ବିଳମ୍ବିତ ହେଉଛି ବଇଣ୍ଡା ବିକାଶ
ବଇଣ୍ଡା,୮ା୯(ଡି.ଏନ.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଭଙ୍ଗାଗଲା। ଶତାଧିକ ଦୋକାନୀ, ଉଠାଦୋକାନୀଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇ ଦିଆଗଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ସେହିପରି ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ବଡ଼ ବଡ଼ ଗର୍ତ୍ତ…
ବିନା ତାଲିମରେ ପାରଙ୍ଗମ
ଭଣ୍ଡାରିପୋଖରୀ,୮।୯(ଡି.ଏନ.ଏ.)-ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ। କିନ୍ତୁ ଏଭଳି ଜଣେ ମଣିଷ ଅଛନ୍ତି ଯେ କି ସାପ ଧରି ଆନନ୍ଦ ପାଆନ୍ତି। ଲୋକଙ୍କ ଘର ବାଡ଼ିରେ ସାପ ଦେଖିବାକୁ ମିଳିଲେ ତାଙ୍କୁ ଖୋଜା ପଡ଼େ। ଏପରି କି ଏହି…
ଶହେ ଶିବଲିଙ୍ଗର ଗାଁ
ଭଦ୍ରକ ଅଫିସ, ୮।୯-ଷ୍ଟାଦଶ ଶତାବ୍ଦୀର ଭଗ୍ନାବଶେଷର ମୂକସାକ୍ଷୀ ନରେନ୍ଦ୍ରପୁର। ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ଏହି ଗ୍ରାମ ଶହେ ଶିବଲିଙ୍ଗର ଗାଁ ଭାବେ ପରିଚିତ। ବିଭିନ୍ନ ପୌରାଣିକ କୀର୍ତ୍ତିକୁ ନେଇ ସମୃଦ୍ଧ ନରେନ୍ଦ୍ରପୁର ୨୦୧୬ରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା…
ମତୁଆଲା କରେ ଐଶାନୀଙ୍କ ତବଲା ବାଦନ
ବାଲେଶ୍ୱର ଅଫିସ, ୮।୯-ବୟସ ତାଙ୍କୁ ୯। ଏଇ ବୟସରୁ ତବଲା ବାଦନ କରି ଶ୍ରୋତାଙ୍କୁ ମତୁଆଲା କରି ଦେଉଛନ୍ତି। ନିଜର ପ୍ରତିଭା ପ୍ରଦର୍ଶନ କରି ଦି ନ୍ୟାଶନାଲ ଏକାଡେମୀ ଫର୍ ଆର୍ଟ ଏଜୁକେଶନ (ମହାରାଷ୍ଟ୍ର) ପକ୍ଷରୁ ‘ଇଣ୍ଡିଆ ଷ୍ଟାର ଆଇକନ୍ କିଡ୍ସ…
ଦୁଇ ରାତି ପୂଜା କରିଥାନ୍ତି ଛଉ କଳାକାର
ବାରିପଦା ଅଫିସ,୮।୯- ମା’ ଅମ୍ବିକା। ବାରିପଦାର ଅଧିଷ୍ଠାତ୍ରୀ ଦେବୀ। ମା’ ଡାକିଦେଲେ ମିଳିଯାଏ ଅଭୟ, ପୂରଣ ହୁଏ ମନସ୍କାମନା। ଏହି ବିଶ୍ୱାସ ନେଇ ରାଜ୍ୟ ଆଉ ରାଜ୍ୟ ବାହାରୁ ଏଠାକୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ। ବହୁ କଥା ଆଉ ଗାଥାର ଗନ୍ତାଘର…
ଶ୍ରୀହୀନ ଗଡ଼ଖାଇ, ରାଜବାଟୀ
କେନ୍ଦୁଝର, ୮।୯(ସ୍ବ.ପ୍ର.)-ଚୂଳିଆ ପାହାଡ଼ରୁ ଜୁଡିଆ ଘାଟି ପର୍ଯ୍ୟନ୍ତ ବିସ୍ତୃତ ପର୍ବତ ପାଦ ଦେଶରେ ବିଦ୍ୟମାନ କେନ୍ଦୁଝର ପୁରାତନ ରାଜବାଟୀ। ଏହାର ସୁରକ୍ଷା ପାଇଁ ପଶ୍ଚିମ ଓ ପୂର୍ବରେ ରହିଛି ୨ଟି ଗଡ଼ଖାଇ। ଅନ୍ୟ ଦୁଇ ପାର୍ଶ୍ୱରେ ସୁଉଚ୍ଚ ପର୍ବତମାଳା। ବାହ୍ୟଶତ୍ରୁ ଆକ୍ରମଣରୁ…
ଫେକ୍ ଆକାଉଣ୍ଟରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ, ଯୁବକ ଗିରଫ
