‘ପରୀ’ ଶୁଣାଣି ଘୁଞ୍ଚିଲା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଗୁରୁବାର ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି କରାଯାଇଛି। ତେବେ ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପରୀ ମା’ଙ୍କ ପକ୍ଷରୁ ଓକିଲ…
ରଥରେ ସାମାନ୍ୟ ଫାଟ, ଚାଲିଛି ମରାମତି
ପୁରୀ ଅଫିସ,୧୫ା୭: ଆସନ୍ତା ୧୭ ତାରିଖରେ ତିନିରଥର ଦକ୍ଷିଣ ମୋଡ଼। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ଯାଞ୍ଚ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଗୁରୁବାର ଏହି ଯାଞ୍ଚ କରାଯାଇଛି। ତେବେ ତିନିରଥରେ ସାମାନ୍ୟ ଫାଟ ଥିବା…
ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ସବ୍ୟସାଚୀ
ଢେଙ୍କାନାଳ ଅଫିସ, ୧୫।୭: ଆସାଇନ୍ମେଣ୍ଟ କାର୍ଯ୍ୟରେ ଦକ୍ଷିଣ ଆଫ୍ରିକା ଯାଇଥିଲେ। ହେଲେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କରୋନା ସଂକ୍ରମଣ ବଢ଼ିଲା। ବନ୍ଦ ହୋଇଗଲା ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ। ବର୍ଷାଧିକ ରହଣି ଭିତରେ ଅବଧି ସରିଯିବା ପରେ ବାତିଲ ହୋଇଗଲା ଭିସା। ଫଳରେ…
ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: କାର୍ କାଚ ଭାଙ୍ଗିଲେ, ଶିଶୁ, ଡ୍ରାଇଭର ଆହତ
ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବଡ଼ବଜାର ଥାନା ଫାଷ୍ଟଗେଟ୍ ନିକଟରେ ବୁଧବାର ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗଞ୍ଜେଇ ଥିବା ସନ୍ଦେହରେ ଯାଞ୍ଚ ବେଳେ ଅବକାରୀ କର୍ମଚାରୀ ଏକ ବୋଲେରୋ କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।…
ରୁଙ୍ଗ୍ଟାରେ ୧୧ ହଜାର କୋଟିର ପୁଞ୍ଜି ନିବେଶ
ଭୁବନେଶ୍ୱର (ବ୍ୟୁରୋ)/ଢେଙ୍କାନାଳ ଅଫିସ ୧୫।୭: ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ୍ରେ ପହଞ୍ଚତ୍ବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ମହାମାରୀ ସତ୍ତ୍ୱେ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷ…
ଟିକା ପାଇଁ ଭୁଲିଗଲେ ସାମାଜିକ ଦୂରତା
କଟକ ଅଫିସ,୧୫।୭: କଟକ ସହରରେ ପ୍ରାୟ ୬ଦିନ ପରେ ବୁଧବାର ଟିକାକରଣ ଆରମ୍ଭ ହୋଇଛି। ଟିକା ନେବା ପାଇଁ ବିଭିନ୍ନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା। ହେଲେ ଇନ୍ଡୋର ଷ୍ଟାଡିୟମରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଟିକାକେନ୍ଦ୍ରରେ ପ୍ରବେଶ…
ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ: ପାଠ୍ୟ ସମ୍ପର୍କୀୟ ଚିତ୍ର ଆଙ୍କୁଛନ୍ତି ଶିକ୍ଷକ
ଛତ୍ରପୁର,୧୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ କରାତଳି ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସରପଞ୍ଚ ଟି.ନରସିଂହ ରେଡ୍ଡି ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଏହାପରେ ସ୍କୁଲର ରୂପରଙ୍ଗ ଏକ ପ୍ରକାର ବଦଳିଯାଇଛି। ଅନ୍ୟପଟେ ଶିକ୍ଷକ ଉଦୟ ରଶ୍ମି ପାତ୍ର…
ମାକ୍ସ ନ ପିନ୍ଧିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଉଠବସ କରାଇଲେ ତହସିଲଦାର: ଭିଡିଓ ଭାଇରାଲ
ଗଞ୍ଜାମ,୧୫।୭(ଡି.ଏନ୍.ଏ.): ହରଡ଼ଘଣାରେ ଗଞ୍ଜାମ ତହସିଲଦାର। ତହସିଲଦାରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ଏବେ ବିବାଦ ଘେରକୁ ଆସିଛନ୍ତି। ଗଞ୍ଜାମ ଓ ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ଜଣେ ବାଇକ୍ ଆରୋହୀ…
ପାଟଣାରେ ଓଡ଼ିଶା ବନ୍ଦର ପ୍ରଭାବ: ଏନ୍ଏଚ ୪୯ ନିହ୍ନୁଆଁ ନିକଟରେ କଂଗ୍ରେସର ରାସ୍ତାରୋକୋ
ପାଟଣା ,୧୫।୭(ସ୍ବ.ପ୍ର.): ନିତ୍ୟ ବ୍ୟବହାର୍ଯ୍ୟ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଜିନିଷର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଗୁରୁବାର ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କେନ୍ଦୁଝର ଜିଲା ପାଟଣା ବ୍ଲକରେ ମଧ୍ୟ ପଡିଛି। ସିପିଆଇଏମ…
ସନ୍ଧ୍ୟା ନ ହେଉ ସମୟସୀମା
ବଇଣ୍ଡା,୧୫ା୭(ଡି.ଏନ.ଏ.): ଗତ ଗାଇଡଲାଇନ୍ରେ ‘ଏ’ କାଟେଗୋରିକୁ ଉନ୍ନୀତ ହୋଇଥିଲା ଅନୁଗୋଳ ଜିଲା। ଫଳରେ କରୋନା କଟକଣା ଏଠାରେ ପୂର୍ବାପେକ୍ଷା ଅଧିକ କୋହଳ ହୋଇଥିଲା। ଜୀବିକାକୁ ପ୍ରାଧାନ୍ୟ ଦେବାକୁ ଯାଇ ସନ୍ଧ୍ୟା ୬ଟା ଯାଏ ବଜାରରେ ବ୍ୟବସାୟ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି…
ଯାଜପୁରରେ ନବଦମ୍ପତିଙ୍କ ଆତ୍ମହତ୍ୟା
ଯାଜପୁର ଅଫିସ,୧୫।୭: ବେକରେ ଦଉଡ଼ି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା। ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏଭଳି ଘଟିଥିବା ପୋଲିିସ ଅନୁମାନ କରୁଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଯାଜପୁର ବିଞ୍ଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ…
୨୫ ବର୍ଷ ପରେ ଫେରିଲେ ମା’ କୋଳକୁ
ଜଳେଶ୍ୱର,୧୫।୭(ଡି.ଏନ.ଏ.)-ରୋଜଗାର ପାଇଁ ସ୍ତ୍ରୀ, ପିଲା ଓ ପରିବାର ଛାଡ଼ି ଚାଲିଯାଇଥିଲେ କୋଲକାତା। ସେଠାରେ କିଛିି ଦିନ ରହଣୀ ମଧ୍ୟରେ ଅର୍ଥ ଲୋଭ ଓ ନୂଆ ସଂସାର ମୋହରେ ଭୁଲି ଯାଇଥିଲେ ମା’, ମାଟି ଓ ମମତା। ହେଲେ ୨୫ ବର୍ଷ ପରେ…

