୪ ଶିଶୁ ଅପପୁଷ୍ଟିର ଶିକାର
କଳିଙ୍ଗନଗର,୧୬।୭(ଡି.ଏନ୍.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ସଂସାଇଲୋ ପଞ୍ଚାୟତ ଅଧୀନ ନାକଦେଇ ଗ୍ରାମ। ସେହି ଗ୍ରାମର ୪ ଆଦିବାସୀ ଭାଇଭଉଣୀ ଏବେ ଅପପୁଷ୍ଟିର ଶିକାର ହୋଇଛନ୍ତି। ଚାଲିବାକୁ ସେମାନଙ୍କର ଶକ୍ତି ନାହିଁ। ସାନ ଭାଇ ଓ ଭଉଣୀ ଏବେ ବିଛଣାରୁ ଉଠି…
ଆଜି ହେରାପଞ୍ଚମୀ
ପୁରୀ ଅଫିସ,୧୬।୭: ଆଷାଢ଼ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶୁକ୍ରବାର ହେରାପଞ୍ଚମୀରେ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ମହାପ୍ରଭୁଙ୍କ ନିକଟକୁ ବିଜେ କରିବେ। ତାଙ୍କୁ ମହାପ୍ରଭୁ ସାଙ୍ଗରେ ନବଦିନାତ୍ମକ ଯାତ୍ରାରେ ନେଇ ନ ଥିବାରୁ ସେ ଅଭିମାନରେ ନନ୍ଦିଘୋଷ ରଥ…
ମହାମାରୀ ଦେଖାଇଲା ନୂଆ ବାଟ
କେନ୍ଦୁଝର,୧୬।୭(ସ୍ବ.ପ୍ର.): ପେସା ଶିକ୍ଷକତା, ହେଲେ କରୋନା ବେଳେ ସମୟର ସଦୁପଯୋଗ କରି ଚାଷକୁ ନିଶା ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ଜିତେନ୍ଦ୍ର ମହାନ୍ତ। ଗ୍ରାମଠାରୁ ପ୍ରାୟ ୧୦୦ କି.ମି.…
ତିନିରଥ ଚକ, ପ୍ରଭାରେ ଫାଟ
ପୁରୀ ଅଫିସ,୧୬ା୭:ତିନି ରଥର ଚକ ଓ ପ୍ରଭାରେ ଫାଟ ହୋଇଛି। ତାଳଧ୍ୱଜ ରଥ ଆଗପାର୍ଶ୍ୱ ଚକରେ ବଡ଼ ଫାଟ ହୋଇ ଚକଟି ଗୋଟିଏ ପାର୍ଶ୍ୱକୁ ମୋଡ଼ିଯାଇଥିବାବେଳେ ଦର୍ପଦଳନ ଓ ନନ୍ଦିଘୋଷରେ ସାମାନ୍ୟ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଦକ୍ଷିଣମୋଡ଼ ପୂର୍ବରୁ ତିନି…
ଯନ୍ତ୍ରଣାରୁ ମୁକୁଳିଲା ଜୀବିକା
ଅନୁଗୋଳ/ ଢେଙ୍କାନାଳ ଅଫିସ, ୧୬ା୭ ରାସ୍ତା ପାର୍ଶ୍ୱରୁ ରାସ୍ତା ଉପରକୁ ଆସିବ ବସ୍। ଜିମ୍, ପାର୍ଲରରୁ ଖୋଲିବ ତାଲା। ପଡ଼ିଆକୁ ଫେରିବ କ୍ରୀଡ଼ା। ପୂର୍ବାପେକ୍ଷା ଅଧିକ ସମୟ ଚାଲିବ ବ୍ୟବସାୟ। ଗୁରୁବାର ଘୋଷିତ ନୂଆ ଲକଡାଉନ କଟକଣାରେ ଜୀବିକାକୁ ଦିଆଯାଇଛି ଏପରି…
ପଞ୍ଜାବରୁ କଟକ ଆସୁଥିଲା ସୁନା
କଟକ ଅଫିସ,୧୬ା୭: ପଞ୍ଜାବରୁ ଓଡ଼ିଶାକୁ ଆସୁଥିଲା ପୁଳା ପୁଳା ସୁନା। ପରେ କଟକର ବିଭିନ୍ନ ଦୋକାନରେ ବିକ୍ରି ହେଉଥିଲା। ଏଥିପାଇଁ ଦୋକାନୀଙ୍କୁ ଜିଏସ୍ଟି ଦେବାକୁ ପଡୁ ନ ଥିଲା। ଟ୍ରେନ୍ରେ କୌଣସି ଧରପଗଡ଼ ନ ଥିବାରୁ ଦୀର୍ଘଦିନ ଧରି ଏହି ବେଆଇନ…
ଅଦା ବୋଝେଇ ଟ୍ରକରେ ଗଞ୍ଜେଇ
