ଆମ ଜିଲା ଖବର

୩ ବର୍ଷ ହେଲା ଶଯ୍ୟାରେ ସନ୍ତୋଷ

ହିନ୍ଦୋଳ, ୨୮।୭(ଡି.ଏନ୍‌.ଏ.) – ସାଇକେଲରେ କାମକୁ ଯାଉଥିବାବେଳେ ଭାରସାମ୍ୟ ହରାଇ କାଦୁଅ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ। ଅଣ୍ଟାରେ ଲାଗିଥିବା ଆଘାତ ଶରୀରକୁ ଅଚଳ କରିଦେଲା। ସେହିଦିନଠାରୁ ୩ ବର୍ଷ ହେଲା ଶଯ୍ୟାରେ ପଡ଼ି ରହିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ…

କ୍ଷତି ସହୁଛନ୍ତି ମାଛଚାଷୀ

ବାରିପଦା ଅଫିସ,୨୮ା୭- ମହାମାରୀ କରୋନା ସଂକ୍ରମଣ ସମୟରେ ମୟୂରଭଞ୍ଜ ଜିଲାରେ ମଧୁରଜଳ ମାଛଛାଷ ଜୀବନ ଜୀବକାରେ ସହାୟକ ହୋଇଛି। ତାଲିମପ୍ରାପ୍ତ ଚାଷୀମାନେ ସ୍ବଳ୍ପ ପୁଞ୍ଜି ବିନିଯୋଗରେ ମାଛଚାଷ କରି ବିକଳ୍ପ ରୋଜଗାର ଆପଣାଇ ପାରିଛନ୍ତି । ଆବଶ୍ୟକତା ଭିତ୍ତିରେ ମାଛ ଉତ୍ପାଦନ…

ହାଇକୋର୍ଟରେ ପହଞ୍ଚିଲା ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ ଅଫିସ, ୨୭।୭: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ଏଯାଏ ପୋଲିସ କାହାକୁ ଗିରଫ କରି ନାହିଁ। ତେବେ ସୌମ୍ୟଙ୍କ ମୃତ୍ୟୁ ତଦନ୍ତ ପ୍ରକ୍ରିୟାକୁ ନେଇ…

ବାବୁଲିଙ୍କୁ ହତ୍ୟା ଉଦ୍ୟମ ଘଟଣା: ୫ ଗିରଫ

କେନ୍ଦ୍ରାପଡ଼ା ଅଫିସ,୨୭।୭: ଧର୍ମ ଜାଗରଣ ସେନା ଆବାହକ ତଥା କେନ୍ଦ୍ରାପଡ଼ା ସହର ତିନିମୁହାଣି ବଜାର କମିଟି ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ ମାମଲାରେ କେନ୍ଦ୍ରାପଡ଼ା ପୋଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ଏସ୍‌ପି…

ଚକାଜାମ କଲା ମୋଟର ଚାଳକ ସଂଘ: ବରଗଡ଼ ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ

ବରଗଡ଼ ଅଫିସ,୨୭।୭: ମୋଟର ଚାଳକ(ଡ୍ରାଇଭର)ଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ କରି ୯ଦଫା ଦାବି ନେଇ ମଙ୍ଗଳବାର ଓଡ଼ିଶା ମୋଟର ଚାଳକ ସଂଘ, ବରଗଡ଼ ଜିଲା କମିଟି ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି।…

ନଦୀରେ ବୁଡ଼ି ନିଖୋଜ ଥିଲେ ଛାତ୍ର: ଭୋଗରାଇରୁ ଉଦ୍ଧାର

ଭୋଗରାଇ,୨୭।୭(ଡି. ଏନ୍‌.ଏ.): ବାଲେଶର ଜିଲା ସୁବର୍ଣ୍ଣରେଖା ନଦୀରେ ସୋମବାର ବୁଡି ଯାଇ ଧରମ ଦୁଆର ଗାଁର ପୂର୍ଣ୍ଣଚନ୍ଦ୍ର ରଣାଙ୍କ ବଡପୁଅ ଶୁଭମ (୧୩) ନିଖାଜ ଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ଭୋଗରାଇ ବ୍ଲକ ମନୁନଗର ନଦୀଘାଟରୁ ଗ୍ରାମବାସୀ ଉଦ୍ଧାରକରିଥିଲେ। ପରେ କମର୍ଦl…

ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତ କୋଲକାତାରୁ ଗିରଫ

ବାଲେଶ୍ୱର ଅଫିସ,୨୭। ୭: ୧୫ କୋଟି ଟଙ୍କା ଚଳୁ କରି ଫେରାର ଥିବା ଜଣେ ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) ରବିବାର କୋଲକାତାର ନ୍ୟୁ ଗରିଆ ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ଏସ୍‌/ଏସ୍‌ ମାସ୍‌…

କ୍ୟାନ୍‌ସର ହସ୍ପିଟାଲ ଜମିକୁ ନେଇ ବିିବାଦ

ଖୋର୍ଦ୍ଧା ଅଫିସ,୨୭। ୭: ଖୋର୍ଦ୍ଧା ଜିଲା ଜଟଣୀ ଇନ୍‌ଫୋଭ୍ୟାଲିଠାରେ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଏବଂ ବାଗଚୀ-କରୁଣାଶ୍ରୟ ଉପଶମ ସେବା କେନ୍ଦ୍ରର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି…

ସ୍ବର୍ଗଦ୍ୱାର ଛାତରୁ ଗଳୁଛି ପାଣି

ପୁରୀ ଅଫିସ,୨୭। ୭: ଗତ ଅକ୍ଷୟତୃତୀୟାଠାରୁ ନୂଆ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଆରମ୍ଭ ହୋଇଛି। ଏହାର କିଛି ମାସ ପରେ ଏବେ ମୃତଦେହ ଦାହ ପିଣ୍ଡି ଉପର ଛାତରୁ ପାଣି ଗଳିଲାଣି। ସ୍ଥିତି ଏଭଳି ଯେ, କିଛି ପିଣ୍ଡିରେ ମୃତଦେହ ଦାହ…

ସର୍ବଶ୍ରେଷ୍ଠ ଆଇଟିଆଇରେ ରାଜ୍ୟର ୬

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଆଇଟିଆଇ, ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ସୋମବାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଲେ,…

ପୁରୀବାସୀଙ୍କୁ ଟ୍ୟାପ୍‌ରେ ସ୍ଵଚ୍ଛ ପାଣି

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ,୨୭। ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ସୋମବାର ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ…

କୋଭିଡ୍‌ ନିୟମ ଉଲ୍ଲଂଘନକୁ ବିଧାୟକଙ୍କ ଖଣ୍ଡନ

ସୋରଡ଼ା,୨୭। ୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ବାପାଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ସୋମବାର ପୈତୃକ ଗ୍ରାମରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡାକ୍ତରୀ ଦଳ ୫୦୧ ୟୁନିଟ ରକ୍ତ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?