ଆମ ଜିଲା ଖବର

ପ୍ରଥମ ଦରମାରେ ଭାଇ ସହ ରେଷ୍ଟୁରାଣ୍ଟରେ ଖାଇଥିଲି

ବାଲେଶ୍ୱର ଜିଲା ସୋରୋ ତହସିଲ ଅନ୍ତର୍ଗତ କେଦାରପୁରରେ ଆମ ଗାଁ ହୋଇଥିଲେ ହେଁ, ଗୋପାଳପୁରରେ ଆମେ ରହୁଥିଲୁ। କାରଣ ବାପା ସେଠାରେ ଜାଗା କିଣି ଘର କରିଥିଲେ। ଆଉ ମୋ ମାମୁ ଘର ଥିଲା ରାଇରଙ୍ଗପୁରରେ। ଅଧିକାଂଶ ସମୟ ମାମୁ ଘରେ…

ଆତଙ୍କ ଖେଳାଇଲେ ୩ ଦନ୍ତା

କୁଆମରା,୧୭ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଜଙ୍ଗଲରେ ଥିବା ହାତୀପଲଙ୍କ ମଧ୍ୟରୁ ୩ ଦନ୍ତା ଆସି ଗୋପବନ୍ଧୁନଗର ବ୍ଲକ ପଶୁଦା ପଞ୍ଚାୟତ ବେଲାକୁଟି ଗ୍ରାମରେ ପଶି ଆତଙ୍କ ଖେଳାଇଥିଲେ। ୩ ଦନ୍ତା ଗୁରୁବାର ରାତିରେ ପ୍ରଥମେ କୁଆମରା ଚାଷ ଜମିରେ…

କନ୍ଧରା ଜଙ୍ଗଲରେ ଗୟଳ

ଢେଙ୍କାନାଳ ଅଫିସ, ୧୭।୧୦: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଗୟଳ କଏଦ ହୋଇଛନ୍ତି। ଏହାକୁ ବନ ବିଭାଗ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଏ ସଂକ୍ରାନ୍ତରେ ଡିଏଫ୍‌ଓ ଡା. ପ୍ରକାଶ ଚାନ୍ଦ ଗୋଗିନେନି…

ପୋତାଗଡ଼ରୁ ଉଦ୍ଧାର ନାଗ ଦେବତାଙ୍କ ମୂର୍ତ୍ତି କାଶୀ ବିଶ୍ୱନାଥ ମନ୍ଦିରରେ ପାଇବେ ପୂଜା

ଗଞ୍ଜାମ,୧୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ସପ୍ତଫେଣୀ ନାଗ ଦେବତାଙ୍କ ପ୍ରାଚୀନ ପିତ୍ତଳ ମୂର୍ତ୍ତି ଉଦ୍ଧାର ହୋଇଥିଲା l ସୁରିଆ ପ୍ରଧାନ, କାହ୍ନୁ ତରାଇ ପ୍ରମୁଖ ଉକ୍ତ ମୂର୍ତ୍ତିକୁ ଦେଖି ପୋତାଗଡ଼ ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ସୁଧୀର…

ସରିଲା ବଳଦଯାତ୍ରା

ଭୁବନ, ୧୭।୧୦(ଡି.ଏନ.ଏ.): କୋଭିଡ୍‌ କଟକଣା ମଧ୍ୟରେ ଶେଷ ହୋଇଛି ଭୁବନର ଐତିହାସିକ ବଳଦଯାତ୍ରା। ଶୁକ୍ରବାର ନିରାଡମ୍ବର ପରିବେଶରେ ଅନୁକୂଳ ଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଶନିବାର ଘଣ୍ଟଘଣ୍ଟା, ହୁଳହୁଳି, ଶଙ୍ଖନାଦ ମଧ୍ୟରେ ମେଲାଣି ନେଇଛନ୍ତି ମା’। ଅନୁକୂଳଯାତ୍ରାରେ ଥୋରିଆ ଏବଂ ବଣିଆ ସମ୍ପ୍ରଦାୟର…

ମେଲାଣି ନେଲେ ମା’

