୭ଦିନ ପାଇଁ ସିଲ୍ ହେଲା ୭ଦୋକାନ
ପଦ୍ମପୁର,୨୦।୫(ଡି.ଏନ୍.ଏ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩ଟି ଗାଁର ୭ଟି ଦୋକାନକୁ ସିଲ୍ କରାଯାଇଛି। ବେତଡା ବଜାରର ନଛିପୁରରେ ଥିବା ଦେଶୀ ମଦ ଦୋକାନ ଓ ବିଦେଶୀ ମଦ ଦୋକାନ, ୨ଟି ଲୁଗା ଦୋକାନ, ଗୋପାଳପୁରର…
ଆଠମଲ୍ଲିକରେ ହେଉ କୋଭିଡ୍ କେୟାର ସେଣ୍ଟର
ମାଧପୁର,୨୦ା୫: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଗଁା କୋଭିଡ୍ କବଳକୁ ଯାଉଥିବାବେଳେ ସଂକ୍ରମିତଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ। ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ କୋଭିଡ୍ କେୟାର ସେଣ୍ଟର…
ଟିକା ନ ନେଇ ବି ମିଳିଛି ପ୍ରମାଣପତ୍ର
ବନ୍ତ,୨୦।୫ (ଡି.ଏନ.ଏ.)- କୋଭିଡ୍ ଟିକା ନ ନେଇ ବି ଦମ୍ପତି ପାଇଛନ୍ତି ପ୍ରମାଣପତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଗ୍ରାମରେ। ପ୍ରମାଣପତ୍ର ପାଇଥିବା ଦମ୍ପତି ହେଲେ ଗ୍ରାମର ଭରତ ପାଣି(୬୪) ଓ ତାଙ୍କ ସ୍ତ୍ରୀ ରମାମଣି ପାଣି(୬୨)।…
ସଙ୍କଟରେ ଟେରାକୋଟା ଶିଳ୍ପୀ
କେନ୍ଦୁଝର, ୨୦।୫ (ସ୍ବ.ପ୍ର.)-କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ବିକ୍ରିବଟା କରି ନ ପାରି ପ୍ରସ୍ତୁତ ସାମଗ୍ରୀ ଧରି ବସିଛନ୍ତି ଟେରାକୋଟା ଶିଳ୍ପୀ ତଥା ପ୍ରଶିକ୍ଷକ ଗୌରଚନ୍ଦ୍ର ବେହେରା। ରାଜଧାନୀ ତଥା ଅନ୍ୟ ଅଞ୍ଚଳରେ ମେଳା ବା ପ୍ରଦର୍ଶନୀ ପାଇଁ…
ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ, ଚିକିତ୍ସା ଯୋଗାଇଦିଅ
କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୦।୫: କଟକ ନୂଆପଡା ବାଲିସାହିଠାରେ ଥିବା ବିସ୍ଥାପିତଙ୍କୁ ତୁରନ୍ତ ବାସଗୃହ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କଟକ ଜିଲାପାଳ ଓ କଟକ ମହାନଗର ନିଗମ (ସିଏମ୍ସି) କମିଶନରଙ୍କୁ ବୁଧବାର ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍ଆରସି)…
ନାମ ପଞ୍ଜୀକରଣ ପରେ ବି ମିଳୁନି ଟିକା
କଟକ ଅଫିସ, ୨୦।୫: କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା କବଳରୁ ରକ୍ଷା ପାଇବା ପାଇଁ ଟିକା ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି। ବର୍ତ୍ତମାନ ସହରର ୧୯ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି।…
