଦୀ

କେନ୍ଦୁଝର,୧୫ା୫(ଡି.ଏନ.ଏ.)-କରୋନା ସଂକ୍ରମଣ ବଢ଼ୁଥିବାବେଳେ ଜେଲରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କଏଦୀ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଜ୍ଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନିଆ ଛୁଟି(ପାରୋଲ)ରେ ଛାଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି…

କରୋନା ଆକ୍ରାନ୍ତ ୧୫ ଦିନର ଶିଶୁ ମୃତ

ବ୍ରହ୍ମପୁର ଅଫିସ୍‌,୧୫ା୫: କରୋନାର ଦ୍ୱିତୀୟ ଲହରରେ ଶିଶୁ ସଂକ୍ରମିତ ହେଲେଣି। ଗତ ସୋମବାର ବ୍ରହ୍ମପୁର ହାଉସିଂ ବୋର୍ଡ଼ରେ ରହୁଥିବା ଜଣେ ୧୦ ବର୍ଷୀୟ ନାବାଳକଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ପୁଣି ଏମ୍‌କେସିଜି ମେଡିକାଲରେ ୧୫ ଦିନର ଜଣେ ଶିଶୁର କରୋନାରେ…

ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ ଧରି କୋଭିଡ୍‌ ବିରୋଧୀ ଯୁଦ୍ଧରେ ମାସ୍କ ଓ ସାମାଜିକ ଦୂରତ୍ୱ ହିଁ ମୁଖ୍ୟ ଅସ୍ତ୍ର…

ମାଗଣାରେ ହେବ କୋଭିଡ୍‌ ଚିକିତ୍ସା

ବରଗଡ଼ ଅଫିସ,୧୪।୫: ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏଣିକି ମାଗଣାରେ କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ହେବ । ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀକ୍ରୀଷ୍ଣା ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?