ଆମ ଜିଲା ଖବର

ସ୍ବାମୀ- ସ୍ତ୍ରୀ ମଧ୍ୟରେ ବଚସା: ବ୍ରିଜ ଉପରୁ ଡେଇଁପଡ଼ିଲେ ସ୍ତ୍ରୀ

କୋରାପୁଟ, ୧୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଥାନା ଅଧୀନ ପାତାଳି ନଦୀ ବ୍ରିଜ ଉପରୁ ଡେଇଁ ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ପାଡୁଆ ଥାନା ଅଧୀନ କୁକୁଡ଼ାପକ୍ଷୀ ଗ୍ରାମର ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ପଦ୍ମା ଖରା(୪୦)। ପ୍ରାପ୍ତ…

ବଚସାରୁ ଯୁବକଙ୍କୁ କରିଥିଲେ ହତ୍ୟା, ଗିରଫ ହେଲେ ୨ ଅଭିଯୁକ୍ତ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ୱାର୍ଡ଼ ନଂ-୫ ବିଚ୍‌ ରାସ୍ତାରେ ଗୁରୁବାର ବିଳମ୍ବିତ ରାତ୍ରିରେ ପଥରରେ ଛେଚି ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, ବରଗଡ଼ କେଶବ…

ମୁଖ୍ୟମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପାଟଣା ବିଜେଡି ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସଫେଇ

ପାଟଣା,୧୬।୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନ ଅବସରରେ ପାଟଣା ବିଜେଡି ପକ୍ଷରୁ ଶନିବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛି। ପରେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା…

କଟକରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ରାକା ଆହତ

କଟକସଦର,୧୬।୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା କନ୍ଦରପୁର ଥାନା କାଠଯୋଡ଼ି ନଦୀବନ୍ଧ ଅଥଙ୍ଗା ନିକଟରେ ଶନିବାର ଏକ ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ କନ୍ଦରପୁର…

ଅଟା ଗୋଦାମରେ ନିଆଁ ଲାଗିଲା

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ଗ୍ରାମର ଶଙ୍କର ପଣ୍ଡାଙ୍କ ଅଟା ଗୋଦାମରେ ଶୁକ୍ରବାର ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l

ମାଓବାଦୀ ସଙ୍ଗଠନକୁ ଧକ୍କା, ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ. ମୃତ: ମୁଣ୍ଡ ପାଇଁ ଥିଲା ୧କୋଟି ପୁରସ୍କାର

ମାଲକାନଗିରି, ୧୫।୧୦(ଡି.ଏନ୍‌.ଏ.): ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ.ଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ସେ ଅନେକ ଦିନ ଧରି କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦକ୍ଷିଣ ବସ୍ତର ଜଙ୍ଗଲରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ମାଓବାଦୀ ସଙ୍ଗଠନ…

ବରଗଡ଼ରେ ଚାଞ୍ଚଲ୍ୟ: ବିଚ ରାସ୍ତାରେ ହତ୍ୟା

ବରଗଡ଼ ଅଫିସ,୧୫।୧୦: ବରଗଡ଼ ସହର ବିଚ ରାସ୍ତା ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାଶର୍‌ବିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରି…

ପେପର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ରାୟଗଡ଼ା ଅଫିସ/ରାମନାଗୁଡ଼ା,୧୪।୧୦ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଚାକୁଣ୍ଡା ଛକ ନିକଟସ୍ଥ ବୁଲାଣି ପାଖରେ ଏକ ପେପର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ ହେଲ୍‌ପର ଶିବ ଗୌଡ଼ ଏଥିରେ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ଜେକେ କାଗଜକଳରୁ ବାହାରି…

ଚାଲିଛି ମା’ ମଝିଘରିଆଣୀଙ୍କ ଦଶମୀପୂଜା

ରାୟଗଡ଼ା ଅଫିସ, ୧୫।୧୦: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦଶମୀପୂଜା ଚାଲିଛି। ତହସିଲ ଅଫିସ ପ୍ରାଙ୍ଗଣରେ ୯ ଦିନ ଧରି ଦୁର୍ଗା ଏବଂ ମଝି ଘରିଆଣୀଙ୍କର ଖଣ୍ଡାପୂଜା କରାଯାଉଥିଲା। ଉକ୍ତ ଖଣ୍ଡାକୁ ଦଶହରା ପୂଜା ପରେ ମଝିଘରିଆଣୀଙ୍କ ମନ୍ଦିରକୁ ନିଆଯିବ।…

ତୁଳସୀପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ 

ମାଲକାନଗିରି, ୧୫।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ତୁଳସୀପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ଡିଭିଏଫ୍‌ ଓ ଏସ୍‌ଓଜି ବାହିନୀ ମିଳିତଭାବେ କୋମ୍ବିଂ ଅପରେଶନ କରୁଥିବାବେଳେ ତୁଳସୀପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବହୋଇଥିଲା। ଏହି ସମୟରେ…

ବୁଦା ମୂଳରୁ ମିଳିଲା ଗଳାକଟା ମୃତଦେହ: ହତ୍ୟା ସନ୍ଦେହ

ରାଉରକେଲା,୧୫।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର ୫ରେ ଥିବା ଏକ ଘରୋଇ ସ୍କୁଲ ପଛପଟ ବୁଦା ମୂଳରୁ ଜଣେ ଯୁବକଙ୍କ ଗଳାକଟା ମୃତଦେହ ଜବତ କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କୁ ହତ୍ୟା କରି କେହି ବୁଦା ମୂଳରେ ପକାଇ…

ଭାଇକୁ ଘରେ ଛାଡ଼ି କାମକୁ ଯାଇଥିଲେ ଭଉଣୀ, ଫେରି ଦେଖିଲେ ମୃତଦେହ

ରାଉରକେଲା,୧୫।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟସାଇଟ୍‌ ଥାନା ଗୋପବନ୍ଧୁପାଲି ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ସେ ହେଲେ ବମ୍ବବମ୍‌ ଘୋଷ (୩୫)। କିଛି ଦୁର୍ବୃତ୍ତ ବମ୍ବବମ୍‌ଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବମ୍ବବମ୍‌ ଗୋପବନ୍ଧୁପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?