ନିର୍ବନ୍ଧ ସରିଥିଲା, ୨୩ରେ ହୋଇଥାନ୍ତା ବାହାଘର
ବରୀ,୨୦।୫(ଡି.ଏନ.ଏ.): ନିର୍ବନ୍ଧ ହୋଇ ସରିଥିଲା। ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା। ଆସନ୍ତା ୨୩ ତାରିଖ ରବିବାର ହୋଇଥାନ୍ତା ବାହାଘର। ମାତ୍ର ବିବାହର ଦିନ କେଇଟା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣା ଘଟିଛି ଯାଜପୁର ଜିଲା…
ପୁଅର ମୃତ୍ୟୁ ଖବର ଶୁଣି ଆଖିବୁଜିଲେ ମା
ଚୌଦ୍ୱାର,୨୦।୫(ଡି.ଏନ.ଏ.): ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହି ଜାଣିପାରନ୍ତି ନାହିଁ। ବର୍ତ୍ତମାନ ରାତିପାହିଲେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଖବର ଶୁଣିବାକୁ ମିଳୁଛି। କେଉଁଠି ମାଆବାପା ଆଗରେ ପୁଅ ଚାଲିଯାଉଛି ତ ଆଉ କେଉଁଠି ପିଲାଙ୍କ ଆଗରେ ମାଆବାପାଙ୍କ ଜୀବନ…
ଲକ୍ଡାଉନ ବେଳେ ଗାଁ ଛାଡ଼ିବାକୁ ନୋଟିସ
ବଲାଙ୍ଗୀର ଅଫିସ, ୨୦।୫: କୋଭିଡ୍ ମହାମାରୀ ସମୟରେ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହାଦ୍ୱାରା କୋଭିଡ୍ ସଂକ୍ରମଣ ଚେନ୍ ବ୍ୟାହତ ହେବ ବୋଲି କୁହାଯାଉଛି। ତେବେ ବଲାଙ୍ଗୀର ଜିଲା ପ୍ରଶାସନ…
ଆଇସ୍କ୍ରିମ୍ କାଠିରେ କେଦାରନାଥ ମନ୍ଦିର ପ୍ରତିକୃତି
ପୁରୀ ଅଫିସ, ୨୦।୫: ପୁରୀ କୁମୁଟିପାଟଣା ଅଞ୍ଚଳର ଯୁବ ଶିଳ୍ପୀ ବିଶ୍ୱଜିତ ନାୟକ ୧୪୫ଟି ଆଇସ୍କ୍ରିମ କାଠିରେ ପ୍ରଭୁ କେଦାରନାଥଙ୍କ ମନ୍ଦିରର ପ୍ରତିକୃତି ନିର୍ମାଣ କରିଛନ୍ତି। ମନ୍ଦିର ଉଚ୍ଚତା ୧୦ ଇଞ୍ଚ ଓ ଲମ୍ବ ୭ଇଞ୍ଚ ରହିଛି। ଏହା ନିର୍ମାଣ ପାଇଁ…
୨୦ରୁ ହାଇକୋର୍ଟ ଶଟ୍ଡାଉନ୍
କଟକ ଅଫିସ, ୨୦।୫: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସମ୍ପୂର୍ଣ୍ଣ ଶଟ୍ଡାଉନ୍ କରାଯାଇଛି । ଆସନ୍ତା ୨୮ ତାରିଖରୁ ପୁନର୍ବାର ରୋଷ୍ଟର କୋର୍ଟ କାର୍ଯ୍ୟକାରୀ ହେବ। ତେବେ ୨୦ରୁ ୨୭ ତାରିଖ…
ଭୋଜି ବନ୍ଦ, କନ୍ୟା ବାପାଙ୍କୁ ଏକଲକ୍ଷ ଜରିମାନା
ଦେବଗଡ଼, ୧୯ା୫ – ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡରେ ବୁଧବାର କୋଭିଡ୍ ନିୟମ ଉଲ୍ଲଂଘନ କରାଯାଇ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। କିନ୍ତୁ ହଠାତ୍ ଚଢ଼ାଉ କରିଥିଲା ପୋଲିସ। ଭୋଜି ବନ୍ଦ କରିବା ସହ ଆୟୋଜନକାରୀ କନ୍ୟାର ବାପାଙ୍କୁ ୧ ଲକ୍ଷ…