ଅନୁଗୋଳ ଅଫିସ, ୧୭।୧୦: ଆବଦ୍ଧ ମଣ୍ଡପରେ ପୂଜାର୍ଚ୍ଚନା ପରେ ମେଲାଣି ନେଇଛନ୍ତି ମା’ ଦୁର୍ଗା। ଘଣ୍ଟଘଣ୍ଟା, ଢୋଲ ବାଦ୍ୟର ତାଳେ ତାଳେ ନିରାଡମ୍ବର ଭାବେ ଦେବୀଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ। ପୂଜା ଶାନ୍ତି ଶୃଙ୍ଖଳାର ସମାପନ ହୋଇଥିଲେ ମଧ୍ୟ ବିସର୍ଜନରେ ସାମାନ୍ୟ…

ପାରା ଦେହରେ ଆସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୭ା୧୦ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରର ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଳ ଜଙ୍ଗଲ ଭିତରେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ଅବସ୍ଥାପନ କରିଥିଲେ ।…

ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ: ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ଭରସା

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ୨୦୧୭ ନିର୍ବାଚନରେ ଏହା ମହିଳାଙ୍କ ପାଇଁ ସଂରକ୍ଷଣ ଥିଲା । ତେବେ ଜିଲା ପରିଷଦ ଆସନ ପାଇଁ ଚିଠା ସଂରକ୍ଷଣ ପ୍ରକାଶ…

ମେଲାଣି ନେଲେ ମା’ ଜଗଜ୍ଜନନୀ

କଟକ ଅଫିସ,୧୭ା୧୦: କରୋନା କଟକଣା ମଧ୍ୟରେ ଶନିବାର କଟକର ଦେବୀଗଡା, ଚହଟା, ଯୋବ୍ରା ମ୍ୟୁଜିୟମ ନିକଟ, କାର୍ତ୍ତିକେଶ୍ୱର ଗଡା, ଘାଟକୁଳ ଆଦି ୬ ସ୍ଥାନରେ ହୋଇଥିବା ଅସ୍ଥାୟୀ ପୋଖରୀରେ ମା’ ଦୁର୍ଗାଙ୍କୁ ବିସର୍ଜନ କରାଯାଇଛି। ସକାଳୁ ସନ୍ଧ୍ୟା ୬ଟା ମଧ୍ୟରେ ଦେବୀଗଡାରେ…

ଧିମେଇଛି ଅପରେଶନ ମୁସ୍କାନ, ପରୀ

ପୁରୀ ଅଫିସ,୧୭।୧୦: ରାଜ୍ୟରେ ଯେପରି କେହି ଶିଶୁ ଶ୍ରମିକ ନ ରହିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ଅପରେଶନ ମୁସ୍କାନ ଓ ପରୀ ଯୋଜନା ହାତକୁ ନିଆଯାଇଛି। ହେଲେ ଏହି ଯୋଜନା ପୁରୀ ଜିଲାରେ ଧିମେଇ ଯାଇଥିବା ନଜରକୁ ଆସିଛି। ପୁରୀ ସହର…

ନାଲସିଂହରେ ୧୫ ଟିକିଆ ହାତୀପଲ

ନିରାକାରପୁର,୧୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ରାତିରେ ପଟିଆରୁ ୧୫ ଟିକିଆ ହାତୀପଲ୍ଲ ଆସି ଅଚ୍ୟୁତପୁର ପଞ୍ଚାୟତ ନାଲସିଂହ ଜଙ୍ଗଲରେ ରହିଥିବା ଜଣାପଡ଼ିଛି। ଫଳରେ ସ୍ଥାନୀୟ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏମାନଙ୍କୁ ଘଉଡାଇବା…

କିନ୍ନର ବେଶରେ ମାଗୁଥିଲେ ଚାନ୍ଦା

ରାଉରକେଲା ଅଫିସ,୧୭ା୧୦: ରାଉରକେଲା ସହରର ବିଭିନ୍ନ ସ୍ଥାନରେ କିଛି ଯୁବକ ନକଲି କିନ୍ନର ସାଜି ଭିକ୍ଷା ବୃତ୍ତି କରୁଥିବା ୧୫ ନଂ. ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୫ ଜଣ ନକଲି କିନ୍ନରଙ୍କୁ ଅଟକ ରଖି ତଦନ୍ତ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?