ଜୟପୁର, ୧୫ା୭: ଏକ ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୁରୁବାର ସଦରଥାନା ପୋଲିସ ହାତରେ ଧରାପଡିଛି। ଟ୍ରକ (ପିବି୬୫ ଭି-୪୪୫୬) ଯୋଗେ ଅଦା ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଜୟପୁର ଘାଟିରେ ଟ୍ରକକୁ…
ଏକତରଫା ପ୍ରେମରେ ପଡ଼ିଲା ରକ୍ତର ଛିଟା
ଭଞ୍ଜନଗର,୧୪।୭: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାରୁ ହତ୍ୟା ଉଦ୍ୟମ କରିଥିଲେ। ପରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି…
‘ଯୌତୁକ ପାଇଁ ମାରିଦେଲେ ଝିଅକୁ’
ବନ୍ତ,୧୫।୭(ଡି.ଏନ୍.ଏ.): ଯୌତୁକ ଟଙ୍କା ଦେଇ ନ ପାରିବାରୁ ଶାଶୁଘର ଲୋକେ ମୋ ଝିଅକୁ ମାରିଦେଲେ। ଏଭଳି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ନିମପଡ଼ା ଗ୍ରାମର ତିଳୋତ୍ତମା ଜେନା। ଅଭିଯୋଗ ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଯୌତୁକ ନିର୍ଯାତନା…
୬୦ରୁ ଅଧିକ ବେଗରେ ବାଇକ୍ ଚଳାଇଲେ ଲାଗିବ ଫାଇନ୍
ବାରିପଦା ଅଫିସ,୧୫ା୭: ଜନସାଧାରଣଙ୍କ ସୁରକ୍ଷା ଲାଗି ମୟୂରଭଞ୍ଜ ଜିଲାରେ ଦ୍ରୁତ ଗାଡ଼ି ଚଳାଚଳ ଉପରେ ଜିଲାପାଳ ବିନୀତ ଭରଦ୍ୱାଜ ପ୍ରତିବନ୍ଧକ ଲଗାଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟାା ୨୨୫୫/୧୪ ଜୁଲାଇ ୨୦୨୧ ଅନୁଯାୟୀ ଜାତୀୟ ରାଜପଥ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚଳପ୍ରଚଳ…
ସ୍କୁଲରୁ ମିଳିଲା ମୃତଦେହ
ହାଟଡିହୀ,୧୫l୭: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ସଢା-ନାହା ନିଶାକର ନୋଡାଲ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ପାଖରୁ ମିଳିଛି ଏକ ଗଳିତ ମୃତଦେହ। ମୃତକଙ୍କ ପରିଚୟ ଜଣାପଡିନାହିଁ। ଘଟଣା ସମ୍ପର୍କରେ ଖବର ପାଇ ଗୁରୁବାର ସୋସୋ ଥାନା ପୋଲିସ ମୃତଦେହ…
ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଧର୍ମଘଟ
ଗଞ୍ଜାମ,୧୫ା୭(ଡି.ଏନ୍.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ଘଟି ଚାଲିଛି। ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର୍ ଶହେ ଟପିଲାଣି। ଏହାର ପ୍ରତିବାଦ କରି ଗୁରୁବାର ଭାରତୀୟ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି( ସିପିଆଇ)ପକ୍ଷରୁ ଦିନିକିଆ ଧର୍ମଘଟ କରାଯାଇଥିଲା।…

