କାଠଯୋଡ଼ିରେ ଭାସି ୨ ନିଖୋଜ

କଟକ ଅଫିସ,୭।୮: କାଠଯୋଡ଼ି ନଦୀରେ ଭାସିଯାଇ ଶନିବାର ୨ ଜଣ ନିଖୋଜ ହୋଇଛନ୍ତି। ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଏହି ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧାଉ ଥିବାବେଳେ ୪ ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏକ ବୁଦା ମୂଳରୁ ଉଦ୍ଧାର କରାଯାଇଛି। ଆଉ ୨ ଜଣ ନିଖୋଜ ଥିବା ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରୀ ସମସ୍ୟା ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ, ୨୦।୨: ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟରେ ବେରୋଜଗାର ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ...

ରଥଯାତ୍ରା ପାଇଁ ସାସ୍ଥ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି

ପୁରୀ ଅଫିସ,୨୭।୬: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଜୋରଦାର ପ୍ରସ୍ତୁତି କରାଯାଉଛି। ତେବେ ରଥଯାତ୍ରାର ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ...

ଚିତ୍ରକୋଣ୍ଡାରେ ଧର୍ମଘଟ ଆରମ୍ଭ

ଚିତ୍ରକୋଣ୍ଡା, ୮।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସହରରେ ଭାରତ ବନ୍ଦ ଡାକରାର ପ୍ରଭାବ ପଡିଛି। ସ୍ଥାନୀୟ ଚିତ୍ରକୋଣ୍ଡା ସ୍ପିଲବାଇ, ଡାଲଖାଇ ଛକ ପାଖରେ ବିଭିନ୍ନ ସଂଗଠନ...

ଭରତପୁର ଖଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ତାଳଚେର, ୬ା୮(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବେଳେ ସୋମବାର ଏକ ମୁଣ୍ଡବିହୀନ ଗଳିତ ମୃତଦେହ ଉଦ୍ଧାର...

କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଚାନ୍ଦପୁର କୋଭିଡ ମେଡିକାଲ ପରିଦର୍ଶନ

ରଣପୁର,୨୭।୫(ସ୍ବ.ପ୍ର)-ନୟାଗଡ ଜିଲା ଚାନ୍ଦପୁରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ବୁଧବାର କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ ଅଚାନକ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି।...

ରାଜକୁମରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭବାନୀପାଟଣା/କୋକସରା, ୬ା୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗଡ଼ା ପଞ୍ଚାୟତ ଡୋଙ୍ଗରିପଡ଼ାର ରାଜକୁମର ବାଗ (୫୭)। ଗୋଡ଼ ଭାଙ୍ଗିଯିବା ପରେ ବିଛଣାରେ ପଡ଼ି ରହିଛନ୍ତି।...

ଚାଲାଣ ହେଉଥିଲା ବଳଦ ବୋଝେଇ ଗାଡି: ଅଟକ ରଖିଲେ ଗ୍ରାମବାସୀ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମବାସୀ ଶୁକ୍ରବାର ଏକ ବଳଦ ଚାଲାଣ ହେଉଥିବା ଟାଟା ମ୍ୟାଜିକ୍‌ ଗାଡିକୁ ଅଟକାଇଥିଲେ। ପରେ...

କଟକଣା ମାନୁନାହାନ୍ତି ବାବୁ: ପ୍ରଶାସନ ନିର୍ଦ୍ଦେଶନାମା ଉଲ୍ଲଂଘନ ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୩ା୭: କୌଣସି ହଟ୍‌ସ୍ପଟ ଜିଲା ବା ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ ସରକାରୀ କ୍ବାରାଣ୍ଟାଇନ୍‌ରେ ରହିବେ ବୋଲି ଅନୁଗୋଳ...

Advertisement
Archives

Model This Week