ପାଟଣା, ୮।୯(ସ୍ବ. ପ୍ର.): ଫେସବୁକ୍ରେ ଫେକ୍ ଆକାଉଣ୍ଟ ଖୋଲି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ମା’ ବାପାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କରିବା ସହ ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେନ୍ଦୁଝର…
ବିଶାଖାପାଟଣାରୁ ଗିରଫ ପରେ ଚୌଦ୍ୱାର ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦ
କଟକ ଅଫିସ,୭।୯: ଅନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦଙ୍କୁ ମଙ୍ଗଳବାର ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି। ଚିଟ୍ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସୋମବାର ବିଶାଖାପାଟଣାରୁ ଗିରଫ କରାଯାଇଥିଲା। କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ହାଜର କରାଯିବା…
ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ବାପା-ଝିଅ
ନୂଆପଡ଼ା ଅଫିସ, ୭।୯: ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି ବାପା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସଦର ଥାନା ନୂଆପଡା ଏନଏସିର ୮ ନଂ. ୱାର୍ଡ ସାଲେଭଟା ଗାଁରେ। ସୋମବାର ପୂର୍ବାହ୍ନରେ ଗାଁର ରୋହିତ ମାଝି ୫…
କୋଲକାତାରୁ ଓ୍ବେବ୍ ପୋର୍ଟାଲ ମୁଖ୍ୟ ରାଜ୍ ଗିରଫ
ଭୁବନେଶ୍ୱର(ବ୍ୟୁରୋ)/ବାରଙ୍ଗ,୭।୯(ଡି.ଏନ୍.ଏ.): ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଅମାନୁଷିକ ନିର୍ଯାତନା ଦେବା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ତଥା ଲାଇଭ୍ କଳିଙ୍ଗ ୱେବ୍ ପୋର୍ଟାଲର ସିଇଓ ରଘୁନାଥ ସାହୁ ଓରଫ ରାଜ୍ଙ୍କୁ ସୋମବାର କମିଶନରେଟ ପୋଲିସ କୋଲକାତାରୁ ଗିରଫ କରିଛି। ଏହି…
ରୋଡ୍ ଶୋ’, ବାଇକ୍ ରାଲି ଉପରେ କଟକଣା
ପୁରୀ ଅଫିସ, ୭।୯: ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୋମବାର ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି,…
୧୩ରେ କଟକ ବନ୍ଦ
କଟକ ଅଫିସ, ୭।୯: ଦୁର୍ଗାପୂଜା ପାଇଁ ପ୍ରତିମା ଉଚ୍ଚତା ୪ଫୁଟରେ ସୀମିତ ରଖିବା ଓ ପରଦା ଆବଦ୍ଧରେ ପୂଜା କରିବାକୁ ରାଜ୍ୟ ସରକାର ନିୟମାବଳୀ ଜାରି କରିଛନ୍ତି। ଏହାକୁ ବିରୋଧ କରି ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଆସନ୍ତା ୧୩ତାରିଖରେ…

