ଆମ ଜିଲା ଖବର

ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧- ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ୍‌ (ହାଲ୍‌) ଦ୍ୱାରା ନିର୍ମିତ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ(ସ) କ୍ଷେପଣାସ୍ତ୍ରକୁ ଗୁରୁବାର ଓଡ଼ିଶା ଉପକୂଳରେ ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର…

ଜିଆର୍‌ଏସ୍‌ଙ୍କ ଘରୁ ୧୭ ଲକ୍ଷ ଟଙ୍କା ଜବତ

ଉମରକୋଟ,୨୧।୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରିଗୁଡ଼ା ପଞ୍ଚାୟତର ଗ୍ରାମ ରୋଜଗର ସହାୟକ (ଜିଆର୍‌ଏସ୍‌) ହିମାଂଶୁ ବାଘଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉମରକୋଟ ଭଗବତୀ ନଗରସ୍ଥିତ…

ରକ୍ତରଞ୍ଜିତ ହେଲା ସୁନାମୁଖୀ ପୀଠ

ଭବାନୀପାଟଣା,୨୧।୧: କଳାହାଣ୍ଡି ଜିଲା ମା’ ମାଣୀକେଶ୍ୱରୀଙ୍କ ଛତରଯାତ୍ରା ପରେ ଅଲାତରାର ସୁନାମୁଖୀ ଯାତ୍ରାରେ ବଳି ପଡିବା ପ୍ରଥା ବହୁ ପ୍ରାଚୀନ। ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗ୍ରାମରେ ପ୍ରତିବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ବୁଧବାର ଅର୍ଥାତ ଶୁଳିଆ…

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା, ସାକ୍ଷ୍ୟ ଦେଲେ ବଡ଼ଭାଇ

ଛତ୍ରପୁର,୨୧ା୧(ଡି.ଏନ୍‌.ଏ.): ଛତ୍ରପୁର ଏନ୍‌ଏସିର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ବିଚାର ଛତ୍ରପୁର ଏଡିଜେ କୋର୍ଟରେ ବୁଧବାରଠାରୁ ଆରମ୍ଭ ହୋଇଛି। ବୁଧବାର ଲକ୍ଷ୍ମୀଦତ୍ତଙ୍କ ଭାଇ ତଥା ଏତଲାକାରୀ ଦେବୀଦତ୍ତ ପ୍ରଧାନ ସାକ୍ଷ୍ୟ ପ୍ରଦାନ କରିଥିଲେ। ଗୁରୁବାର ତାଙ୍କ ବଡ଼ଭାଇ ସଞ୍ଜୀବ…

ଗଞ୍ଜାମ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ଗଞ୍ଜାମ,୨୧ା୧(ଡି.ଏନ.ଏ.):  ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଘୋଷଣା କରାଯିବା ପରେ ଗୁରୁବାର ଗଞ୍ଜାମ ସହର କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୟ ନବୀନ, ଜୟ ବିଜେଡି ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର…

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,୨୧ା୧(ଡି.ଏନ.ଏ.):  ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗଁାରେ ଘରେପଶି ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ନେଇ ମହିଳା ଜଣକ ଗୁରୁବାର ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ କେସ୍‌ ନଂ.୧୮/୨୧ରେ ୨ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ…

ନିର୍ବନ୍ଧ ପାଇଁ ଯାଉଥିଲେ: ଜଳ ଭଣ୍ଡାରରେ ଅଟକି ଗଲା ଲଞ୍ଚ

ଭବାନୀପାଟଣା/ଜୟପାଟଣା,୨୧।୧: କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରେ ୭ଜଣଙ୍କୁ ଧରି ଯାଉଥିବା ଏକ ଲଞ୍ଚ ଗୁରୁବାର ଅଟକି ଯାଇଥିଲା। ହେଲେ ଏକ ଆମ୍ବୁଲାନ୍ସ ଡଙ୍ଗା ପହଞ୍ଚି ୭ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥୁଆମୂଳ ରାମପୁର ବ୍ଲକ ପୋଡାପଦର…

ଜଙ୍ଗଲରେ ମହିଳାଙ୍କୁ ପୋଡି ହତ୍ୟା

ବଡଗାଁ,୨୧।୧: ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ବରଙ୍ଗାକଛାର ପଞ୍ଚାୟତ ରାଣୀବୁଡା ଜଙ୍ଗଲରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲକୁ ଗଲାବେଳେ ଜଣେ ମହିଳାଙ୍କ ଅଧା ପୋଡା ଅବସ୍ଥାରେ ମୃତଦେହ ପଡିଥିବା…

କର୍ଲାମୁଣ୍ଡାରେ ଟିକାକରଣ ଆରମ୍ଭ: ପ୍ରଥମ ଦିନରେ ନେଲେ ୫୩ ସ୍ବାସ୍ଥ୍ୟକର୍ମୀ

କର୍ଲାମୁଣ୍ଡା,୨୧।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହଠାରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଯାଇଛି। ଏଥିରେ ଚିକିତ୍ସାଧିକାରୀ ଡଃ ସୌମ୍ୟରଞ୍ଜନ ପାତ୍ର, ଡଃ ଅଖିଳେଶ ସାମଲ, ଶିଖିଧ୍ୱଜ ପଟେଲ, ଜନସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାସ, ବିପିଏମ…

ଦୁର୍ଘଟଣାରେ ଚାଲିଗଲା ମା’, ଝିଅଙ୍କ ଜୀବନ; ବାପା ଗୁରୁତର

ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲା ଭେଡେନ ବ୍ଲକ ବୁର୍ଦ୍ଦା ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାମୁହିଁ ଧକ୍କା ହେବାରୁ ବାଇକ୍‌ରେ ବସିଥିବା ୩ ଜଣଙ୍କ ମଧ୍ୟରୁ ମା, ଝିଅଙ୍କ…

ପୋଖରୀ ହୁଡ଼ାରେ ପଡ଼ି ରହିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ: ପହଞ୍ଚିଲା ଭୋଗରାଇ ପୋଲିସ

ବାଲେଶ୍ୱର ଅଫିସ,୨୧।୧: ବାଲେଶ୍ୱର ଜିଲା ଭୋଗରାଇ ଥାନା ଅନ୍ତର୍ଗତ ଫୁଲ୍‌ବଣି ଗ୍ରାମର ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଶାନ୍ତି ମଣ୍ଡଳ, ବାସନ୍ତି ମଣ୍ଡଳ। ଘରୋଇ କଳହ କାରଣରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା…

ଗ୍ରାମ୍ୟ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ (ଜିଆର୍‌ଏସ୍‌) ହିମାଞ୍ଜଳ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ତାଙ୍କ ଉମରକୋଟ ଭଗବତୀ ନଗରସ୍ଥିତ ବାସଭବନ, ସାନଭରଣ୍ଡିସ୍ଥିତ ବାସଭବନ ଓ ସିଂସାରୀ ଓ ଭଣ୍ଡାରୀଗୁଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri