ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୭।୮: ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ପୁଣି ଘର ଭାଙ୍ଗୁଛି ପ୍ରଶାସନ। ଶ୍ରୀମନ୍ଦିରର ୭୫ମିଟର ବଳୟରେ ଥିବା ଅବଶିଷ୍ଟ ଘରକୁ ଉଚ୍ଛେଦ କରାଯାଇଛି। ବାସେଲିସାହି ମନ୍ଦିର ପାଖରେ ୩ଟି ଘର ଉଚ୍ଛେଦ କାମ ଚାଲିଛି। ସେପଟେ ଏହି ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଯେଉଁମାନଙ୍କ ଘର ଭଙ୍ଗା ଚାଲିଛି ସେମାନେ ଟଙ୍କା ନୁହେଁ ଘର ବଦଳରେ ଘର ଦାବି କରିଛନ୍ତି। ଶ୍ରୀମନ୍ଦିର ପାଖରେ ଘର ଖଣ୍ଡେ ଦେବାକୁ ପ୍ରଶସନ ନିକଟରେ ଲିଖିତ ଦାବି କରିଛନ୍ତି। ଦାବି ପୂରଣ ହେବା ପରେ ଯାଇ ଆମେ ଘର ଛାଡିବୁ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିଛା ଲାଗି ଟଁକା ଅଭାବ୍‌, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ

ପର୍ଲା, ୨୩।୧୨ (ଡି.ଏନ୍‌.ଏ.)- ମୁଇଁ ଜିଁବାକେ ଚାହୁଁଛେଁ। ପୁଅବହ, ନାତିନାତେନକେକର ସଂଗେ ସମିଆ ବିତାବାକେ ଚାହୁଁଛେଁ। ମୋତେ ଭଲ କରି ଦିଅ। ଇ ହୁରୁତ୍‌ ତରଲି...

ଗୌତମପୁରରେ ଜଳ ସଙ୍କଟ: ଲୋକେ ହନ୍ତସନ୍ତ

ମାଧପୁର, ୨୯।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଗୌତମପୁର ଗ୍ରାମରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏହି ଗ୍ରାମରେ ଗୋଟିଏ ନଳକୂପ...

ମହାରାଷ୍ଟ୍ରରୁ ଫେରିଲେ ୨୬ ଶ୍ରମିକ

ଅନୁଗୋଳ ଅଫିସ୍‌, ୧୬ା୫- ଅନୁଗୋଳ ଜିଲାକୁ ମହାରାଷ୍ଟ୍ରରୁ ଏକ ସ୍ବତନ୍ତ୍ର ବସ ଯୋଗେ ୨୬ ଜଣ ଶ୍ରମିକ ଶନିବାର ଫେରିଛନ୍ତି। ସେମାନେ ଗଡତରାସ ଗ୍ରାମର ହୋଇଥିବାବେଳେ...

ଗିରଫ ହେଲେ ଆଶୀର୍ବାଦ

କଟକ ଅଫିସ,୧୯।୯: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ସକାଳେ ସିବିଆଇ ଗିରଫ କରିଛି।ଭୋରରୁ କଟକ ସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିବା...

ମାଛ ଧରା ଜାଲରେ ଲାଗିଲା ବ୍ୟାଗ ଭର୍ତ୍ତି ଅଚଳ ଟଙ୍କା

ବାରଙ୍ଗ,୨୨ା୭(ଡି.ଏନ.ଏ.): ପୁରୀ ମେନ କେନାଲରୁ ବୁଧବାର ବ୍ୟାଗ ଭର୍ତ୍ତି ଥିବା ଅଚଳ ଟଙ୍କା ମିଳିଛି। ଅପରାହ୍ନ ସମୟରେ ସ୍ଥାନୀୟ ଗ୍ରାମର ଜଣେ ମାଛଧରାଳି କେନାଲରେ ଜାଲ...

ମେଡିକାଲ କଲେଜ ସମସ୍ୟା ନେଇ ଦାବିପତ୍ର

ବାରିପଦା ଅଫିସ,୨୯।୭- ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଏବେ...

ଖୋର୍ଦ୍ଧାରେ ୮କରୋନା ପଜିଟିଭ ଚିହ୍ନଟ

ଖୋର୍ଦ୍ଧା ଅଫିସ,୧୦।୬: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଏହି ସଂଖ୍ୟା ବଢ଼ୁଥିବା ବେଳେ ବୁଧବାର ଖୋର୍ଦ୍ଧା ଉପଖଣ୍ଡରେ...

ପ୍ରସୂତିଙ୍କୁ ଭେଟିଲା ଭାଜପା ମହିଳା ମୋର୍ଚ୍ଚା

ଭଦ୍ରକ ଅଫିସ,୧୬ା୧୦- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ସୋମବାର ଜଣେ ପ୍ରସୂତି ପିଲା ଜନ୍ମ କରିବା ଘଟଣାପରେ ମଙ୍ଗଳବାର ଭାଜପା ମହିଳା ମୋର୍ଚ୍ଚାର ଏକ...

Advertisement


Archives

Model This Week