ପ୍ରଜାପତି ମୁଣ୍ଡରେ କାଳିଆ
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୨୧ା୨: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଝରିଗୁମା ପଞ୍ଚାୟତର ଡେଙ୍ଗପଦର ଗ୍ରାମର ଭୀଷ୍ମସେନ ବିଷୋୟୀଙ୍କ ଅଗଣାରେ ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟିର ଚଉଡ଼ା ପ୍ରାୟ ୨ ଇଞ୍ଚ ରହିଥିବା ବେଳେ ଲମ୍ବ ପ୍ରାୟ ୪ଇଞ୍ଚ ହେବ॥ ଗୁରୁତ୍ୱପୂର୍ଣ୍ଣ ବିଷୟ…
ମଧ୍ୟାହ୍ନଭୋଜନ ଚାଉଳ ନେଇ ଯାଉଥିବା ଟ୍ରକ୍ ଓଲଟି ୨ ଶ୍ରମିକଙ୍କ ଜୀବନ ଗଲା
କୋଡ଼ିଙ୍ଗା/ନବରଙ୍ଗପୁର,୨୧ା୨: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ କୋଡ଼ିଙ୍ଗା-ଦୁରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ରବିବାର ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ବ୍ଲକ ଟିର୍ଲିଆମ୍ବଗୁଡ଼ା ଗ୍ରାମର ନବ ହରିଜନ(୪୦) ଏବଂ ସରାଦୁ ଭତରା(୩୫)।…
ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍
ଦିଗପହଣ୍ଡି,୨୧।୨(ଡି.ଏନ୍.ଏ.): ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟି ପଡ଼ିଥିବା ବେଳେ ଏଥିରେ ଟ୍ରକ ଚାଳକ ସମେତ ହେଲପର ଗୁରୁତର ହୋଇଥିବା ଜଣାପଡ଼ିଛି। ଖବରନୁଯାୟୀ,…
ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇ ଧରାପଡ଼ିଲେ ସାଧୁ
ଫୁଲବାଣୀ ଅଫିସ/ତୁମୁଡିବନ୍ଧ,୨୧।୨: କନ୍ଧମାଳ ଜିଲା ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରିଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ସାଧୁଙ୍କୁ ପୋଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ସାଧୁ ଜଣକ ହେଲେ ମହାଦେବ ମହାରାଜ। ପୋଲିସ ତାଙ୍କୁ ରାୟଗଡ଼ା…
କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ତଦନ୍ତ କରି ଦିଲ୍ଲୀ ଫେରିଗଲେ କେନ୍ଦ୍ରୀୟ ଟିମ୍
ଭବାନୀପାଟଣା,୨୧।୨(ଡି.ଏନ୍.ଏ.): କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ପରେ ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୩ ଜଣିଆ ଟିମ୍ କଳାହାଣ୍ଡି ଆସି ଦିନ ତମାମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର ଓ ଘୁଷୁରିଗୁଡି ଗାଁକୁ ଯିବା ସହ ବିଭିନ୍ନ ଗାଁକୁ ଯାଇ ତଦନ୍ତ…
କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା, ସଂଖ୍ୟା ୭କୁ ବୃଦ୍ଧି
ଭବାନୀପାଟଣା,୨୧।୨(ଡି.ଏନ୍.ଏ,): କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଘଟଣାରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର ଘୁଷୁରିଗୁଡ଼ି ନାଳ ନିକଟରୁ ଆଉ ଏକ ହାତୀର ମୃତଦେହ ଠାବ ହୋଇଛି। ପୂର୍ବରୁ ୧୪ ଦିନରେ ୬ ମାଈ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଉଦ୍ବେଗ…
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ବିଏସ୍ଏଫ ଯବାନ ଗୁରୁତର
ମାଲକାନଗିରି,୨୧।୨(ଡି.ଏନ୍.ଏ): ମାଲକାନଗିରି ଜିଲା ଛତିଶଗଡ଼ ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ କର୍ତନପାଲ୍ଲୀ ନିକଟ ରାସ୍ତାରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ଯବାନ ଗୁରୁତର ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ଧର୍ମେନ୍ଦ୍ର ସାହୁ। ସୂଚନାଯୋଗ୍ୟ,…
୭ ଦିନ ପରେ ଧାରଣାରୁ ଉଠିଲେ ଆନ୍ଦୋଳନକାରୀ
ପାଟଣା,୨୧।୨(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିଶେଷଜ୍ଞ ଡାକ୍ତର ପୂରଣ ଦାବିରେ ଗତ ସୋମବାରଠାରୁ ଆନ୍ଦୋଳନକାରୀ ଧାରଣାରେ ବସିଥିଲେ। ଏହି ଧାରଣା ସପ୍ତମ ଦିନରେ ପହଞ୍ଚି ଥିବା ବେଳେ ରବିବାର ଆନ୍ଦୋଳନକାରୀଙ୍କ ସହ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ…
ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ଦେହବେପାର : ଆପତ୍ତିଜନକ ଅବସ୍ଥାରେ ଗଲେ ଥାନାକୁ
ଭଦ୍ରକ ଅଫିସ,୨୧।୨: ଭଦ୍ରକ ସହରରେ ଖୋଲାଖୋଲି ଚାଲିଥିଲା ଦେହବେପାର। ପୋଲିସ ମୁଖ୍ୟାଳୟର ଅନତି ଦୂର ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡାଘରେ ଚାଲୁଥିବା ସେକ୍ସ ରାକେଟ ଠାବ ହୋଇଛି। ଘଟଣାରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେଥ ଦୁଇ…
ନିଶ୍ଚିନ୍ତକୋଇଲି ବ୍ଲକରେ ୩ ରାସ୍ତା ନିର୍ମାଣ ନିମ୍ନମାନର
ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ସରକାର ଗ୍ରାମ ରାସ୍ତାକୁ ସୁଦୃଢୀ କରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏସବୁ ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ନିଶ୍ଚିନ୍ତକୋଇଲି ବ୍ଲକରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଗୋଟିଏ ବ୍ଲକରେ ୩ ରାସ୍ତା…
ସ୍ତ୍ରୀଙ୍କ ଯକୃତରୁ ନୂଆ ଜୀବନ
କାମାକ୍ଷାନଗର, ୨୧।୨(ଡି.ଏନ.ଏ.): ବଦଳିଯାଉଛି ଦାମ୍ପତ୍ୟ ଜୀବନର ପରିଭାଷା। ଛୋଟ ଛୋଟ କଥା, ସାମାନ୍ୟ ମନୋମାଳିନ୍ୟରେ ଭାଙ୍ଗି ଯାଉଛି ପରିବାର। ବଢ଼ିଯାଉଛି ସ୍ତ୍ରୀ-ସ୍ବାମୀ ଭିତରେ ଦୂରତା। ହେଲେ ଏମିତି ବି ଅନେକେ ଅଛନ୍ତି, ଯେଉଁମାନେ ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ନେଇଥିବା…
ଘାରିଲାଣି କର୍ଲାପାଟ ଭୟ
ଢେଙ୍କାନାଳ ଅଫିସ, ୨୧।୨ : ଢେଙ୍କାନାଳ ବନ ବିଭାଗକୁ ଘାରିଛି କର୍ଲାପାଟ ଅଭୟାରଣ୍ୟ ହାତୀ ମଡ଼କ ଭୟ। ହେମୋରେଜ୍ ସେପ୍ଟିସେମିଆ ସଂକ୍ରମଣରେ ୬ ହାତୀଙ୍କ ଜୀବନ ଯିବା ପରେ ଛନକା ପଶିଛି। ପୂର୍ବରୁ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏହି ଭୂତାଣୁ ସଂକ୍ରମଣରେ…
Archives


